ଆଡିଲେଡ୍ ଗ୍ରାଉଣ୍ଡରେ ଚାଲିଛି ଭାରତ-ବାଂଲାଦେଶ ମ୍ୟାଚ୍ । ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ୨୦ ଓଭରରେ ୬ ୱିକେଟ ହରାଇ ୧୮୪ କଲା ଭାରତ । ଉଭୟ ଦଳ ପାଇଁ ଏହା ହାଇଭୋଲ୍ଟେଜ୍ ମ୍ୟାଚ୍ ।

LEAVE A REPLY

Please enter your comment!
Please enter your name here