କାଲି ବିଜେପି, ଆଜି କଂଗ୍ରେସ
ପିପିଲି ପୀଡିତା ବେବିନା ପ୍ରସଙ୍ଗକୁ ଆଧାର କରି ଦୁଇ ବିରୋଧି ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । ଏହି ପ୍ରସଙ୍ଗରୁ କେଉଁ ଦଳ କେତେ ରାଜନୀତିକ ଫାଇଦା ଉଠାଇପାରିବ, ତାକୁ ନେଇ ଦୁଇ ଦଳ...
୧୦ଟି ପ୍ରଶ୍ନର ଉତ୍ତରରେ କଣ କହିଲେ ମୋଦି ?
ରାଫେଲଠୁ ରାମ ମନ୍ଦିର, ତିନ୍ ତଲାକଠୁ ସାବରିମାଳା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.
ରାଫେଲ ଡିଲରେ ସମସ୍ୟା କଣ ?
ମୋଦି - ରାଫେଲକୁ ନେଇ ଯାହାବି ଆରୋପ ରହିଛି, ତାହା ବ୍ୟକ୍ତିଗତ ନୁହେଁ. ବିରୋଧୀ...
ବିଜୁ କୃଷକ ଜନତା ଦଳର କର୍ମକର୍ତ୍ତା ନିଯୁକ୍ତ
ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବିଜୁ କୃଷକ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ପୂର୍ବରୁ ସଂଗଠନକୁ ସୁଦୃଢ କରିବା ପାଇଁ କୃଷକ ଜନତା ଦଳର ସଭାପତି ଭାବେ...
ଧର୍ମେନ୍ଦ୍ରଙ୍କ ପଦଯାତ୍ରା
ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି ଜନ ପରାମର୍ଶ ପଦଯାତ୍ରା. ଏହି ପଦଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ସେ ହେଲିକପ୍ଟର ଯୋଗେ ବ୍ରହ୍ମପୁରର ମିନି ଷ୍ଟାଡିୟମରେ ପହଞ୍ଚି ସେଠାରୁ...
ଆଞ୍ଚଳିକ ଦଳ ଇତିହାସରେ ରେକର୍ଡ
ଏକୋଇଶି ପୁରିଗଲା ବିଜୁ ଜନତା ଦଳକୁ. ଓଡିଶାର ରାଜନୀତିକ ଇତିହାସରେ ଆଞ୍ଚଳିକ ଦଳ ଭାବେ ନୂଆ ରେକର୍ଡ. ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଡିସେମ୍ବର ୨୬, ୧୯୯୭ରେ ପ୍ରତିଷ୍ଠା ଲାଭ କରିଥିବା ବିଜେଡି କେବଳ ୨୧ ବର୍ଷ ପୁରା କରିନି,...
କଂଗ୍ରେସର ସଙ୍ଗୀନ ଅଭିଯୋଗ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଛ କହିଲେ. ଦିନିକିଆ ଗସ୍ତରେ ଓଡିଶା ଆସି ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ଯେଉଁ ବିକାଶର ସ୍ବପ୍ନ ଦେଖାଇଲେ, ସେଥିରେ ସତ ଅପେକ୍ଷା ମିଛ ବେଶୀ. ଏମିତି ଅଭିଯୋଗ କରିଛି କଂଗ୍ରେସ. ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ...
ସପରିବାର ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଓଡିଶାରେ
ଓଡିଶା ଆସିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ. ବିଶାଖାପାଟଣାରୁ ଏକ ସ୍ସତନ୍ତ୍ର ବିମାନ ଯୋଗେ ସପରିବାର ସହ ସେ ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି. ସନ୍ଧ୍ୟାରେ ସେ ନବୀନ ନିବାସ ଯ଼ାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ. ତେଲଙ୍ଗାନା ମୁଖ୍ୟମନ୍ତ୍ରୀ...
‘କାଳିଆ’ ଯୋଜନାକୁ ଅଭିଷେକଙ୍କ ତାତ୍ସଲ୍ୟ
ଚାଷୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା 'କାଳିଆ' ଯୋଜନାକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଡ. ଅଭିଷେକ ମନୁ ସିଂଘବି. କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଶ୍ରୀଜଗନ୍ନାଥଙ୍କ...
ବଢୁଛି ଆତ୍ମବିଶ୍ୱାସ !
ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ଚୌକୀରେ ବସିବା ପାଇଁ ସଜ ହେଲେଣି. ଗତ ଅଠରବର୍ଷ ଧରି ଯାହା ହୋଇପାରିନଥିଲା, ଏଥର ନିରଞ୍ଜନ କରି ଦେଖେଇବେ ବୋଲି ସାହସ କୁଳେଇଲେଣି. ପଡୋଶୀ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ କ୍ଷମତାସୀନ...
ରାଜନୀତିରେ ଅପରାଜିତାଙ୍କ ପରୀକ୍ଷାନିରୀକ୍ଷା
ଆଇଏଏସ ଅଫିସର ଭାବେ ଯେମିତି କାମ କରୁଥିଲେ, ଏବେ ବି ସେମିତି ଜୋସରେ କାମ ଆରମ୍ଭ କରିଛନ୍ତି ଅପରାଜିତା . ଫରକ ଏତିକି ଯେ, ସେତେବେଳେ ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ କାମ କରୁଥିଲେ, ଏବେ ରାଜନେତା.ମାତ୍ର...