କାହିଁକି ବାଜି ମାରିଲା ବିଜେଡି ?
ପଞ୍ଚାୟତ ନିର୍ବାଚନରେ କାହିଁକି ବାଜି ମାରିଲା ବିଜେଡି ? କଣ ପାଇଁ କାମ କଲାନି ବିରୋଧୀଙ୍କ ନାରାବାଜି ? ପରୀଠୁ ମମିତା ମେହେର ଭଳି ସରକାର ବିରୋଧୀ ପ୍ରସଙ୍ଗକୁ କେମିତି ମ୍ୟାନେଜ କଲା ବିଜେଡି ?
ଗିରିବାଳା କଂଗ୍ରେସର ମେୟର ପ୍ରାର୍ଥୀ
ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଥିବା ବେଳେ ଆଜି କଂଗ୍ରେସ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି । ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ସହର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ।...
କୋଉଠି ଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ?
କୋଉଠି ଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ? ଦୀର୍ଘଦିନ ପରେ ପଞ୍ଚାୟତ ଭୋଟ ପୂର୍ବରୁ ଶିକ୍ଷୟିତ୍ରୀ ମମିତା ମେହେର ପ୍ରସଙ୍ଗକୁ ପୁଣି ସତେଜ କରିଛି କଂଗ୍ରେସ । ପିସିସି ମୁଖପାତ୍ର ମନୋଜ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ...
କିଏ କରୁଛି ଭାଇରାଲ୍ ?
ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଧାୟକଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ । ଜଣେ ସୁନ୍ଦରୀ ଯୁବତୀଙ୍କ ସହ ଜଗତସିଂହପୁର ବିଧାୟକ ବିଜୟ ଶଙ୍କର ଦାସଙ୍କ ଫଟୋକୁ ନେଇ ଜଗତସିଂହପୁର ରାଜନୀତି ସରଗରମ । କିଏ ଏହି ଯୁବତୀ ? ଯୁବତୀଙ୍କ...
ପଦ୍ମ ଧରିଲେ ଗ୍ରେଟ୍ ଖଲି
ଡବ୍ଲୁ ଡବ୍ଲୁ ଇରେ ଦ ଗ୍ରେଟ ଖଲି ନାଁରେ ପରିଚିତ ପ୍ରଫେସନାଲ ରେସଲର୍ ଦଲିପ ସିଂ ରାଣା ବିଜେପିରେ ଯୋଗ ଦେଇଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଖଲିଙ୍କ ଯୋଗଦାନ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି ।...
ବିଶ୍ବେଶ୍ବର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା
କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି । ଦୁଇଜଣ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଦୁଇ ଅଧିକାରୀ ମନ୍ତ୍ରୀ ଶ୍ରୀ ଟୁଡୁଙ୍କ ନାଁରେ ବାରିପଦା ଥାନାରେ ଏତଲା ଦାୟର କରିଥିଲେ ।...
ବେପାର ପାଇଁ ଡିଲ୍ କରି ପ୍ରାର୍ଥୀ ଦେଲାନି କଂଗ୍ରେସ
ଯିଏ ବେପାର କରୁଛି, ସିଏ ଡିଲ୍ କରୁଛି । ସବୁ ଡିଲ୍ ସଂପର୍କରେ ତଥ୍ୟ ରହିଛି । ଠିକଣା ସମୟରେ ଡିଲ୍ ତଥ୍ୟ ଉନ୍ମୋଚନ କରିବେ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ପଞ୍ଚାୟତ ନିର୍ବାଚନରେ...
ନାମାଙ୍କନ ଦାଖଲ ପରେ ହଜିଗଲେ ରିନା
ମାଲକାନଗିରିରେ ଜିଲ୍ଲାପରିଷଦ ପାଇଁ ପ୍ରାର୍ଥୀ ହୋଇଥିବା ରୀନା କବାସି ନିଖୋଜ ହୋଇଛନ୍ତି । ଗତକାଲି ଠାରୁ ତାଙ୍କର କୌଣସି ଖୋଜଖବର ମିଳୁ ନ ଥିବା ସଂପର୍କରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । କାଲିମେଳା ଜୋନ୍ 2 ରୁ ସେ...
ଘୁଞ୍ଚିଲା ବିଧାନସଭା ନିର୍ବାଚନ
ନିର୍ବାଚନ କମିଶନ ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚେଇଛନ୍ତି । ଫେବୃଆରୀ 14 ତାରିଖ ବଦଳରେ ଫେବୃଆରୀ 20 ତାରିଖରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । ଗୁରୁ ରବିଦାସଙ୍କ ଜୟନ୍ତୀ ପାଇଁ ନିର୍ବାଚନ ଫେବୃଆରୀ 14 ତାରିଖକୁ ଘୁଞ୍ଚାଇବାକୁ...
ୟୁପିରେ ଭୁଷୁଡୁଛି ଯୋଗୀଙ୍କ ଦୁର୍ଗ
ବିଜେପି ଛାଡିଲେ ବିଧାୟକ । ଉତ୍ତରପ୍ରଦେଶରେ ଜଣକ ପରେ ଜଣେ ବିଧାୟକ ବିଜେପି ଛାଡିବାରେ ଲାଗିଛନ୍ତି । ଆଜି ବିଧାୟକ ମୁକେଶ ବର୍ମା ଓ ବିଧାୟକ ବିନୟ ଶାକ୍ୟ ଟ୍ବିଟ୍ କରି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ।...



















