ଏଫଟିଆଇଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅନୁପମ ଖେର୍
ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏଫ୍ଟିଆଇଆଇ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅଭିନେତା ଅନୁପମ୍ ଖେର ସେ ତାଙ୍କ ଇସ୍ତଫା ପତ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋରଙ୍କ ନିକଟକୁ ପଠାଇ ଦେଇଛନ୍ତି. ତେବେ ଇସ୍ତଫା ସଂପର୍କରେ ଅନୁପମ ଖେର୍...
ସାମ୍ବାଦିକଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାରେ ୧୪ତମ ସ୍ଥାନରେ ଭାରତ
ସାରା ଦେଶରେ ବର୍ତମାନ ସମୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ସାମ୍ବାଦିକଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାରେ ଭାରତର ସ୍ଥାନ ୧୪ତମ ବୋଲି ଆମେରିକାର ଏକ ଘରୋଇ ସର୍ଭେ ସଂସ୍ଥା ‘କମିଟ ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ କହିଛି ।...
ଦୂରଦର୍ଶନର ମୃତ କ୍ୟାମେରାମ୍ୟାନ ଅଚ୍ୟୁତଙ୍କ ପରିବାରକୁ 15 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା
ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତଙ୍କ ପରିବାରକୁ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର 15ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି. ଏଭଳି ଏକ ଖବର ଆସିବା ପରେ ସାରା ଦେଶରେ...
ନୀଳଗିରି ମୁହାଁ ଝାଡଖଣ୍ଡୀ ହାତୀପଲ
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଗୋପାଳପୁର ଜଙ୍ଗଲରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋର ସମୟରେ ୪୦ରୁ ଉର୍ଦ୍ଧ ଝାରଖଣ୍ଡୀ ହାତୀ ଜଙ୍ଗଲ ଭିତରକୁ ପଶିଆସିଥିବା ଜଣାପଡିଛି । ହାତୀଙ୍କ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ...
ମା’ ଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ବନିଲେ ଦେଶର ତୃତୀୟ ମହିଳା ଆସିଷ୍ଟାଣ୍ଟ କମାଣ୍ଡଣ୍ଟ
ମା’ ଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଦେଶର ତୃତୀୟ ମହିଳା ଆସିଷ୍ଟାଣ୍ଟ ହୋଇଛନ୍ତି ସୌମ୍ୟା. ସେ ଦେଶର ପ୍ରଥମ ମହିଳା ଆସିଷ୍ଟାଣ୍ଟ ହେଲା ପରେ ନିଜ ସ୍ୱପ୍ନକୁ ପୂରଣ କରିବା ସହ ଦେଶ ଓ ଜିଲ୍ଲାର ଝିଅଙ୍କ ପାଇଁ...
ପୁତ୍ରସନ୍ତାନର ମା’ହେଲେ ସାନିଆ
ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ମଙ୍ଗଳବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ପୁଅ ସୁସ୍ଥ ଥିବା ନେଇ ପାକିସ୍ତାନୀ କ୍ରିକେଟର ତଥା ସାନିଆଙ୍କ ସ୍ୱାମୀ...
ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ : ୱେଷ୍ଟଇଣ୍ଡିଜ ସମ୍ମୁଖରେ 378 ରନର ବିଜୟଲକ୍ଷ୍ୟ
ୱେଷ୍ଟଇଣ୍ଡିଜ ବିପକ୍ଷରେ ମୁମ୍ବାଇରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି 377 ରନ କରିଛି । ରୋହିତ ଓ ରାୟଡୁଙ୍କ ଦମଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ସାମ୍ନାରେ 378 ରନର ବିଶାଳ ଟାର୍ଗେଟ ରଖିଛି...
୪୨ ଦିନ ପରେ ବୈଜୟନ୍ତଙ୍କୁ ମିଳିଲା ୨ଟି ହେଲିକପ୍ଟର
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଘଟଣା ନୂଆ ନୂଆ ମୋଡ଼ ନେଉଛି । ୪୨ ଦିନ ପରେ ପୁରୀ ପୋଲିସ ଭୁବନେଶ୍ୱର ବିମାନବନ୍ଦରରେ ସିଲ୍ କରିଥିବା ହ୍ୟାଙ୍ଗର ଖୋଲିଛି । ପୁରୀ ମେରାଇନ ଥାନା...
ନନ୍ଦନକାନନକୁ ଆସିବ ସୁନ୍ଦରୀ
ଅନୁଗୁଳ ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି ଖେଳାଇଥିବା ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନ ଅଣାଯିବ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ନନ୍ଦନକାନନ ଅଣାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି ।
ବାଘୁଣୀ ସୁନ୍ଦରୀକୁ...







