ବଢିବ ଓମ୍ଫେଡ଼୍ କ୍ଷୀର ଦର, ବିଗ୍ୟପ୍ତି ପ୍ରକାଶ
ଶୁକ୍ରବାର ଠୁ ବଢିବ ଓମ୍ଫେଡ଼୍ କ୍ଷୀର ଦର । ଏନେଇ ପ୍ରକାଶ ପାଇଛି ବିଗ୍ୟପ୍ତି । ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇବ । ଟୋନ୍ଡ଼ କ୍ଷୀର ଲିଟର ପିଛା ୩୮ ଟଙ୍କାରେ କିଣିବେ ଖାଉଟି । ପୂର୍ବରୁ...
୮୭ ବର୍ଷରେ ପାଦ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ
୮୭ବର୍ଷରେ ପାଦ ଥାପିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପାକିସ୍ତାନର ଚକୱାଲ ଜିଲ୍ଲା ଘ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ଦିନ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ...
ମହଙ୍ଗା ପିଆଜ ଦରରୁ ମିଳିବ ଆଶ୍ୱସ୍ତି
ବଢୁଥିବା ପିଆଜ ଦର ଆଖିରେ ଲୁହ ଦେଉଥିବା ବେଳେ, ଏବେ ମିଳିବ ଆଶ୍ବସ୍ତି | ଆଫଗାନିସ୍ତାନ ପଠାଇବ ୧୦୦ ଟନ୍ ପିଆଜ | ସେ ପୁଣି ପାକିସ୍ତାନ ରାସ୍ତା ଦେଇ ଆସିବ ପିଆଜ | ଖୁବ ଶୀଘ୍ର ଆଉ ୩୦ରୁ...
ବର୍ଷାରେ ୨୬ କିଲୋମିଟର ଚାଲିଲେ ଇଞ୍ଜିନିୟରିଂ ଛାତ୍ର
ଏସ.ଏସ.ବି ଇଞ୍ଜିନିୟରିଂ କଲେଜରେ ଛାତ୍ରଛାତ୍ରୀ ଅଶାନ୍ତ | କଲେଜ କତ୍ତୃପକ୍ଷ ନାଁରେ ସଂଘିନ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରାୟ ଶହେରୁ ଉର୍ଧ ଛାତ୍ରଛାତ୍ରୀ | କଲେଜ କତ୍ତୃପକ୍ଷ SC, ST ଛାତ୍ରଛାତ୍ରୀଙ୍କ ନାଁରେ ତାଙ୍କ ଅଜଣାତରେ ଷ୍ଟଡିଲୋନ...
ମଝିଘରିଆଣୀଙ୍କ ଦାନ ହୂଣ୍ଡି ଖୋଲିଲା
ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ମନ୍ଦିରର ହୁଣ୍ଡି ଖୋଲା ଯାଇଛି । ଆଜି ସକାଳ ୯ଟା ଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ହୁଣ୍ଡି ଖୋଲା ଯାଇଛି । ହୁଣ୍ଡି ଗଣତି କାର୍ୟରେ ବ୍ୟାଙ୍କ କର୍ମଚାରୀ, ମନ୍ଦିର କମିଟି ସଦସ୍ୟଙ୍କ...
ନ୍ୟାସନାଲ ଜୋଗ୍ରାଫିରେ ନବୀନ, ୨୭ରେ ହେବ ପ୍ରସାରଣ
ନ୍ୟାସନାଲ ଜୋଗ୍ରାଫିରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳତା ଉପରେ ଆଧାରିତ ହୋଇଛି ଏହି ଏପିସୋଡ଼ | ନିଜେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ପୂରା ବିବରଣୀ ରଖିବେ | ଯାହାର...
ମାଛର ଦାମ ସାଢେ ସାତ ଲକ୍ଷ !
ଭଦ୍ରକ ଚାନ୍ଦବାଲି ଧାମରାରୁ ଏକ ବିରଳ ମାଛ ଧରାଯାଇଛି | ଏହି ମାଛର ନାମ ‘ହ୍ୱେଲ ସାର୍କ’ | ଯାହାର ଓଜନ ୧ କୁଇଣ୍ଟାଲରୁ ଅଧିକ ରହିଛି | ଏହି ବିରଳ ମାଛଟିକୁ ଚେନ୍ନାଇର ଜଣେ ବ୍ୟବସାୟୀ ଚଢା ଦରରେ...
କଂଗ୍ରେସର ୫ଜଣିଆ ପ୍ରାର୍ଥୀ ତାଲିକା
ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା । ୫ ଜଣ ପ୍ରାର୍ଥୀଙ୍କ ନାଁ ଏଆଇସିସିକୁ ପଠାଇଲା ରାଜ୍ୟ କଂଗ୍ରେସ । ତାଲିକାରେ ଅଭିଷେକ ସେଠ୍, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ରଙ୍କ ନାଁ ଥିବା ସୁଚନା । ସ୍ୱାଧିସ୍ମୀତା ସୁଆର...
ହାତୀ ମୃତ୍ୟୁକୁ ନେଇ ନନ୍ଦନକାନନରେ କଂଗ୍ରେସର ଧାରଣା
ନନ୍ଦନକାନନ ସମୁଖରେ ଧାରଣା ଦେଲା କଂଗ୍ରେସ | ହର୍ପିସ ଭୁତାଣୁ ସଂକ୍ରମଣରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଛି ଧାରଣା | ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଗେଟରେ ତାଲା ପକାଇ...
ପଛୁଆ ଜିଲ୍ଲାରେ କେମିତି ଚାଲିଛି ପାଠପଢା
କେମିତି ଚାଲିଛି କଲେଜରେ ପାଠପଢା । ଅଧ୍ୟାପକମାନେ ଠିକରେ କଲେଜ ଆସୁଛନ୍ତି ନା ନାହିଁ, ପିଲାମାନେ ପାଠପଢାରେ କେତେ ଖୁସି ଅଛନ୍ତି, ଆସନ୍ତୁ ଯିବା ମାଲକାନଗିରି ଜିଲ୍ଲା ବାଲିମେଳା ମହାବିଦ୍ୟାଳୟ । ମାଲକାନଗିରି ଜିଲ୍ଲାର ପ୍ରଥମ ସ୍ନାତକ କଲେଜ...















