32.1 C
Bhubaneswar
Thursday, March 6, 2025
-Advertisement-

ବିଜେପିର ବୈଜୟନ୍ତ କାର୍ଡ

ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏବଂ ଜାତୀୟ ମୁଖପାତ୍ର ହେଲେ ବୈଜୟନ୍ତ ପଣ୍ଡା. ଚାରିଦିନ ତଳେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦଙ୍କୁ ବିଜେପି ଗୁରୁଦାୟିତ୍ବ ଦେଇଛି. ନିର୍ବାଚନ ପାଖେଇ ଆସୁଥିବା ବେଳେ ବୈଜୟନ୍ତଙ୍କୁ ବିଜେପି ଗୁରୁଦାୟିତ୍ବ ଦେଇ ନିର୍ବାଚନ ମୁକାବିଲା...

ଶଙ୍ଖ ଧରିଲେ ନଳିନୀ

ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଶଙ୍ଖ ଧରିଛନ୍ତି ନଳିନୀ । ଗତ ୨୮ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ନଳିନୀକାନ୍ତ...
video

ବିଜେପି, ବୈଜୟନ୍ତ ନୂଆ ଫର୍ମୁଲା

କୋଉଠୁ ଲଢିବେ ବୈଜୟନ୍ତ ପଣ୍ଡା. କେଉଁ ଲୋକସଭା ଆସନ ତାଙ୍କ ପାଇଁ ସୁରକ୍ଷିତ ରହିବ. ଯଦିଓ ବିଜେଡି ଟିକେଟରେ ସେ 2009ରୁ 2018 ଯାଏଁ କେନ୍ଦ୍ରାପଡା ଲୋକସଭା ଆସନରୁ ଜିତି ଆସିଛନ୍ତି, କିନ୍ତୁ ଏଥର କେନ୍ଦ୍ରାପଡା ଲୋକସଭା ଆସନ ତାଙ୍କ...

ରାଜନୀତିରେ ପ୍ରଥମ ମିସ ଇଣ୍ଡିଆ କିନ୍ନର

ରାଜନିତୀରେ ଯୋଗଦେଲେ ଭାରତର ପ୍ରଥମ ମିସ ଇଣ୍ଡିଆ କିନ୍ନର ବୀଣା ସିନ୍ଦ୍ରେ । ଛତିଶଗଡରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ସେ କହିଛନ୍ତି, ମହିଳା ଓ କିନ୍ନର ଗୋଷ୍ଠୀ ମାନଙ୍କ ଉନ୍ନତି ପାଇଁ ସେ କିଛି କରିବାକୁ ଚାହୁଁଛନ୍ତି...
video

ବିଜେଡିର ନୂଆ ଅଭିଯାନ

ମଙ୍ଗଳବାରରୁ ବିଜେଡି ରାଜ୍ୟରେ ଆରମ୍ଭ କରିବ ନୂଆ ଅଭିଯାନ । ଏହି ଅଭିଯାନର ନାଁ ରହିଛି ‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ,ପାଳନ କରନ୍ତି ନବୀନ’ ।  ମାର୍ଚ୍ଚ ୫ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ତଥା...

ପଦ୍ମ ଧରିଲେ ବୈଜୟନ୍ତ

ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତାମାନେ ବୈଜୟନ୍ତଙ୍କୁ ସ୍ବାଗତ କରିବା ସହ ବିଜେପି...

କଂଗ୍ରେସରେ ଯୋଗଦାନ

କଂଗ୍ରେସରେ ଯୋଗ ଦେଇଛନ୍ତି ଅଖିଳ ଭାରତ ହିନ୍ଦୁୁ ମହାସଂଘର ରାଜ୍ୟ ସମ୍ପାଦକ ସୁମନ୍ତ କୁମାର ସ୍ୱାଇଁ, ଓଡିଶା ରାଜ୍ୟ ଗାଡି ଚାଳକ ଶ୍ରମିକ ମହାସଂଘର କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା ଏବଂ ଢେଙ୍କାନାଳ ପର୍ଜଙ୍ଗର ବିଜେପି ନେତା ନିରାକାର ପ୍ରଧାନ...
video

ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ

ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ. ଟିକେଟ ପାଇବା ପାଇଁ ନେତାଙ୍କ ପାଖରେ ଚାଲିଛି ଜୋରଦାର ଲବି. ଅନ୍ୟଦଳ ଅପେକ୍ଷା କ୍ଷମତାସୀନ ବିଜୁ ଜନତା ଦଳରେ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ. ସେଥିପାଇଁ ଷ୍ଟ୍ରାଟେଜୀ ତିଆରି...

ରାଜନୀତି କରିବେ କର୍ମଚାରୀ ନେତା ପ୍ରଭାତ ମହାନ୍ତି !

ନିର୍ବାଚନ ମଇଦାନକୁ ଓହ୍ଲାଇବେ କର୍ମଚାରୀ ନେତା ପ୍ରଭାତ ମହାନ୍ତି I ଦୀର୍ଘବର୍ଷ ଧରି ବନ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପ୍ରଭାତଙ୍କର କର୍ମଚାରୀ ନେତା ଭାବେ ଲୋକପ୍ରିୟତା ରହିଛି I ଓଡିଶା କର୍ମଚାରୀ ମହାମଞ୍ଚର ଆବାହକ ଥିବା...

ବିଜେଡିରେ ଯୋଗଦେଲେ ଖଗପତିଙ୍କ ପୁତୁରା ସଦାଶିବ

ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ଖଗପତି ପ୍ରଧାନୀଙ୍କ ପୁତୁରା ସଦାଶିବ ପ୍ରଧାନୀ. ନାଲକୋରେ ଏଜିଏମ ଭାବେ କାର୍ଯ୍ୟ କରୁଥିବା ସଦାଶିବ ଚାକିରୀରୁ ଇସ୍ତଫା ଦେଇ ବିଜେଡିରେ ମିଶିଛନ୍ତି. ସଦାଶିବଙ୍କ ବାପା ନବରଙ୍ଗପୁର ଜିଲ୍ଲା ପରିଷଦର...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...