ଇସ୍ରାଏଲର ଷ୍ଟ୍ରାଇକରେ IRGCର ମୁଖପାତ୍ର ଅଲୀ ମହମ୍ମଦ ନୈନିଙ୍କ ମୃତ୍ୟୁ
ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ଦିନକୁ ଦିନ ଅଧିକ ବଡ ରୂପ ନେଉଛି ଓ ଚାଲିଛି ଲଗାତାର ହମଲା । ଏହା ମଧ୍ୟରେ ଇରାନର ରାଜଧାନୀ ତେହରାନରୁ ଆସିଛି ବଡ ଖବର । ଇରାନର ସରକାରୀ ମିଡିଆ...
୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ରାଜ୍ୟ ସରକାର
ଶିଳ୍ପାନୁଷ୍ଠାନ ଉପରେ କଡ଼ା ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ଏନେଇ ଶୁକ୍ରବାର ବିଧାନସଭାରେ ବିଧାୟକ ଚକ୍ରମଣି କହଁର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଜମି ଯୋଗାଉଛନ୍ତି, ହେଲେ କମ୍ପାନୀ...
ଡେଲାଙ୍ଗରେ ରାଜନୀତି ଖେଳ, ପଦ ହରାଇଲେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ
ଡେଲାଙ୍ଗ ବ୍ଲକରେ ଭୋଟରେ ଜିତିଥିବା ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ,ସୁପ୍ରିମକୋର୍ଟଙ୍କ ରାୟରେ ପଦ ହରାଇଛନ୍ତି। ଏବେ ବ୍ଲକ ଅଧ୍ୟକ୍ଷା ଚେୟାରରେ ବସିବେ ରମାଦେବୀ ରାଉତରାୟ । ୨୦୨୨ ନିର୍ବାଚନରେ ବାସନ୍ତୀ ସାହୁ ୧୨ ଭୋଟ ପାଇ...
ରାଜଧାନୀରେ ଗର୍ଜିଲେ ପାଚିକା
ଆଜି ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ହଜାର ହଜାର ପାଚିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି । ବିଧାନସଭା ସମ୍ମୁଖରେ ମହିଳାମାନେ ଧାରଣାରେ ବସିଛନ୍ତି...
୫.୫୬ କୋଟି ପେନସନ ଠକେଇ ମାମଲାର ପର୍ଦ୍ଦାଫାସ କଲା ଭିଜିଲାନ୍ସ
ଓଡ଼ିଶାରେ ୫.୫୬ କୋଟି ପେନସନ୍ ଟଙ୍କା ଘୋଟାଲାର ପର୍ଦାଫାସ କରିଛି ଭିଜିଲାନ୍ସ। ପେନସନ ପାଣ୍ଠି ଆତ୍ମସାତ ମାମଲାରେ ଭଦ୍ରକର ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ବ୍ରାଞ୍ଚ ହେଡ୍ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରାଯାଇଛି।ଏହି ଘୋଟଲା ୨୦୧୮...
SCB ମେଡିକାଲ ଅଗ୍ନିକାଣ୍ଡ; ୪ ଅଧିକାରୀ ନିଲମ୍ୱିତ
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୧୩ ଜଣଙ୍କ ଜୀବନ ଯାଇଛି। ସେଥିପାଇଁ ବଡ଼ ଆକ୍ସନ ନିଆଯାଇଛି। କାର୍ଯ୍ୟରେ ଅବହେଳା ପାଇଁ...
ସୋଫିଆଙ୍କୁ ଦଳରୁ ନିଲମ୍ବନ ପରେ ମୁଁହ ଖୋଲିଲେ ମୋକିମ୍
ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସର ପାର୍ଟି ‘ହୁଇପ୍’କୁ ଅଣଦେଖା କରି କ୍ରସ୍ ଭୋଟିଂ କରିବା ପରେ ତିନିଜଣ ବିଧାୟକ ସୋଫିଆ ଫିର୍ଦ୍ଦୋସ୍, ଦାଶରଥି ଗମାଙ୍ଗ ଓ ରମେଶ ଜେନାଙ୍କୁ କଂଗ୍ରେସ ଦଳ ନିଲମ୍ବନ କରିଛି। ଏହି ଘଟଣା...
କାବୁଲ ଉପରେ ପାକିସ୍ତାନର ହମଲା; ୪୦୦ ଲୋକଙ୍କ ମୃତ୍ୟୁ
ପାକିସ୍ତାନ କାବୁଲରେ କରିଛି ବଡ ଧରଣର ଏୟାରଷ୍ଟ୍ରାଇକ। ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନର ଏମିତି କାର୍ଯ୍ୟକୁ ନେଇ କଡା ପ୍ରତିକ୍ରିୟା ଦେଇଛି ଭାରତ । ଭାରତର ବୈଦେଶିକ ମନ୍ତ୍ରଣାଳୟ...
SCB ମେଡିକାଲ ଅଗ୍ନିକାଣ୍ଡ; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତରରେ କହିଛନ୍ତି ଯେ,କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ...
କଂଗ୍ରେସର ତିନି ବିଧାୟକ ହେଲେ ନିଲମ୍ବିତ ଓ ଆଗକୁ ହେବେ ବହିଷ୍କାର
କଂଗ୍ରେସର ତିନି ବିଧାୟକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି ନିଜ ଦଳର ନିର୍ଦ୍ଦେଶାବଳୀକୁ ଅବମାନନା କରିବା । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ...


















