27.1 C
Bhubaneswar
Saturday, October 31, 2026
-Advertisement-

ପିଆଜ ଦର ଆକାଶ ଛୁଆଁ

ପିଆଜ ଦରକୁ ନେଇ ଏବେ ଚିନ୍ତାଗ୍ରସ୍ତ ଲୋକେ । ଯେଉଁ ପିଆଜ ଦର ସପ୍ତାହେ ଆଗରୁ କିଲୋ ପିଛା ୨୦ରୁ ୨୫ ଟଙ୍କା ଥିଲା,ଏବେ ତାହା କିଲୋ ପିଛା ୩୫ଟଙ୍କା ଛୁଇଁଲାଣି । ଦର ହୁ ହୁ ହୋଇ ବଢୁଥିବା...

ଟ୍ରକ ଧକ୍କାରେ ଦୁଇ ମୃତ

ବାଲୁଗାଁ ୧୬ ନଂ ଜାତୀୟ ରାଜପଥ ବେଲପଡାଠାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ରାସ୍ତା କଡରେ ଠିଆ ହୋଇଥିବା ଅନ୍ୟ ଏକ ପଥର ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ...

ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି

ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ କେସରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତୀ ମିଳିନାହିଁ । ସ୍ପେଶାଲ ଲିଭ୍ ପିଟିସନରେ ଶୁଣାଣୀ କରିବା ସମୟରେ ନ୍ୟାୟାଧୀଶ ଏନବୀ ରାମାନା ପି. ଚିଦାମ୍ବରମଙ୍କ ଯାଚିକାକୁ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇଙ୍କ ସମକ୍ଷ ଶୁଣାଣୀ...

ମଧ୍ୟାନ ଭୋଜନ ଖାଇ ଅସୁସ୍ଥ

ମଧ୍ୟାନ ଭୋଜନ ଖାଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଟେମ୍ପୋରାରୀ କଲୋନୀରେ ଥିବା ପ୍ରାଇମେରି ପ୍ରାଥମିକ ଆବାସିକ ବିଦ୍ୟାଳୟରେ ୩୩ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ମଧ୍ୟାନ ଭୋଜନରେ ସେମାନେ ଭାତ,ଡାଲି ଓ ଭଜା ଖାଇଥିବା...
video

ବାହର ପଟୁ ତାଲା ମାରି ବିଧାୟକଙ୍କ ଗାଡି ଜାଳିଲେ..

ବିଧାୟକଙ୍କ ଗାଡି ଜାଳିଲେ ଦୁବୃର୍ତ୍ତ । ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଦୁଇଟି ୪ ଚକିଆ ଗୋଟିଏ ବାଇକ୍ ଜଳି ଯାଇଛି । ଅଗ୍ନିକାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି ।...

ଜଗଦଲପୁର ଓ ଜୁନାଗଡକୁ ପୃଥକ ଟ୍ରେନ୍

ରେଳଯାତ୍ରୀଙ୍କ ପାଇଁ ଖୁସୀ ଖବର । ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ଏଣିକି ୨ଟି ପୃଥକ ଟ୍ରେନ୍ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ପୂର୍ବରୁ ଗୋଟିଏ ଟ୍ରେନ ଭୁବନେଶ୍ୱରରୁ...

ସଫା ହେଉଛି ମେଘନାଦଙ୍କ ସମ୍ମୁଖ

ଆଜି ସକାଳ ୬ଟାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପକ୍ରିୟା । ଶ୍ରୀ ମନ୍ଦିର ଚାରିପାଖ ଅର୍ଥାତ୍ ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଏବଂ ଘରୋଇ ନିର୍ମାଣଧିନ କୋଠା ଗୁଡିକରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ...

ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍

ଖୋର୍ଦ୍ଧା ମାର୍କେଟ କମ୍ଲେସରେ ଅଗ୍ନିକାଣ୍ଡ । ଦୁଇଟି ଡ୍ରେସ ଦୋକାନ ସଂମ୍ପୂର୍ଣ୍ଣ ଜଳି ଯାଇଥିବା ସୁଚନା ମିଳିଛି । ପୁରୁଣା ବସ ଷ୍ଟାଣ୍ଡରେ ଥିବା ଏକ ମାର୍କେଟ କମ୍ଲେସରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଲକ୍ଷାଧିକ ଟଙ୍କାର ଡ୍ରେସ୍ ଏବଂ ଆସବାବ ପତ୍ର...
video

ଆତଙ୍କିତ ଅବସ୍ଥାରେ ଲୋକେ

ଘର ଭିତରେ ସୁଅ ଛୁଟାଇ ଲହଡୀ ମାରୁଛି ଅମାନିଆ ବନ୍ୟାପାଣି । ରାତି ଅଧରେ ହଠାତ ବନ୍ୟାପାଣି ଘରେ ପଶିଯିବାରୁ ଭାସୁଛି ସବୁ ଆସବାବ ପତ୍ର । ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ବୁଢାମରା ଗାଁର ଦୃଶ୍ୟ...
video

ବଢୁଛି ଜଳକା ନଦୀର ଜଳସ୍ତର

ବଢୁଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ବସ୍ତା ବ୍ଲକ ଦେଇ ପ୍ରଭାବିତ ଜଳକା ନଦୀରେ ଜଳସ୍ଥର ବୃଦ୍ଧି ପାଇବାରେ ଲାଗିଛି । ଏହା ଏବେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ନଦୀର ବିପଦ ସଙ୍କେତ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...