28.5 C
Bhubaneswar
Saturday, August 1, 2026
-Advertisement-

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚି

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ମାଇଣ୍ଡଟ୍ରିର ସହ-ସଂସ୍ଥାପକ ସୁବ୍ରତ ବାଗଚି ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି. ତାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଆଇଟି କମ୍ପାନୀକୁ ଶତ୍ରୁତାପୂର୍ଣ୍ଣ ଅଧିଗ୍ରହଣରୁ ରକ୍ଷା କରିବା ପାଇଁ ସେ ଇସ୍ତଫା ଦେଇଥିବା...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ପ୍ରାର୍ଥୀପତ୍ର ଦାଖଲ

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 91 ଲୋକସଭା ଆସନର ମତଦାନ ପାଇଁ ସୋମବାରଠୁ ପ୍ରାର୍ଥୀପତ୍ର ଦାଖଲ ପ୍ରକିୟା ଆରମ୍ଭ ହେବ. ଓଡ଼ିଶାର 4ଟି ଲୋକସଭା ଆସନ ଏବଂ 28ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ବିଜ୍ଞପ୍ତି ପ୍ରକାଶ...

ଖୋର୍ଦ୍ଧା ଜିଲ୍ଲାରେ ହାତୀ ଆତଙ୍କ

ବାରମ୍ବାର ହାତୀ ଉପଦ୍ରବ ପାଇଁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି. କେଉଁଠି ହାତୀ ଘରଦ୍ୱାର ଭଙ୍ଗାରୁଜା କରୁଛି, ତ ଆଉ କେଉଁଠି ଫସଲ ନଷ୍ଟ କରୁଛି. ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ  ଗତକାଲି ବିଳମ୍ବିତ ରାତିରେ...
video

ଜୋସରେ ନବୀନ ନିବାସ

ଜୋସରେ ନବୀନ ନିବାସ. 2019 ନିର୍ବାଚନ ପାଇଁ ତିଆରି ଚାଲିଛି ରଣନୀତି. ରାତି ପାହିଲେ ନବୀନ ନିବାସରେ ଲାଗି ଯାଉଛି ନେତା ଓ ସମର୍ଥକଙ୍କ ଭିଡ. ନବୀନ ନିବାସ ଆଗରେ ହଜାର ହଜାର ଲୋକଙ୍କ ଭିଡରୁ ବାରି ହେଉଛି 2019 ନିର୍ବାଚନର ଉଷ୍ମତା. କିଏ...

ଇସ୍ତଫା ଦେଲେ କୁସୁମ ଟେଟେ

ନିର୍ବାଚନ ପାଇଁ ନବୀନ ନିବାସରେ ପଶ୍ଚିମ ଓଡିଶାର ନେତାଙ୍କ ଭିଡ ଲାଗିଥିବା ବେଳେ ରବିବାର ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ. ବିଧାନସଭା ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବା ସେ ପ୍ରକାଶ କରିଛନ୍ତି....

ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜାଗାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି. ବର୍ଷା ସମୟରେ 40ରୁ 50 କିମି ବେଗରେ ପବନ ହୋଇପାରେ ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ. ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ,...

ନିର୍ବାଚନ ଲଢିବେ ଟ୍ରାନ୍ସଜେଣ୍ଡର

ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ଜଣେ ଟ୍ରାନ୍ସଜେଣଣ୍ଡର. ଯାହାର ନାଁ କାଜଲ ନାୟକ. ବହୁଜନ ସମାଜ ପାର୍ଟିରୁ ସେ ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନରୁ ଲଢିବେ. ଚଳିତ ବର୍ଷ ମାଟ୍ରିକ ପରୀକ୍ଷା...

ନ୍ୟୁଜିଲାଣ୍ଡ ମସଜିଦ ଘଟଣା: 5 ଭାରତୀୟ ମୃତ

ଶୁକ୍ରବାର ନ୍ୟୁଜିଲାଣ୍ଡର ଦୁଇଟି ମସଜିଦରେ ହୋଇଥିବା ଗୁଳି ବର୍ଷାରେ ପ୍ରାୟ 45 ଜଣଙ୍କର ମୃତ୍ୟୁ ହୋଇଥିଲା. ତେବେ ସେମାନଙ୍କ ମଧ୍ୟରେ 5 ଜଣ ଭାରତୀୟଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ରବିବାର ସୂଚନା ଦେଇଛନ୍ତି ଭାରତର ରାଷ୍ଟ୍ରପ୍ରତିନିଧି. ଅନ୍ୟପଟେ ମୃତାହତଙ୍କ ସଂଖ୍ୟା...

ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ୱାନ

ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ମାଓବାଦୀମାନେ ସେତିକି ସକ୍ରିୟ ହେବାରେ ଲାଗିଛନ୍ତି. ଗତ କିଛିଦିନ ଧରି ବାରମ୍ବାର ନିଜର ଉପସ୍ଥିତି ଜାହିର କରୁଛନ୍ତି ମାଓବାଦୀ. ଏହାକୁ ନେଇ କନ୍ଧମାଳ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର. 59...

କେନ୍ଦ୍ର ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ

କେନ୍ଦ୍ର ସରକାର ବିରୋଧରେ ଅଭିଯୋଗ ଆଣିଛି କଂଗ୍ରେସ ଏବଂ ଏହା ପଛରେ କେନ୍ଦ୍ର ସରକାର ଏକ ସାଂଘାତିକ ଷଡଯନ୍ତ୍ର ରଚୁଥିବା ଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି. ଦୀର୍ଘ 22 ବର୍ଷ ଧରି ଓଡିଶାରେ ରେଳ ବିଦ୍ୟୁତକରଣ ପ୍ରକଳ୍ପ କାର୍ଯ୍ୟକାରୀ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...