‘ବୟସ ହେଲାଣି, ନିରଞ୍ଜନ ଇସ୍ତଫା ଦିଅନ୍ତୁ’
କଂଗ୍ରେସରେ ବିବାଦ ଘନେଇବାରେ ଲାଗିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଗତ କିଛିଦିନ ଧରି ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ଏମିତି ବଢିବାରେ ଲାଗିଛି ଯେ, ତାରା...
ବିଜେଡିରେ ମିଶିବେ ଜଗନ୍ନାଥ !
ବିଜେଡିରେ ମିଶିବେ ଜଗନ୍ନାଥ । ଭୁବନେଶ୍ବରରେ ବିଜେପିର ଟାଣୁଆ ନେତା ଜଗନ୍ନାଥ ପ୍ରଧାନ । ଦୀର୍ଘବର୍ଷ ଧରି ଦଳରେ ରହି ସଂଗଠନକୁ ସୁଦୃଢ କରିଥିବା ଜଗନ୍ନାଥ ଦୁଇ ଦୁଇଥର ମଧ୍ୟ ଭୁବନେଶ୍ବର ବିଧାନସଭା ନିର୍ବାଚନମଣ୍ଡଳିରୁ ନିର୍ବାଚନ ଲଢି ବିଜେଡିକୁ...
ପଞ୍ଚାୟତ ନିର୍ବାଚନରେ 27 ପ୍ରତିଶତ ଓବିସି ପ୍ରାର୍ଥୀ ଦେବ ବିଜେଡି
ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଖେଳିଛି ବଡ ଚାଲ୍ । 27 ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ବିଜେଡି । ଆଜି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଅରୁଣ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା...
ଧିରେ ଧିରେ ଦଳର ଗୁମର ଖୋଲୁଛନ୍ତି ସୌମ୍ୟ
ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବକ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚା । ରାଜନୀତି ବି ସରଗରମ । ଗତକାଲି କଟକରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୌମ୍ୟ କହିଛନ୍ତି , ପ୍ରଶାସକ ଓ ରାଜନେତାମାନେ ଶାସକଙ୍କର...
ରାଜନୀତିରୁ ସନ୍ୟାସ ନେଲେ
ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି ବାବୁଲ ସୁପ୍ରିୟ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲ ସୁପ୍ରିୟ । ରାଜନୀତି ଛାଡିବା ନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । କେଉଁ ଦଳକୁ ଯିବେ ସେ...
କର୍ଣ୍ଣାଟକ ରାଜନୀତିରେ ହଟଚମଟ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେପି ଶୀର୍ଷ ନେତୃତ୍ୱ । କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ ଏହି ଦାୟିତ୍ୱ ମିଳିଛି । ଖୁବଶୀଘ୍ର ବେଙ୍ଗଲୁରୁ ଯାତ୍ରା କରିବେ ଧର୍ମେନ୍ଦ୍ର ଓ ଅରୁଣ ସିଂହ...
ଉପମୁଖ୍ୟମନ୍ତ୍ରୀ ହେବେ ବବି !
ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଅଦଳବଦଳ ପ୍ରକ୍ରିୟାରେ କିଏ ବାଦ୍ ପଡିବେ ଏଭଂ କିଏ ସାମିଲ ହେବେ, ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସୋସିଆଲ ମିଡିଆରେ ସମ୍ଭାବ୍ୟ...
ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ
ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ଆଜି କଂଗ୍ରେସ ଭବନ ନିକଟରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରାଯାଇଥିଲା । ମହିଳା କଂଗ୍ରେସ କର୍ମୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର...
‘ନୂଆ ଶିକ୍ଷାନୀତି ନୂଆ ପିଢୀକୁ ମାର୍ଗ ଦେଖାଇବ’
ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଣାଳୟ ଦାୟିତ୍ବ ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଶିକ୍ଷା ନୀତିରେ ନୂଆ ପିଢୀ ପାଇଁ ନୂତନ ମାର୍ଗ ପ୍ରସ୍ତୁତ ହେବ ବୋଲି କହିଛନ୍ତି । ଶିକ୍ଷା ଓ ଦକ୍ଷତା ବିକାଶ...
କାହାକୁ ମିଳିଲା କେଉଁ ଦାୟିତ୍ୱ
ବଦଳିଛି କେନ୍ଦ୍ର କ୍ୟାବିନେଟର ଚେହେରା । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବରେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ମୋଦିଙ୍କର ନୂଆ ଟିମ୍...



















