ବାଲିମେଳାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲା ବିଜେପି
ମାଲକାନଗିରି ଜିଲ୍ମା ବାଲିମେଳାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ. ଜିଲ୍ଲା ବିଜେପି ତରଫରୁ ବାଲିମେଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ସାହୁ ପରିମଳ ବ୍ୟବସ୍ଥା ନେଇ ପ୍ରଶାସନିକ ଅବ୍ୟବସ୍ଥାକୁ କଟୁ ସମାଲୋଚନା କରିଛନ୍ତି. ନିୟମ ଅନୁସାରେ, 271041...
ଟ୍ରି ମ୍ୟାନ
ଟ୍ରି ମ୍ୟାନ. ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ହେଲେ ଏଭଳି ଚକିତକର ଦୃଶ୍ୟ ଦେଖିବାକୁ ମିଳିଛି ବାଂଲାଦେଶର ଅବୁଲ ବାଞ୍ଜଦରଙ୍କ ନିକଟରେ. ତାଙ୍କର ଏଭଳି ଏକ ଦୁର୍ଲଭ ରୋଗ ଅଛି ଯେଉଁଥିପାଇଁ ତାଙ୍କ ହାତ ଓ ପାଦରେ ଗଛ ଭଳି...
ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୁପ୍ତି ଛକରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ବିଶ୍ୱାଳ ଓରଫ୍ ବାବୁ ଆହତ ହୋଇଛି. ଗତକାଲି କଣ୍ଡିରା ଗାଁରେ ହୋଇଥିବା ହତ୍ୟାକାଣ୍ଡରେ ସଞ୍ଜୟର ସଂପୃକ୍ତି ଥିବା ନେଇ ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା...
ଦିଲ୍ଲୀରେ କୁଆ ପଥର ବର୍ଷା
ଶୀତରେ ସାରା ଭାରତ ଥରୁଥିବା ବେଳେ ଭାରତର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ସକାଳ ପ୍ରାୟ 9ଟା ସମୟରେ ଅଚାନକ ପାଗରେ ପରିବର୍ତ୍ତନ ହୋଇଛି. ଫଳରେ ଦିଲ୍ଲୀ ସମେତ ଏନସିଆରରେ ମଧ୍ୟ ଘନ ଅନ୍ଧକାର ହୋଇ କୁଆ ପଥର ବର୍ଷା ହୋଇଛି....
ଜଳେଶ୍ୱରରେ ଧଳା ଜହର
ରାଜଧାନୀ ପରେ ଧଳା ଜହର ଚେର ଆରମ୍ଭ ହୋଇଥିବା ଜଳେଶ୍ୱରରୁ ମଧ୍ୟ ବ୍ରାଉନ ସୁଗାର ଜବତ ହୋଇଛି. ଝାଡେଶ୍ୱରପୁର ନାମକ ବସ୍ତିରେ ଏହି ବେପାର କରାଯାଉଥିଲା. ସେଠାରେ ଏହି କାରବାର ଚାଲୁଥିବା ଅବକାରୀ ବିଭାଗ ସୂଚନା ପାଇଥିଲା. ପରେ ଯୋଜନା...
ରାଜଧାନୀରେ ଛୁରା ଆକ୍ରମଣ
କିଛିମାସର ଅନ୍ତର ପରେ ପୁଣି ରାଜଧାନୀରେ ଦୁର୍ବୃତ୍ତଙ୍କ ଛୁରା ଆକ୍ରମଣ. ବିଭିନ୍ନ ପ୍ରକାର ଲୁଟ କରିବା ପାଇଁ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା. ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବମିଖାଲ ନିକଟସ୍ଥ ଦୁର୍ଗା ମଣ୍ଡପ ନିକଟରେ. ମିଳିଥିବା ସୂଚନା...
ଧାନ ଖଳାରେ ନିଆଁ
ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କାନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି. ବିଳମ୍ବିତ ରାତିରେ ସୁକଦେବ ମଲ୍ଲିକ ନାମକ ଜଣେ ଚାଷୀଙ୍କ ଧାନ ଖଳାରେ ନିଆଁ ଲାଗି ସବୁ ଫସଲ ନଷ୍ଟ ହୋଇଯାଇଛି. ମିଳିଥିବା ସୂଚନା ଅନୁସାରେ,...
ଆର୍ନ୍ତଜାତିକ ହେଲଥ ମେଡିକନ ସମ୍ମିଳନୀ
ଆର୍ୟୁବେଦ ଓ ଅନ୍ୟାନ୍ୟ ଭାରତୀୟ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବ୍ୟାପକ ଗବେଷଣା କରାଯିବା ଆବଶ୍ୟକ ରହିଛି । ଭାରତୀୟ ଚିକିତ୍ସା ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ରହିଥିବାରୁ ସରକାର ଏହିସବୁ ଚିକିତ୍ସା ଉପରେ ଗୁରୁତ୍ୱ ଦେବା...
ପୂର୍ଣ୍ଣିମା- ସବିତା ସମ୍ମାନୀତ
ନିଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶର ସାର୍ବଭୌମତ୍ୱ ଓ ସ୍ୱାଭିମାନ ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ...








