ନାମାଙ୍କନ ଦାଖଲ କଲେ ଖାରବେଳ
ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଖାରବେଳ ସ୍ୱାଇଁ ମଙ୍ଗଳବାର କନ୍ଧମାଳ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଂଗ୍ରେସରୁ ମନୋଜ ଆଚାର୍ୟ୍ୟ ନାମାଙ୍କନ ଦାଖଲ କରିଛନ୍ତି। ସୋମବାର ବିଜେଡିରୁ ଅଚୁ୍ୟତ ସାମନ୍ତ ନାମାଙ୍କନ ଦାଖଲ କରିଥିଲେ ।
ବିଜେପିରେ ଯୋଗଦେଲେ ଜୟାପ୍ରଦା
ନିର୍ବାଚନ ପୂର୍ବରୁ ନେତାମାନଙ୍କ ଦଳ ଅଦଳ ବଦଳ କରିବା ଜାରି ରହିଛି. ଏହା ମଧ୍ୟରେ ସମାଜବାଦୀ ପାର୍ଟିର ନେତ୍ରୀ ଜୟାପ୍ରଦା ବିଜେପିରେ ଯୋଗ ଦେଇଛନ୍ତି. ଅଭିନେତ୍ରୀ ଓ ପୂର୍ବତନ ସାଂସଦ ଜୟା ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି. ତେବେ ଦଳ...
ବିଜେପିରୁ ଇସ୍ତଫା ଦେଲେ ସୁବାସ ଚୌହାନ
ବିଜେପି ଛାଡ଼ିଲେ ଟାଣୁଆ ନେତା ସୁବାସ ଚୌହ୍ୱାନ. ବରଗଡ଼ ପାଇଁ ସେ ଆଶାୟୀ ପ୍ରାର୍ଥୀ ଥିବା ବେଳେ ତାଙ୍କ ଟିକଟ କାଟି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ଦଳ. ଯେଉଁଥିପାଇଁ ମଙ୍ଗଳବାର ବିଜେପିରୁ ଇସ୍ତଫା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି...
ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା : ବିଧାୟକ ଜାକବ ପ୍ରଧାନଙ୍କୁ ମିଳିଲାନି ଟିକେଟ
ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବିଧାୟକ ଜାକବ ପ୍ରଧାନଙ୍କୁ ଟିକେଟ ମିଳି ନଥିବା ବେଳେ ଶ୍ୟାମଘନ ପ୍ରଧାନଙ୍କୁ ଦଳ ଜି. ଉଦୟଗିରି ଆସନରେ ପ୍ରାର୍ଥୀ କରିଛି । ହିଞ୍ଜିଳି ଆସନରେ ଦଳ ରାମକୃଷ୍ଣ ପଣ୍ଡାଙ୍କ ଜାଗାରେ...
ଶଙ୍ଖ ଧରିଲେ ରାଜକିଶୋର
ଶଙ୍ଖ ଧରିଲେ ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ରାଜକିଶୋର ଦାସ । ସୋମବାର ସନ୍ଧ୍ୟାରେ ବିଜେଡି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ରାଜକିଶୋର । ବିଜେପିରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ...
ଚତୁର୍ଥଥର ପାଇଁ ନାମାଙ୍କନ ଦାଖଲ କଲେ ହିମିରିକା
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ରାୟଗଡାରେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ଚତୁର୍ଥ ଥର ପାଇଁ ରାୟଗଡା ଉପଜିଲ୍ଲାପାଳଙ୍କ...
ରମେଶ ମାଝୀ ଓ ବଳଭଦ୍ର ମାଝୀଙ୍କ ସମେତ ବହୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନରେ ଆଜି ଅନେକ ପ୍ରାର୍ଥୀ ସେମାନଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ସାଂସଦ ପ୍ରାର୍ଥୀଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥୀ...
ବିଜେଡି-ବିଜେପିକୁ ଟକ୍କର ଦେବେ ରାମକୃଷ୍ଣ
କଂଗ୍ରେସ ଓ ସିପିଆଇଏମ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ହଜାର ହଜାର ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ରାମକୃଷ୍ଣ ଛତ୍ରପୁର ଠାରେ ନାମାଙ୍କନ ଦାଖଲ କରିଥିଲେ. ଏଥର ଆସିକା ଲୋକସଭା ଆସନ...
ନବୀନଙ୍କୁ ଟକ୍କର ଦେବେ ପିତାମ୍ବର
ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟିର ଉପସଭାପତି ପିତାମ୍ବର ଆଚାର୍ୟ୍ୟ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ଦଳର ପ୍ରାର୍ଥୀ ହୋଇଛନ୍ତି। ସୋମବାର ଦଳ ପକ୍ଷରୁ ଜାରି କରାଯାଇଥିବା ପ୍ରାର୍ଥୀପତ୍ର ତାଲିକାରେ ଏହା ଘୋଷଣା କରାଯାଇଛି। ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ନଅଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା
ବିଜେଡି ଦ୍ବିତୀୟ ପର୍ଯ୍ୟାୟରେ ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି. ଲାଞ୍ଜିଗଡ ପାଇଁ ପ୍ରଦୀପ କୁମାର ଦିଶାରୀ, ମାଲକାନଗିରି – ମୁକୁନ୍ଦ ସୋଡି, ବ୍ରଜରାଜନଗର – କିଶୋର ମହାନ୍ତି, ସମ୍ବଲପୁର – ରାସେଶ୍ବରୀ ପାଣିଗ୍ରାହୀ, ଲୋଇସିଂହା...