ବଡ଼ ଓଷା ପାଇଁ ଚଳଚଞ୍ଚଳ ଶୈବ ପୀଠ
ପବିତ୍ର ବଡ଼ ଓଷା . ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଥିବାବେଳେ କଟକ ଆଠଗଡ଼ ବ୍ଲକ ସ୍ଥିତ ଧବଳେଶ୍ୱର ପୀଠରେ ହଜାର ହଜାର ଭକ୍ତ ଭଗବାନଙ୍କୁ ଦର୍ଶନ କରିଛନ୍ତି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ...
ଜଳେଶ୍ୱରରେ ଭୂମିହୀନ ଆନ୍ଦୋଳନ : ତହସିଲ ଅଫିସ ଘେରାଉ
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ଭୂମିହୀନମାନେ ଆଜି ଜଳେଶ୍ୱର ତହସିଲ ଅଫିସ ଘେରାଉ କରିଛନ୍ତି. 4 ଡିସିମିଲ ଘରବାରି ଜାଗା ଦାବିରେ ଲୋକେ ଅଫିସ ଘେରାଉ କରିଥିବାର ସୂଚନା ମିଳିଛି. ଦୀର୍ଘଦିନ ଧରି ସେମାନେ ଜମି ପାଇଁ ଆନ୍ଦୋଳନ କରି...
ଷ୍ଟାଚ୍ୟୁ ଅଫ୍ ୟୁନିଟି ପରେ ଏବେ ଶିବ, ରାମ ଓ କାବେରୀଙ୍କ ପ୍ରତିମା
ଗୁଜୁରାଟ ନର୍ମଦା ନଦୀ କୂଳରେ ନିର୍ମିତ ହୋଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ନିଜ ଦେଶର ନାମକୁ ଦ୍ୱିଗୁଣିତ କରିଛି. 2990 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା...
ତିତଲୀ ପ୍ରଭାବିତ ପରିବାରକୁ ବିଜୁ ପକ୍କାଘର ଦେବା ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅକ୍ଟୋବର 11 ତାରିଖରେ ଓଡିଶାରେ ସାମୁଦ୍ରିକ ଝଡ ତିତଲୀ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା. ଯେଉଁଥିପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ବିଶେଷଭାବେ ଗଞ୍ଜାମ ଜିଲ୍ଲା ପ୍ରଭାବିତ ହୋଇଥିଲା. ତେବେ କ୍ଷୟକ୍ଷତିର ଆକଳନ କରିବା ପରେ କ୍ଷତିଗ୍ରସ୍ତ ପରିବାରକୁ ବିଜୁ ପକ୍କାଘର ଯୋଗାଇଦେବାକୁ...
ଆରମ୍ଭ ହେଲା ପଞ୍ଚୁକ ବ୍ରତ
ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକମାସର ପଞ୍ଚୁକ ବ୍ରତ. ପାଞ୍ଚଦିନ ଧରି ହେବାକୁ ଥିବା ଏହି ବ୍ରତରେ ବ୍ରତଧାରୀମାନେ ବଡି ଭୋରରୁ ଉଠି ନିଜର ନିତ୍ୟକର୍ମ ସାରି ମନ୍ଦିରକୁ ଯାଇଥାଆନ୍ତି ଓ ଦେବାଦେବୀଙ୍କୁ ପୂଜା କରି ଆସିବା ପରେ ନିଜ ଘର...
ଅମୃତସର ନିରଙ୍କାରୀ ଭବନ ଉପରେ ଗ୍ରେନେଡ ହାମଲା: 3 ମୃତ, 10 ଆହତ
ପଞ୍ଜାବ ଅମୃତସରର ଏକ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ପାଖାପାଖି 3 ଜଣଙ୍କ ମୃତ୍ୟୁ ହେବା ସହ ପାଖାପାଖି 10 ଜଣ ଲୋକ ଆହତ ହୋଇଛନ୍ତି. ତେବେ ଏଭଳି ଏକ ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ଦୁଇଜଣ ଅପରିଚିତ...
‘ଜୟ ହିନ୍ଦ୍,ଜୟ ଇଣ୍ଡିଆ’ରେ କମ୍ପିବ କଳିଙ୍ଗ ଷ୍ଟାଡିୟମ
ହକି ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଲାଗି ରହିଥିବା ବେଳେ କଳିଙ୍ଗ ଷ୍ଟାଡିୟମକୁ ଆଉ ଟିକେ ରୋମାଞ୍ଚକର କରିବା ପାଇଁ କଣ୍ଠଶିଳ୍ପୀ ଏଆର ରହେମାନ ପ୍ରସ୍ତୁତ କରିଛନ୍ତି ଏକ ସଙ୍ଗ୍. ତେବେ ନଭେମ୍ବର 18 ତାରିଖ ଦିନ...
ମାଳଦ୍ୱିପ ଗସ୍ତରେ ମୋଦି
ପ୍ରଥମଥର ପାଇଁ ମାଳଦ୍ୱିପ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ମାଳଦ୍ୱିପର ନବନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ମୋଦି ଏହି ମାଳଦ୍ୱିପ ଗସ୍ତ କରିଛନ୍ତି. ଏହାକୁ ବାଦ୍ ଦେଲେ ଭାରତ...
ଆରପାରିରେ ମର୍ଦ୍ଦଳଗୁରୁ ବନମାଳୀ ମହାରଣା
ପ୍ରସିଦ୍ଧ ମର୍ଦ୍ଦଳଗୁରୁ ବନମାଳୀ ମହାରଣା ଆଉନାହାନ୍ତି. ଶନିବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି. ନିମୋନିଆ ରୋଗରେ ପୀଡିତ ଥିବାରୁ ଗତ କିଛିଦିନ ଧରି ସେ ଚିକିତ୍ସିତ ହେଉଥିଲେ. ମୃତ୍ୟୁବେଳକୁ ତାଙ୍କୁ 83 ବର୍ଷ...
ତୁଟୁନି ବାଲିଯାତ୍ରା ବିବାଦ
ଆସନ୍ତା ନଭେମ୍ବର 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା. ଏଥିପାଇଁ ଏବେଠାରୁ ବାଲିଯାତ୍ରା ବ୍ୟବସାୟୀ ନିଜର ଦୋକାନ ପକେଇବା ପାଇଁ ପ୍ରସ୍ତୁତି ହେବା କଥା. ମାତ୍ର ପ୍ରଶାସନ ସେମାନଙ୍କ ପାଇଁ ଜମି ଆବଣ୍ଟନରେ କରିଥିବା...







