14.1 C
Bhubaneswar
Saturday, January 11, 2025
-Advertisement-
Home Sports Page 11

Sports

From festivals in Florida to touring Dracula’s digs in Romania, we round up the best destinations to visit this October. As summer abandons Europe again this October, eke out the last of the rays and raves in Ibiza, where nightclubs will be going out with a bang for the winter break. When the party finally stops head to the island’s north.

ଗୌରବ ଆଣିଲେ ଓଡିଆ ପୁଅ ପ୍ରମୋଦ

ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ ପ୍ରମୋଦ ଭଗତ | ଟୋକିଓ ପାରା ଅଲିମ୍ପିକରେ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ବପଦକ ଜିତିଲେ ପ୍ରମୋଦ | ବ୍ରିଟେନ ପ୍ରତିଦ୍ବନ୍ଦିଙ୍କୁ ହରାଇ ସ୍ବର୍ଣ୍ବ ପଦକ ହାସଲ କଲେ | ପ୍ରମୋଦଙ୍କୁ ଶୁଭେଚ୍ଛା...

ହାଇଜମ୍ପରେ ନିଷାଦ ଆଣିଲେ ରୌପ୍ୟ

ପାରା ଅଲିମ୍ପିକ୍ସରେ ଭାବିନା ପଟେଲଙ୍କ ପରେ ନିଷାଦ ହାସଲ କରିଛନ୍ତି ରୌପ୍ୟ ପଦକ । ହାଇଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ପାଇଛନ୍ତି । ଏହାକୁ ମିଶାଇ ଚୋକିଓ ପାରାଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା 2କୁ ବୃଦ୍ଧି ପାଇଛି ।...

କ୍ରୀଡା ଦିବସ ଅବସରରେ ସାଇକେଲ ମାରାଥନ୍

ଦେବଗଡ : ଜାତୀୟ କ୍ରିଡା ଦିବସ ଉପଲକ୍ଷେ ଓଡିଶା ପ୍ରାନ୍ତୀୟ ମାରୱାଡି ଯୁବାମଞ୍ଚ ଦେବଗଡ଼ ଶାଖା ପକ୍ଷରୁ ପ୍ରଧାନପାଟ ସାଇ ମନ୍ଦିର ସମ୍ମୁଖରୁ ଏକ ସାଇକେଲ ମାରାଥନ ଆୟୋଜନ କରାଯାଇଥିଲା । ମଞ୍ଚର ସଭାପତି ମନୀଷ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ...

ରୋହିଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ସରକାର ରାଜ୍ୟର କୃତି ଖେଳାଳିଙ୍କୁ ସମ୍ମାନିତ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ହାସଲ କରିଥିବା ଭାରତୀୟ ହକିଟିମର ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର...

ଟୋକିଓ ପାରା ଅଲିମ୍ପିକ୍ସରେ ରୌପ୍ୟ ଜିତିଲେ ଭାବିନା ପଟେଲ

ଟୋକିଓ ପାରା ଅଲିମ୍ପିକ୍ସରେ ଟେବଲଟେନିସରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଜିତିଛନ୍ତି ଭାବିନା ପଟେଲ । ଟେବୁଲ ଟେନିସ ଫାଇନାଲରେ ହାରିବା ପରେ ରୌପ୍ୟ ପଦକ ପାଇଁ ଚୀନ ପ୍ରତିଦ୍ବନ୍ଦୀ ୟିଙ୍ଗ ଝୁ ଙ୍କ ସହ ମୁକାବିଲା କରିଥିଲେ...

ଦୁଇ ହକି ଖେଳାଳିଙ୍କୁ ଅଢେଇକୋଟି ଲେଖାଁଏ ପୁରସ୍କାର

ଟୋକିଓ ଅଲିମ୍ପିକ ଫେରନ୍ତା ଚାରିଜଣ ଓଡିଆ ହକି ଖେଳାଳିଙ୍କୁ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିଅମ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ଅଲିମ୍ପିକରେ ବ୍ରୋଞ୍ଚ ପଦକ ପାଇଥିବା ଭାରତୀୟ ହକିଟିମର ଦୁଇ ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା...

ଘରକୁ ଫେରିଲେ ପଦକ ବିଜେତା

ଟୋକିଓ ଅଲିମ୍ପିକ୍ସର ପଦକ ବିଜେତା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତକାଲି ଟୋକିଓ ଅଲିମ୍ପିକ୍ସର ଉଦଯାପନ ଉତ୍ସବ ଥିଲା । ଆଜି ପଦକ ବିଜେତା ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଧନା ଦିଆଯାଇଥିଲା । ବିମାନବନ୍ଦର...

ଆମେ ଗୋଟିଏ ସୁନାରେ ଖୁସି, ଆମେରିକା ନେଲା 39

ଉଦଯାପିତ ହେଲା ଟୋକିଓ ଅଲିମ୍ପିକ୍ସ । ମୋଟ 39ଟି ସ୍ବର୍ଣ୍ଣ ପଦକ ପାଇଁ ଆମେରିକା ଶୀର୍ଷରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ୍ । ଚୀନ 38ଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ଆୟୋଜକ ଜାପାନ 27ଟି...

ସୁନାର ଇତିହାସ ରଚିଲେ ନୀରଜ

ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରେ ସୁନାର ଆଶା ମଉଳିବାକୁ ବସିଥିବା ବେଳେ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି 24 ବର୍ଷୀୟ ନୀରଜ ଚୋପ୍ରା । ଜାଭଲିନ୍...

ଭାରତକୁ ମିଳିଲା ଆଉ ଏକ ବ୍ରୋଞ୍ଚ ପଦକ

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ରେସଲିଂ 65 କେଡି ବର୍ଗରେ ବଜରଙ୍ଗ ପୁନିଆ କାଜାକସ୍ତାନ ପ୍ରତିଦ୍ବନ୍ଦୀଙ୍କୁ ହରାଇ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଫଳରେ ଭାରତର ପଦକ ସଂଖ୍ୟା 6 କୁ ବୃଦ୍ଧି...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...