25.1 C
Bhubaneswar
Friday, October 30, 2026
-Advertisement-

ବିବାହ କଲେ ସମଲିଙ୍ଗୀ

ବିବାହ କରିଛନ୍ତି ଦୁଇ ସମଲିଙ୍ଗୀ ଝିଅ. ସର୍ବୋଚ୍ଚ ନ୍ୟାୟାଳୟ ପ୍ରକାଶ କରିଥିବା ରାୟ ଅନୁସାରେ, ଆଇପିସି ଧାରା 377 ଅନୁଯାୟୀ ସମଲିଙ୍ଗୀ ସମ୍ପର୍କ ଏକ ଅପରାଧ ନୁହେଁ ବୋଲି କିଛି ମାସ ପୂର୍ବେ କୋର୍ଟ ରାୟ ଦେଇଥିଲେ. ସେହି ଧାରାକୁ...

କେଜରିୱାଲଙ୍କୁ ଧମକ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ଗୋଟିଏ ଧମକପୂର୍ଣ୍ଣ ମେଲ୍ ଆସିଛି. ଏହି ଧମକ ଅଫିସିଆଲ ମେଲ୍ ଆଇଡିକୁ ଗତ 9 ତାରିଖରେ ଆସିଥିବା ସୂଚନା ମିଳିଛି. ଯେଉଁଥିରେ ଲେଖା ଅଛି- ‘ଯଦି ଝିଅକୁ...

ଆରମ୍ଭ ହେଲା ‘ଗୋଟିଏ ପରିବାର-ଗୋଟିଏ ଚାକିରୀ’

ସିକିମ୍ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ଶନିବାର ଦିନ ‘ଗୋଟିଏ ପରିବାର-ଗୋଟିଏ ଚାକିରୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି. ଏହି ଯୋଜନା ଅନୁସାରେ, ସେହି ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ମିଳିବ, ଯେଉଁ ପରିବାରରେ କେହି ସରକାରୀ ଚାକିରୀ...

ଯବାନଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର କୁଲଗାମ ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି. ପୋଲିସର ସୂଚନା ଅନୁସାରେ, ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ କିଛି ମାଓବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା. ପରେ ସନ୍ଧ୍ୟାରେ ସୁରକ୍ଷାକର୍ମୀ ଏହାର ସର୍ଚ୍ଚ ଅପରେସନ...
video

ଆଫ୍ରୋ-ଏସିଆନ ୟୁଥ୍ କନକ୍ଲେଭ

ବିଶ୍ୱ ମାନବୀୟ ଅଧିକାର ସୁରକ୍ଷା ସଂଘ (WHRPO) ପକ୍ଷରୁ ଭୁବନେଶ୍ୱରସ୍ଥିତ ହୋଟେଲ ମ୍ୟାରିୟନଠାରେ ଆଫ୍ରୋ-ଏସିଆନ ୟୁଥ୍ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି. କନକ୍ଲେଭର ଥିମ୍ ରହିଛି ‘ଭଏସିଂ ରାଇଟ୍ସ ଅଫ୍ ୟୁଥ୍’ .  ସଂଗଠନର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ଶରତ...

ରୋଗୀ ବେଶରେ ଡାକ୍ତରଙ୍କ ଘରୁ ଚୋରି

ନବରଙ୍ଗପୁର ଇନ୍ଦ୍ରାବତୀ ସହରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା. କିଛି ଡକାୟତ ରୋଗୀ ବେଶରେ ଆସି ଜଣେ ଡାକ୍ତରଙ୍କ ଘରୁ କଳାକନା ବୁଲାଇ ଦେଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 11.30 ସମୟରେ କିଛି...

ଭୁବନେଶ୍ୱରରେ ହେବ ରାହୁଲଙ୍କ ସଭା

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଜାନୁୟାରୀ 25 ତାରିଖରେ ଓଡିଶା ଗସ୍ତ କରୁଛନ୍ତି. ତେବେ ପୂର୍ବରୁ ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ ଏବଂ ତାଙ୍କର ସଭା କଟକରେ ହେବ ବୋଲି ସୂଚନା ମିଳିଥିଲା....

ଏକାଠି ହେଲେ ମାୟାବତୀ-ଅଖିଳେଶ

ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି) ମଧ୍ୟରେ ମେଣ୍ଟ ହୋଇଛି । ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା ପାଇଁ ଏହି ମେଣ୍ଟ ହୋଇଛି । ତେବେ ମେଣ୍ଟରେ କଂଗ୍ରେସକୁ ସାମିଲ...
video

ଆଦିବାସୀ ବାଦ୍ୟରେ ଦୁଲୁକିଲା ମଣ୍ଡପ

ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ମାଲ୍ୟବନ୍ତ ମହୋତ୍ସବ ଉଦଘାଟିତ ହୋଇଛି । ଏହି ଅବସରରେ ମାଲକାନଗିରିର ଜଗନ୍ନାଥ ମନ୍ଦିର ଠାରୁ କଳଶ ଯାତ୍ରା ଆରମ୍ଭ ହୋଇ ଦଣ୍ଡକାରଣ୍ୟ ପଡିଆ ନିକଟ ମଣ୍ଡପକୁ ଆସିବା ପରେ ମହୋତ୍ସବ ଉଦଘାଟିତ ହୋଇଥିଲା । ଏହି...

ସ୍ୱାମୀ ବିବେକାନନ୍ଦ କହିଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା

ଶନିବାର ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ. ଆଉ ଏହି ଦିନଟି ଆସିଲେ ସବୁବେଳେ ସେ କହିଥିବା କଥାଗୁଡିକ ମନେପଡିଯାଏ. ସ୍ୱାମୀ ବିବେକାନନ୍ଦ ସଂପୂର୍ଣ୍ଣରୂପେ ଆଧ୍ୟାତ୍ମିକ ରୂପେ ବଞ୍ଚିବାକୁ ପସନ୍ଦ କରୁଥିଲେ. ତେବେ ଆସନ୍ତୁ ଜାଣିବା ସେ କେଉଁ ସୂତ୍ରରେ ନିଜ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...