ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ
ବ୍ୟକ୍ତିଗତ ସଚିବ ଆଇଏଏସ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭାବେ ନିଯୁକ୍ତି ପାଇଛନ୍ତି ପାଣ୍ଡିଆନ । ବର୍ତ୍ତମାନ ବ୍ୟକ୍ତିଗତ ସଚିବ ରହିବା ସହ ଉଚ୍ଚ ଶିକ୍ଷା ପାଇଁ ନବୀନଙ୍କ...
ଘରର କାନ୍ଥ ପଡି ଜଣେ ମୃତ , ୨ ଗୁରୁତର
ଘର କାନ୍ଥ ପଡି ରାୟଗଡାରେ ଜଣେ ବୃଦ୍ଧଙ୍କର ମୃତୁ୍ୟ ହୋଇଛି । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ କାଶୀପୁର ବ୍ଲକ ପଣସଗୁଡା ଗାଁର ସମ୍ବାରୁ ମାଝୀ (୬୦) । ଘଟଣାରେ ସମ୍ବାରୁ ମାଝୀଙ୍କ...
ରମେଶ ଇନିଂସ ଶେଷ
କର୍ଣ୍ଣାଟକରେ ଶେଷ ହେଲା ରମେଶ କୁମାର ଇଂନିସ । ନିଜ ପଦରୁ ଇସ୍ତଫା ଦେଲେ ବାଚସ୍ପତି କେ.ଆର ରମେଶ କୁମାର । ୟେଦୁରପ୍ପା ଆସ୍ଥା ଭୋଟରେ ଜିତିଲା ପରେ ପଦ ଛାଡିଲେ ରମେଶ । ରମେଶଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ...
ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପଅନସିପରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କମାଲ
ଓଡ଼ିଶା ଗର୍ବ ଓ ଗୌରବ ଅନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡିଶା ପାଇଁ ପୁଣୀ ଏକ ସମ୍ମାନ ଆଣିଦେଇଛନ୍ତିା । ଆମେରିକାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ପିପୁଲ୍ସ ଚଏସ ଆୱାର୍ଡ ସମ୍ମାନ । ଆମେରିକାର ବୋଷ୍ଟନରେ ଚାଲିଥିବା ଅନ୍ତର୍ଜାତୀୟ...
ମାଓ ସଂଗଠନ ପାଳୁଛି ସହିଦ ସପ୍ତାହ
ଆଜି ଠାରୁ ମାଓସଂଗଠନ ପାଳନ କରୁଛି ସହିଦ ସପ୍ତାହ । ରାୟଗଡା ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି . ନିୟମଗିିରି ଅଂଚଳରେ ଲାଲ ସଂଗଠନର ଦବଦବା ରହିଥିବାରୁ କଲ୍ୟାଣସିଂହପୁର,ବିଷମକଟକ ଓ ମୁନିଗୁଡା ଅଂଚଳରେ କମ୍ବିଂ ଅପରେସନ ଜୋରଦାର...
ପୋଲିସ ନଜରରେ ଡ୍ୟାନ୍ସ ବାର୍
ପୁଣି ନଜରକୁ ଆସିଲା ଡାନ୍ସ ବାରର ଦୃଶ୍ୟ । ଭୁବନେଶ୍ୱରର ବିଭିନ୍ନ ଡାନ୍ସ ବାର୍ ଗୁଡିକରେ ରାତି ଅଧରେ ଦେଖିବାକୁ ମିଳୁଥିଲା ଯୁବତୀ ମାନଙ୍କର ଅର୍ଦ୍ଧନଗ୍ନ ନୃତ୍ୟ । ରାଜଧାନୀରେ ଏହି ଖବର ଏବେ ଚର୍ଚ୍ଚା ଜୋର ଧରିଛି ।...
ଦେଶର ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଦୂତୀ
ପ୍ରକାଶ ପାଇଛି ଦେଶର ଶୀର୍ଷ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା । ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ । ତାଲିକାରେ ସ୍ଥାନ ପାଇଥିବା ୫୦ ଜଣଙ୍କ ମଧ୍ୟରୁ ୧୬...
ଥମୁନି କର୍ଣ୍ଣାଟକର ଡ୍ରାମା ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ
ବିଗତ କିଛି ଦିନହେବ କର୍ଣ୍ଣାଟକରେ ଲାଗିରହିଥିବା ରାଜନୈତିକ ହାଇଡ୍ରାମାର ଅବସାନ ହେଉନାହିଁ । କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଲା ବିଏସ୍ ୟେଦୁରପ୍ପା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ହେଲେ । ଏସବୁ ମଧ୍ୟରେ ଲାଗୁଥିଲା କର୍ଣ୍ଣାଟକରେ ବିଗତ କିଛି ଦିନ ଧରିଲାଗି...
ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତ କରିବେ ପ୍ରତାପ
ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଆଫ୍ରିକାର ଜିନିଆ, ଗାମ୍ବିଆ ଓ ବେନିନ ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ...
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଇଣ୍ଡିଆନ୍ ଆଇଡଲ’ ଅଡିସନ୍
ସୋନି ଚ୍ୟାନେଲରେ ପ୍ରସାରିତ ସଙ୍ଗୀତ ରିଆଲିଟି ସୋ ' ଇଣ୍ଡିଆନ୍ ଆଇଡଲ ସିଜନ୍ ୧୧' ର ଅଡିସନ୍ ଆରମ୍ଭ ହେବାକୁ ଯାଉଛି । ତେବେ ଭୁବନେଶ୍ୱରରେ ମଧ୍ୟ ଏହି ସୋର ଅଡିସନ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅଡିସନ୍...


















