33.7 C
Bhubaneswar
Wednesday, August 5, 2026
-Advertisement-

୮ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା

ଦୁଇ ଦିନ ହେବ ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ମୈାସୁମୀ ସକ୍ରିୟ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ୫୫୫ ମିମି ବର୍ଷା ରେକର୍ଡ଼ କରାଯାଇଛି । ଆଗରୁ...

ଅଭିନନ୍ଦନଙ୍କୁ ‘ବୀରଚକ୍ର’ ସମ୍ମାନ

ସ୍ୱତନ୍ତ୍ରତା ଦିବସ ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବୀରତ୍ୱର ପୁରସ୍କାର ଘୋଷଣା କରାଯାଇଛି । ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବ। ଅଭିନନ୍ଦନ ବାଲାକୋଟ ଷ୍ଟ୍ରାଇକ ପରେ ପାକିସ୍ତାନର ଏଫ-୧୬ ବିମାନକୁ...

ଆଉ ଦେଖିବାକୁ ମିଳିବନି ପ୍ରିୟଙ୍କା

ନନ୍ଦନକାନନରେ ଆଉ ଶୁଣିବାକୁ ମିଳିବନି ପ୍ରିୟଙ୍କାର ଗର୍ଜନ । ଦେଖିବାକୁ ମିଳବନି ସେଇ ଭୟଙ୍କର ଚେହେରା । ନନ୍ଦନକାନନରେ ଆଉ ଏକ ବାଘୁଣୀର ଆଜି ମୃତୁ୍ୟ ହୋଇଛି । ବୟଷ୍କ ହୋଇ ଯାଇଥିବା ବାଘୁଣୀ ପ୍ରିୟଙ୍କା ସୋମବାର ସକାଳ ୧୦ଟା...

ମୋଦିଙ୍କୁ ପଠାଇଲେ ରାକ୍ଷୀ

ହିନ୍ଦୁ ଧର୍ମରେ ଭାଇ ଭଉଣୀର ପବିତ୍ର ବନ୍ଧନ ହେଉଛି ରକ୍ଷା ବନ୍ଧନ । ଆଗକୁ ରାକ୍ଷୀ ପୁର୍ଣ୍ଣିମା ଆସୁଥିବାରୁ ସାରା ଦେଶ ଏବେ ପ୍ରସ୍ତୁତ ହେଉଛି ଏହି ଉସ୍ôବ ପାଳନ କରିବାକୁ । ହେଲେ ଏମିତି ଏକ ଖବର ଏବେ...
video

ଅଚାନକ ମେଡିକାଲ ଗସ୍ତ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟସେବା ତଦାରଖ । ଆଜି ସକାଳେ ହଠାତ୍ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସମ୍ପର୍କରେ ବୁଝିଛନ୍ତି । ଡାକ୍ତରଖାନାରେ ପହଁଞ୍ଚିବାବେଳେ ଡାକ୍ତର ନଥିବା ଦେଖିବାକୁ ପାଇଥିଲେ । ଏହାସହିତ ରୋଗୀଙ୍କୁ ଚିକିସôାରେ...
video

ରାସ୍ତାରେ ଗଡିଗଡି ଗଲେ କାଉଡିଆ

ଶ୍ରାବଣ ମାସର ଶେଷ ସୋମବାର । ରାତି ଅଧରୁ କାଉଡିଆଙ୍କ ଭିଡ ଲାଗି ଯାଇଥିଲା ବିଭିନ୍ନ ଶୈବପୀଠରେ । କିଏ କେଉଁଠୁ ଦୂରଦୂରାନ୍ତରୁ ପାଣି ଆଣି ରାତି ତମାମ ଅପେକ୍ଷା କରି ରହିଥିଲେ । ବଡି ଭୋରରୁ ଶିବଲିଙ୍ଗରେ...

ବଢିଲା ସିବିଏସଇ ପରୀକ୍ଷା ଫି

ବଢିଲା ସିବିଏସଇ ପରୀକ୍ଷା ଫି । ପରୀକ୍ଷା ଫି ବଢାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ । ଏଣିକି ସାଧାରଣ ବର୍ଗର ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀ ଦେବେ ୧୫୦୦ ଟଙ୍କା । ପୂର୍ବରୁ ସାଧାରଣ ବର୍ଗର ପିଲାଙ୍କ...

ଗଜରାଜଙ୍କ ପାଇଁ ଦିନଟିଏ

ଆଜି ହେଉଛି ବିଶ୍ୱ ହାତୀ ଦିବସ । ଦିନକୁ ଦିନ ଗଜରାଜଙ୍କୁ ନେଇ ମଣିଷ ଭୟବୀତ ହେଉଥିବା ବେଳେ ଏହାର ସମାଧାନ ଓ ଗଜରାଜଙ୍କ ସଚେତନା ସୃଷ୍ଟି ପାଇଁ ୨୦୧୨ ମସିହାରୁ ବିଶ୍ୱ ବ୍ୟାପି ହାତୀ ଦିବସ ପାଳିତ ହୋଇ...
video

ଲଗାଣ ବର୍ଷା ଧୋଇଦେଲା ଫସଲ

ବର୍ଷା ନ ଥିଲା, ଜମି ଫାଟି ଆଁକରିରହିଥିଲା, ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲେ । ଏବେ ପୁଣି ସ୍ଥିତି ବଦଳିଗଲା । ତିନିଦିନର ଲଗାଣବର୍ଷା ପରେ ରାୟଗଡା ଜିଲ୍ଲାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । କେଉଁଠି...

ଚିରନିଦ୍ରାରେ ସ୍ୱାଧିନତା ସଂଗ୍ରାମୀ ଦୟାନିଧି ନାଏକ

ଚାଲିଗଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାଏକ । ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇ ୯ ମାସ କାରାବରଣ କରି ପଶ୍ଚିମ ଓଡିଶାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଦୟାନିଧି ନାଏକ ଆଉ ଏବେ ନାହାଁନ୍ତି । ବରଗଡ ଜିଲ୍ଲା...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...