ନାମାଙ୍କନ ପତ୍ର ଦାଖଲ କଲେ ସନ୍ତୋଷ
ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଜେଡି ବିଧାନସଭା ପ୍ରାର୍ଥୀ ଭାବେ ସନ୍ତୋଷ କୁମାର ଖଟୁଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜଗନ୍ନାଥ ମନ୍ଦିରରୁ ପୂଜା ଅର୍ଚ୍ଚନା କରି ବିରାଟ ପଟୁଆରରେ କୋଡିଏ ହଜାରରୁ ଉର୍ଦ୍ଧ ସମର୍ଥକଙ୍କ ଗହଣରେ ନୀଳଗିରି ଉପଜିଲ୍ଲାପାଳଙ୍କ...
ଟିକ୍ ଟକ୍ ଉପରେ ଲାଗିବ ପ୍ରତିବନ୍ଧକ !
ଚୀନର ଲୋକପ୍ରିୟ ଭିଡିଓ ଆପ୍ ଟିକ୍ ଟକ୍ ଉପରେ ଲାଗିବ ପ୍ରତିବନ୍ଧକ. ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି. କୋର୍ଟ କହିଛନ୍ତି ଯେ, ଏହି ଆପ୍ ପୋନୋଗ୍ରାଫିକୁ ପ୍ରୋତ୍ସାହନ ଦେଉଛି. ସେଥିପାଇଁ ଏହା...
ରାହୁଲଙ୍କ ନାମାଙ୍କନ ଦାଖଲ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାକୁ ନେଇ କଂଗ୍ରେସର କାର୍ଯ୍ୟକର୍ତ୍ତା ମଧ୍ୟରେ ଉତ୍ସାହ ଦେଖାଯାଇଛି । ରାହୁଲ ନିଜ ଭଉଣୀ ଏବଂ ଦଳ ମହାସଚିବ...
ଚମ୍ପୁଆରୁ ଲଢିବେ ମୀନାକ୍ଷୀ
ଗୁରୁବାର ବିଜେଡି ପକ୍ଷରୁ ବହୁ ଚର୍ଚ୍ଚିତ ଚମ୍ପୁଆ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି. ମୀନାକ୍ଷୀ ଅମାନ୍ତଙ୍କୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନରୁ ଲଢିବା ପାଇଁ ଦଳ ଘୋଷଣା କରିଛି. ଆଉ ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ...
ଟ୍ରକକୁ ପିଟିଲା ବସ, ଜଣେ ମୃତ
ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାରିକପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. 16 ନମ୍ବର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି. ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ଗୋଟିଏ...
ନବୀନ ନିବାସରେ ବିଜେପି ପ୍ରତିନିଧୀ ଦଳ
ସାରସକଣାର ବିଜେପି ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଗଣତାନ୍ତ୍ରିକ ଅଧିକାରରୁ ରାଜ୍ୟ ସରକାର ବଞ୍ଚିତ କରୁଥିବା ଦଳ ଅଭିଯୋଗ କରିଛି । ଏଯାଏଁ ତାଙ୍କର ଇସ୍ତଫା ପତ୍ରକୁ ସରକାର ଗ୍ରହଣ କରୁ ନାହାଁନ୍ତି । ଯାହାକୁ ନେଇ ଆଜି ଭୂଦାନ...
ପୁଣି ଚର୍ଚ୍ଚାରେ ଜନସନ୍ସ ଆଣ୍ଡ ଜନସନ୍ସ ବେବି
ଛୋଟପିଲାଙ୍କ ପାଇଁ ଉଦ୍ଦିଷ୍ଟ ସବୁଠୁ ଲୋକପ୍ରିୟ ବ୍ରାଣ୍ଡ ଜନସନ୍ସ ଆଣ୍ଡ ଜନସନ୍ସ ବେବି ଏବେ ପୁଣି ଚର୍ଚ୍ଚାରେ. ଜନସନ୍ସ ଆଣ୍ଡ ଜନସନ୍ସ ବେବି ସାମ୍ପୁରେ କ୍ୟାନସର ରୋଗର କାରକ ଚିହ୍ନଟ କରାଯାଇଛି. ପୂର୍ବରୁ ଏଭଳି ଏକ ଖବର ବେଶ ଚର୍ଚ୍ଚାରେ...
ଅଗ୍ନି ବିପନ୍ନଙ୍କୁ ସହାୟତା
ଅଗ୍ନି ବିପନ୍ନ ପରିବାରକୁ ସହାୟତା ଦେଲା କଂଗ୍ରେସ. ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ତିନିଦେଶ ଗାଁରେ ଗତ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଥିଲା. ଏହି ଅଗ୍ନିକାଣ୍ଡରେ 5ଟି ପରିବାରର 8 ବଖରା ଘର ଜଳି ପାଉଁଶ ହୋଇଯାଇଥିଲା. ଫଳରେ...
ଓଡିଆ ଝିଅକୁ ମିସେସ ସେଣ୍ଟ୍ରାଲ ପାସିଫିକ ଏସିଆ ୟୁନିଭର୍ସ
ବାରମ୍ବାର ଓଡିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗୌରବାନିତ୍ୱ କରିଛନ୍ତି ଓଡିଆ. ସେ ଖେଳ ହେଉ କିମ୍ବା କୌଣସି ପ୍ରକାର ରିୟଲିଟି ଶୋ. ସବୁ କ୍ଷେତ୍ରରେ ଓଡିଆ ପିଲା ନିଜର କଳା ପ୍ରଦର୍ଶନ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି....
ପଦ ଛାଡିବେ ସୁମିତ୍ରା !
ମହିଳା କଂଗ୍ରେସ ସଭାନେତ୍ରୀ ପଦ ଛାଡିବେ ସୁମିତ୍ରା ଜେନା. ଏ ନେଇ ଏବେ କଂଗ୍ରେସ ପକ୍ଷରୁ ଏକ ନୂଆ ଖବର ଆସିଛି. ତେବେ 31 ମାର୍ଚ୍ଚରେ କଂଗ୍ରେସ ଭବନରେ କିଛି କର୍ମୀଙ୍କ ଠେଲାପେଲାକୁ ନେଇ କ୍ଷୁବ୍ଧ ହୋଇଥିଲେ ସୁମିତ୍ରା. ପରେ...

















