କୋରାପୁଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, HALରେ ନୂଆ ଉତ୍ପାଦନ ଲାଇନ୍ର ଶିଳାନ୍ୟାସ
କୋରାପୁଟ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୋରାପୁଟ ଜିଲ୍ଲାର ସୁନାବେଡ଼ାରେ ହେଲିପ୍ୟାଡ୍ରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବରିଷ୍ଠ ପ୍ରତିରକ୍ଷା ଓ ପ୍ରଶାସନିକ ଅଧିକାରୀମାନେ...
ଛାତ୍ର ସଂସଦ ନିର୍ବାଚନରେ ଅଣଛାତ୍ରଙ୍କ ଉପରେ ରହିବ ପୁଲିସର କଡ଼ା ନଜର
ଭୁବନେଶ୍ୱର: ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ଫେରିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଛାତ୍ର ନିର୍ବାଚନ ବେଳେ ଅଣଛାତ୍ରଙ୍କ ପ୍ରବେଶ ଉପରେ କଡ଼ା ନଜର ରଖାଯିବ ବୋଲି ଆରକ୍ଷୀ...
ଭାରତୀୟ ମହିଳା ଦଳର ନେତୃତ୍ୱରୁ ହରମନପ୍ରୀତଙ୍କ ବିଦାୟ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ସଫଳ ତଥା ଅଭିଜ୍ଞ ଅଧିନାୟିକା ହରମନପ୍ରୀତ କୌର ସବୁ ଫର୍ମାଟ୍ର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ୩୭ ବର୍ଷୀୟା ଏହି ଆଇସିସି ବିଶ୍ୱକପ ବିଜୟୀ କ୍ୟାପ୍ଟେନ୍ ଇନଷ୍ଟାଗ୍ରାମ୍ରେ...
ଭୁବନେଶ୍ୱରରେ ଖୋଲିବ ‘ଗ୍ରୀନ୍ ଏନର୍ଜି ଏକ୍ସିଲେନ୍ସ ସେଣ୍ଟର; OHPC ଓ WSC ମଧ୍ୟରେ ଏମଓୟୁ ସ୍ୱାକ୍ଷର
ଭୁବନେଶ୍ୱର: ଭୁବନେଶ୍ୱରରେ ସ୍ଥାପନ ହେବ ‘ଗ୍ରୀନ୍ ଏନର୍ଜି ଏକ୍ସିଲେନ୍ସ ସେଣ୍ଟର’। ଏନେଇ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚପିସି) ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବିଶ୍ୱ...
ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରୁ ସୋମବାର ଦିନ ଜଣାଶୁଣା ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ, ନୃତ୍ୟ ନିର୍ଦ୍ଦେଶକ ତଥା ଚିତ୍ରନାଟ୍ୟ ଲେଖକ ଏସ୍.କେ. ମୁରଲୀଧରନ୍ଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା...
ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ରଭବ୍ୟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଆ ସିନେମାର ଗୌରବଜ୍ୱଳ ଅତୀତକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ନବକଳେବର ପ୍ରାପ୍ତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ର ସୋମବାର ଦିନ ଭବ୍ୟ ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ...
୩ ବୈଜ୍ଞାନିକଙ୍କୁ ମିଳିବ ୨୦୨୬ ଚିକିତ୍ସା ବିଜ୍ଞାନ ନୋବେଲ
ନୂଆଦିଲ୍ଲୀ: ମାନବ ମସ୍ତିଷ୍କର ଜଟିଳ ଗଠନ, ଭାବନା ଏବଂ ସ୍ମୃତି ଶକ୍ତିର ନିୟନ୍ତ୍ରଣ ପଛରେ ଥିବା ଗୂଢ଼ ରହସ୍ୟକୁ ଉନ୍ମୋଚନ କରି ଆଲୋକ ଜରିଆରେ ସ୍ନାୟୁ କୋଷକୁ ପରିଚାଳନା କରିବାର ଯୁଗାନ୍ତକାରୀ କୌଶଳ ପାଇଁ ୨୦୨୬ ମସିହାର...
୮ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଉତ୍ତର ପ୍ରଦେଶ ବିଜେପି
ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ ବିଜେପି ଆଠଟି ରାଜ୍ୟସଭା ପ୍ରାର୍ଥୀ ନାମ ଘୋଷଣା କରିଛି | ପ୍ରକାଶିତ ତାଲିକାରେ ଧର୍ମପାଳ ସିଂହ, ରାଧାକାନ୍ତ ଓଝା, ପ୍ରକାଶ ପାଲ, ବିଦ୍ୟାସାଗର ସୋନକର, ଗୋପୀ କୃଷ୍ଣ ପାଣ୍ଡେ, ପ୍ରିୟଙ୍କା ସିଂହ...
ଅକ୍ଟୋବର ୧୦ରେ ବଡ଼ ଜନଆନ୍ଦୋଳନ ପାଇଁ ସିଜେପିର ଆହ୍ୱାନ
ନୂଆଦିଲ୍ଲୀ: ଏସ୍ଆଇଆର ବିବାଦକୁ ନେଇ ଦଳ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏପରି ବିକ୍ଷୋଭର ଆହ୍ୱାନ ଦେଇଛି। କିନ୍ତୁ ଏହି ବଡ଼ ବିକ୍ଷୋଭ ପୂର୍ବରୁ କେନ୍ଦ୍ର ସରକାର ଦିଲ୍ଲୀ ପୁଲିସ୍ ଜରିଆରେ ସିଜେପି...
ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର: ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ। ୧୬ରେ ଶପଥଗ୍ରହଣ ସମାରୋହ। ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ସୂଚନା ଦେଲେ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି ଯେ, କଲେଜ ପକ୍ଷରୁ ୭ ତାରିଖରେ ପ୍ରକାଶ ପାଇବ...


















