ବିଜେପି ଏଜେଣ୍ଡାରେ ବେବିନା
ବିଜେପି ଏଜେଣ୍ଡାରେ ‘ବେବିନା’ । ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ‘ବେବିନା’ଙ୍କୁ ନ୍ୟାୟ ଦେବାକୁ ଦାବୀ କରି ଆନ୍ଦୋଳନ କରି ଆସୁଥିବା ବିଜେପି ଏବେ ଏକ ସଟ୍ ଫିଲ୍ମ ପ୍ରସ୍ତୁତ କରିଛି । ‘ଜବାବ ମାଗୁଛି ବେବିନା’...
ବିଜେଡିରେ ଯୋଗ ଦେବେ ଯୋଗେଶ
ଶେଷରେ ବହୁ ବାଦବିବାଦ ପରେ ବିଜେଡିରେ ଯୋଗ ଦେବେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ. ଆସନ୍ତା 6 ତାରିଖରେ ସେ ବିଜେଡିରେ ମିଶିବେ ବୋଲି ସୂଚନା ଦେଇଛନ୍ତି. 22 ଜାନୁୟାରୀରୁ ଓଡିଶା ବିଧାନସଭାରୁ ଇସ୍ତଫା ଦେଇଥିଲେ ଯୋଗେଶ. ଦଳ ବିରୋଧୀ...
କରଦାତାଙ୍କ ଟଙ୍କାରେ ରାଜନୀତି: ପଞ୍ଚାନନ
ଅନ୍ତରୀଣ ବଜେଟ୍କୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ମଧ୍ୟବିତ୍ତ ଓ ଯୁବପିଢ଼ୀଙ୍କୁ ଧୋକା ଦିଆଯାଇଛି ବୋଲି ସେ କହିଛନ୍ତି । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି...
ଅତନୁ ଓ ଅରୁଣଙ୍କୁ ନୋଟିସ୍ !
ସାଧାରଣ ନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିବା ବେଳେ ପୁଣି ସକ୍ରୀୟ ହୋଇଛି ସିବିଆଇ. ସମ୍ବାଦ ସରବରାହ ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚିଟଫଣ୍ଡ ମାମଲାରେ ବର୍ଷବର୍ଷ ଧରି ହାତବାନ୍ଧି ବସିଥିବା ସିବିଆଇ ବିଜେଡିର ଦୁଇ ବିଧାୟକଙ୍କ ନିକଟକୁ...
ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ
ଆଗକୁ ଅଛି ଲୋକସଭା ନିର୍ବାଚନ. ଦିନ ଯେତିକି ସରି ସରି ଆସୁଛି ରାଜନୀତି ମାହୋଲ ସେତିକି ଗରମ ହେଉଛି. କିଏ ନିଜ ଦଳ ଛାଡି ଅନ୍ୟ ଦଳରେ ମିଶୁଛି, ତ କିଏ ନିଜ ପଦରୁ ଇସ୍ତଫା ଦେଉଛି. ଏହା ମଧ୍ୟରେ...
ବର୍ଷିଲେ ଅପରାଜିତା
ନିଯୁକ୍ତି ଓ ଗରିବି ନେଇ ଆଜି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ନେତ୍ରୀ ଅପରାଜିତ ଷଡଙ୍ଗୀ । ସେ ପ୍ରଶ୍ନ କରିଛନ୍ତି, ୧୮ ବର୍ଷ ପରେ ବି ରାଜ୍ୟରେ ଦାରିଦ୍ର୍ୟ କାହିଁକି କମିନି । ମୁଣ୍ଡପିଛା ଆୟ ନେଇ ବି...
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ
ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି କଂଗ୍ରେସ ଛାଡିଥିବା ଝାରସୁଗୁଡା ବିଧାୟକ ନବ ଦାସ । ମୁଖ୍ୟମନ୍ତ୍ରୀଙ୍କ ଆଜିର ଝାରସୁଗୁଡା ଗସ୍ତରେ ସେ ଶଙ୍ଖ ଫୁଙ୍କିଛନ୍ତି । ଝାରସୁଗୁଡା ଜିଲ୍ଲା ପରିଷଦ...
ରାହୁଲଙ୍କ ଗସ୍ତକୁ ନେଇ ଜୋସରେ କଂଗ୍ରେସ
ଓଡିଶାବାସୀଙ୍କୁ ଉଦବୋଧନ ଦେବାକୁ ଶୁକ୍ରବାର ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ରାହୁଲଙ୍କ ଗସ୍ତ ପାଇଁ ପ୍ରଚାର କାର୍ଯ୍ୟରେ ୧୦ଟି ରଥ ନିୟୋଜିତ ହୋଇଛି । ମଙ୍ଗଳବାରଠାରୁ ରାଜ୍ୟ କଂଗ୍ରେସ ଭବନରୁ ଏହି ରଥ...
ମିଳିଲା ୟୁପି ମହାସଚିବ ଦାୟିତ୍ୱ
ଆଉ ପଛରେ ରହି ନୁହେଁ କି ଖାଲି ପ୍ରଚାରକ ନୁହେଁ, ଏବେ କଂଗ୍ରେସ ରାଜନୀତିରେ ପ୍ରିୟଙ୍କାଙ୍କ ସିଧାସଳଖ ପ୍ରବେଶ । ଶେଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ବୁଧବାର କଂଗ୍ରେସ ମହାସଚିବ ଭାବେ ମିଳିଛି ପଲ୍ଟିକାଲ ଏଣ୍ଟ୍ରି । କଂଗ୍ରେସ ଅଧ୍ୟକ୍ଷ...
ବିଧାୟକ ପଦରୁ ଯୋଗେଶଙ୍କ ଇସ୍ତଫା
ଯୋଗେଶ ସିଂହ ମଙ୍ଗଳବାର ନିଜ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି । ପୂର୍ବରୁ କଂଗ୍ରେସରୁ ନିଲମ୍ଵିତ ହୋଇ ଯୋଗେଶ ସିଂହ ଦଳ ଛାଡ଼ିଥିଲେ। ଏବେ କଂଗ୍ରେସ ଇସ୍ତଫା ଦେବାରୁ...