28.3 C
Bhubaneswar
Wednesday, July 29, 2026
-Advertisement-

ବେଞ୍ଚ ପାଇଁ ୪୮ ଘଣ୍ଟିଆ ମହାବନ୍ଦ

ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାଇ ବେଞ୍ଚପ୍ରତିଷ୍ଠା ଦାବୀରେ ଜୋର ଧରିଛି ଆନ୍ଦୋଳନ । ଗୁରୁବାର ପାଳନ ହେଉଛି ପଶ୍ଚିମ ଓଡିଶା ମହାବନ୍ଦ । ଫଳରେ ଅଖ ଚକ ସହିତ ଦୋକାନ ବଜାର କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।...

ବିଶିଷ୍ଟ ପଶୁ ଚିକିତ୍ସକ, ଗବେଷକ ତଥା ଚେତନାବାଦୀ ଲେଖକ ଡା. ଲକ୍ଷ୍ମୀଧର ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ପଶୁ ଚିକିତ୍ସକ, ଗବେଷକ ତଥା ଚେତନାବାଦୀ ଲେଖକ ଡାକ୍ତର ଲକ୍ଷ୍ମୀଧର ମହାନ୍ତି ଆଉ ନାହାନ୍ତି. 89 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯ଼ାଇଛି. ହୃଦଘାତରେ ଆକ୍ରାନ୍ତ ହୋଇ ଦୁଇଦିନ ତଳେ ସେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ...

କମିଲା ବସ୍ ଭଡା

ଯାତ୍ରୀ ବସ୍‌ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ସାଧାରଣ ବସ୍‌ରେ କିଲୋମିଟର ପିଛା ୨ ପଇସା ହ୍ରାସ ପାଇଛି। ସେହିଭଳି ଏକ୍ସପ୍ରେସରେ ଯାତ୍ରୀ ଭଡା ୪ ପଇସା କମ୍‌...

ବାସବରାଜୁ ହେଲେ ମାଓ ସଙ୍ଗଠନର ମହାସଚିବ

ମାଓବାଦୀଙ୍କ ସଂଗଠନରେ ପରିବର୍ତନ କରାଯାଇଛି। ଟପ୍ ମାଓ ନେତା ନାମ୍ବାଲା କେଶବ ରାଓ ଓରଫ ବାସବରାଜୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ,ମାଓବାଦୀ)ର ମହାସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ବାସବରାଜୁଙ୍କ ନାଁରେ ମୋହର ମରାଯାଇଛି। ଏ ନେଇ...

ସୁଧୁରିନି ତିତିଲି ପ୍ରଭାବିତ ଅଞ୍ଚଳର ସ୍ଥିତି: ଅନୁଧ୍ୟାନ ପରେ ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି

ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲି ପ୍ରଭାବିତ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ଏବେ ବି ସୁଧାର ଆସିନାହିଁ । ତିତଲି ପୀଡିତମାନେ ଏବେବି ଦୁଃସ୍ଥିତିରେ ରହିଛନ୍ତି । ସମ୍ପୃକ୍ତ ଅଂଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାପାଇଁ ୮୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି...
video

ପାରାଦ୍ୱୀପ ବନ୍ଦରରେ ଲାଗିଲା ଯୁଦ୍ଧ ଜାହାଜ

ଡିସେମ୍ବର 4 ତାରିଖରେ ହେବାକୁ ଥିବା ଭାରତୀୟ ନୌସେନା ଦିବସ ଅବସରରେ ଆଜିର ଯୁବପିଢୀଙ୍କୁ ଭାରତୀୟ ନୌସେନାରେ ଯୋଗ ଦେବା ଓ ସେଥିପାଇଁ ଅଧିକ ପ୍ରୋତ୍ସାହିତ କରିବାକୁ ପାରାଦ୍ୱୀପ ବନ୍ଦରରେ ଲାଗିଛି ଯୁଦ୍ଧ ଜାହାଜ ଆଇଏନଏସ ‘ସୁମେଧା’ ଓ ଆଇଏନଏସ...

ଭାଇଚାରା ସହର କଟକରେ ଭାଇଜାନ୍

ବର୍ତ୍ତମାନ ହକି ବିଶ୍ୱକପ୍ କୁ ନେଇ ଚାରିଆଡେ ମାହୋଲ ସରଗରମ ରହିଛି ଏବଂ ଏହା ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟୀତ ହୋଇସାରିଛି ପୁରୁଷ ହକି ବିଶ୍ୱକପ୍ ଏବଂ ବୁଧବାର କଟକ ବାରବାଟୀ ଷ୍ଟାଡିୟମରେ ଏହାର ଦ୍ୱିତୀୟ ଉଦଘାଟନୀ ଉତ୍ସବ ଆରମ୍ଭ...

ରାଜଧାନୀରେ ଭଡାରେ ମିଳିବ ବାଇକ୍

ପାଖରେ ବାଇକ ନାହିଁ ହେଲେ ଓଡିଶା ବୁଲିବାକୁ ଚାହୁଁଛନ୍ତି କି? ତେବେ ବ୍ୟସ୍ତ ହୁଅନ୍ତୁନି . ଏବେ କିଛି ଶୁଳ୍କ ଦେଇ ପୁରା ଦିନ ତମାମ ପାଇ ପାରିବେ ବାଇକ ଧରି ବୁଲିବାର ମଜା । ଏହି ସୁବିଧା ଆଣି...
video

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା

ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ମଙ୍ଗଳବାର ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣାରେ ବସିଛନ୍ତି ଏନଏଚଏମ୍ ଓ ଏଏନଏମର କର୍ମୀ. ସେମାନେ ବିଭିନ୍ନ ଦାବି ନେଇ ସରକାରଙ୍କୁ ଘେରିଛନ୍ତି. ସୂଚନା ଅନୁସାରେ, ଦୀର୍ଘ 13-14 ବର୍ଷ କାର୍ଯ୍ୟରତ ଥିବା ପରେ...

ରାଉରକେଲା ବନ୍ଦ

ପୁଣି ଥରେ ରାଉରକେଲାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ଉଠିଛି । ସେଥିପାଇଁ ଆଜି ସହରରେ ଓକିଲ ସଂଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...