ଇସ୍ତଫା ଦେଲେ ଅଶୋକ ଚାୱଲା
ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଚେୟାରମ୍ୟାନ ଅଶୋକ ଚାୱଲା ନିଜ ପଦରୁ ଇସ୍ତଫା ଦେଇଛନ୍ତି. ଏୟାରସେଲ-ମ୍ୟାକ୍ସିସ ମାମଲାରେ ଅଶୋକଙ୍କ ବିରୋଧରେ ମାମଲାର ଶୁଣାଣି ପାଇଁ ସିବିଆଇକୁ କେନ୍ଦ୍ର ତରଫରୁ ଅନୁମତି ମିଳିବାର କିଛି ଘଣ୍ଟା ପରେ ସେ ଇସ୍ତଫା ଦେଇଛନ୍ତି. ବର୍ତ୍ତମାନ...
ସଂରକ୍ଷଣ ବିଲ୍ ଉପରେ ରାଷ୍ଟ୍ରପତିଙ୍କ ମୋହର
ଆର୍ଥିକ ରୂପେ ଦୁର୍ବଳ ଓ ପଛୁଆ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ଲୋକଙ୍କ ପାଇଁ ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ 10 ପ୍ରତିଶତ ସଂରକ୍ଷଣ ପାଇଁ ମୋଦି ସରକାର ଲୋକସଭା ଓ ରାଜ୍ୟସଭାରେ ବିଲ୍ ଗୃହୀତ କରାଇଥିଲେ. ବର୍ତ୍ତମାନ ଏହାକୁ...
ବର୍ମାଙ୍କ ପରେ କିଏ ହେବ ସିବିଆଇର ନୂଆ ବସ୍
ସିବିଆଇର ପୂର୍ବ ନିର୍ଦ୍ଦେଶକ ପଦରୁ ବର୍ମା ହଟିବା ପରେ ନୂଆ ପଦ ଗ୍ରହଣ କରିବାକୁ ସେ ମନା କରିଦେଇଥିଲେ. ତେବେ ଶୁକ୍ରବାର ସେ ପଦରୁ ଇସ୍ତଫା ଦେଇଛନ୍ତି. ବର୍ମାଙ୍କ ସିବିଆଇ ନିର୍ଦ୍ଦେଶକ ପଦରୁ ଇସ୍ତଫା ପରେ ତାଙ୍କ ସ୍ଥାନ ବର୍ତ୍ତମାନ...
ଇସ୍ତଫା ପତ୍ରରେ ଆଲୋକ ବର୍ମାଙ୍କ ଅଭିଯୋଗ
ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କ ଇସ୍ତଫା ପରେ ସେ ବର୍ତ୍ତମାନ ଏକ ଅଭିଯୋଗ ଆଣିଛନ୍ତି. ସେ କହିଛନ୍ତି ମୋ ପାଇଁ ନ୍ୟାୟ ବୋଲି କିଛି ନାହିଁ. ସିବିଆଇ ନିର୍ଦ୍ଦେଶକ ପଦରୁ ମୋତେ ହଟାଇବା ପାଇଁ ସମସ୍ତ ପ୍ରକ୍ରିୟାକୁ ଓଲଟାଇ...
ପିପିଲିରେ ଏନକାଉଣ୍ଟର
ପାରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜିତୁକୁ ଶନିବାର ପ୍ରାୟ ସକାଳ 5 ଟା ସମୟରେ ପିପିଲି ପୋଲିସ ଏନକାଉଣ୍ଟର କରିଛି. ଫଳରେ ଜିତୁର ଡାହାଣ ଗୋଡରେ ଗୁଳି ବାଜିଛି. ପରବର୍ତ୍ତୀ ସମୟରେ ଜିତୁର ଅବସ୍ଥା ଗୁରୁତର ହେବାରୁ ତାକୁ ଭୁବନେଶ୍ୱର...
ଓପିଏସସି ପରୀକ୍ଷା ଘୁଞ୍ଚାଇବାକୁ କଂଗ୍ରେସର ଦାବି
ସରକାରୀ ଚାକିରୀକୁ ନେଇ ଓଡିଶା ସରକାରଙ୍କ ପ୍ରୀୟା ପ୍ରୀତି ନୀତିକୁ ସମାଲୋଚନା କରିଛି କଂଗ୍ରେସ । ଓଡିଶା ସରକାର ରାଜ୍ୟର ଲକ୍ଷଲକ୍ଷ ଶିକ୍ଷିତ ଯୁବକ ଯୁବତୀମାନଙ୍କ ଭାଗ୍ୟ ସହିତ ଖେଳୁଥିବା ଅଭିଯୋଗ କରିଛନ୍ତି ପିିସିସି ମିଡିଆ ସେଲ ଅଧ୍ୟକ୍ଷ ଶ୍ରୀ...
ବିଜେଡିକୁ ଯିବେନି ନବ
ଝାରସୁଗୁଡା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନବ ଦାସ ବିଜେଡିକୁ ଯିବେନି । ଏଭଳି ଚର୍ଚ୍ଚାରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ କଂଗ୍ରେସରେ ରହିବେ ଓ ୨୦୧୯ରେ କଂଗ୍ରେସରୁ ନିବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ।...
ମେଘାଳୟରେ ଓଡିଶା ଅଗ୍ନିଶମ ସେବା ସଂସ୍ଥାକୁ ଆକ୍ରମଣ
ମେଘାଳୟରେ ଓଡିଶାର ଅଗ୍ନିଶମ ସେବା ସଂସ୍ଥା ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି. ଫଳରେ ତିନିଜଣ ଆହତ ହୋଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ 9ଟା ସମୟରେ ମେଘାଳୟର ଇଷ୍ଟ ଜଇନ୍ତିଆ ଅଞ୍ଚଳରୁ ବସ ଯୋଗେ ଫେରୁଥିବା...
ରାମ ରହିମ ଦୋଷୀ
ପଞ୍ଚକୁଲା (ହରିୟାଣା)ର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିବାଦୀୟ ଧର୍ମଗୁରୁ ଗୁରୁମିତ ରାମରହିମଙ୍କୁ ୨୦୦୨ ମସିହାରେ ହୋଇଥିବା ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ...
ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା
ଶୁକ୍ରବାରଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା. 11 ଦିନଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଦେବକୀ ଓ ବସୁଦେବଙ୍କ ବିବାହଠୁ କୃଷ୍ଣ ଜନ୍ମ ଓ କଂସ ବଧ ପର୍ଯ୍ୟନ୍ତ ସବୁ ଲୀଳା ଦର୍ଶକେ ଦେଖିବାକୁ ପାଇବେ. ଏଥିପାଇଁ ସମସ୍ତ...








