କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେପି ଶୀର୍ଷ ନେତୃତ୍ୱ । କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ ଏହି ଦାୟିତ୍ୱ ମିଳିଛି । ଖୁବଶୀଘ୍ର ବେଙ୍ଗଲୁରୁ ଯାତ୍ରା କରିବେ ଧର୍ମେନ୍ଦ୍ର ଓ ଅରୁଣ ସିଂହ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଏସ୍ ୟେଦ୍ୟୁରପ୍ପା । ୟେଦ୍ୟୁରପ୍ପାଙ୍କ ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ଦେଇ ଜାରି ରହିଛି ହଟଚମଟ ।

LEAVE A REPLY

Please enter your comment!
Please enter your name here