23.1 C
Bhubaneswar
Tuesday, October 27, 2026
-Advertisement-

ଯୁବକକୁ ଅପହରଣ ପରେ ଗୁଳି କରି ହତ୍ୟା; ଗ୍ରାମବାସୀଙ୍କ ରାସ୍ତାରୋକ

ରାୟଗଡା: ଇନ୍ଦିରା ନଗର ଅଞ୍ଚଳରୁ ବନ୍ଧୁକ ଦେଖାଇ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ, ଆଜି ତାଙ୍କର ଗୁଳିବିଦ୍ଧ ମୃତଦେହ ତୁମ୍ବିଗୁଡା ଅଞ୍ଚଳରୁ ଉଦ୍ଧାର ହୋଇଛି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତଦେହ ମିଳିବା ଘଟଣାରେ...

ବାଲିଅନ୍ତାରେ କନେଷ୍ଟବଳଙ୍କୁ ହତ୍ୟା ଘଟଣାର ସଠିକ୍ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା(ମବ୍‌ ଲିଞ୍ଚିଙ୍ଗ୍) ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘଟଣା ସମ୍ପର୍କରେ ସବିସ୍ତୃତ...

ପୋଲିସ ଉପରେ ଅସନ୍ତୋଷ ଝାଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବାଲିଅନ୍ତା ଭିଡ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରୁ ଫେରି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ପୋଲିସ ପଦାଧିକାରୀଙ୍କ ଏକ ବୈଠକ ଡାକିଥିଲେ ।...

ହୋର୍ମୁଜରେ କାର୍ଗୋ ଜାହାଜରେ ନିଆଁ ଲାଗି ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆଜି ହୋର୍ମୁଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ କାଠ କାର୍ଗୋ ଜାହାଜରେ ନିଆଁ ଲାଗିବା ପରେ ତାହା ସମୁଦ୍ରରେ ଓଲଟି ପଡ଼ିଥିଲା। ସରକାରୀ ସୂତ୍ର ଅନୁଯାୟୀ, ଦୁର୍ଘଟଣା ପରେ ସେହି ବାଟ ଦେଇ ଯାଉଥିବା ଅନ୍ୟ...

ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ବିଜେପି ବଙ୍ଗଳାରେ ଏକ ନୂତନ ସରକାର ଗଠନ କରିଛି । ଶୁଭେନ୍ଦୁ ଅଧିକାରୀ ଆଜି ରାଜ୍ୟର...

ୟୁନିସେଫ୍ ଓ ପୋଲିସ ବିଭାଗର ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମରେ କିଶୋର-କିଶୋରୀଙ୍କ ଯୋଗଦାନ

ଭୁବନେଶ୍ୱର: ପୋଲିସ ବିଭାଗ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ‘ଜୁଭେଣ୍ଟିକା’ ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କିଶୋର-କିଶୋରୀମାନଙ୍କୁ ସଚେତନ କରିବା ସହ ଅପରାଧ ଓ ସାଇବର ଠକେଇରୁ ଦୂରେଇ ରଖିବା ଏହାର ଲକ୍ଷ୍ୟରେ । ସାମାଜିକ ସଚେତନତା, ନିରାପତ୍ତା...

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍; ତତ୍ପରତା ଦେଖାଇଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର: ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପରତା ଦେଖାଇଲା ପୂର୍ତ୍ତ ବିଭାଗ । ପୁରୁଣା ଏୟାରପୋର୍ଟ ରୋଡ୍‌ ରେ ଥିବା ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍। ସରକାରୀ ରାସ୍ତା ଉପରେ ବ୍ୟାରିକେଡ୍ କରି ଯାତାୟାତରେ ବାଧା...

ରଥଯାତ୍ରା ଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ପୁରୀ ଟାଉନ ହଲ୍‌ଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରଥ...

ବାଲିପାଟଣାରେ ପୁଣି ମାଡ଼ମାରି ଯୁବକଙ୍କୁ ହତ୍ୟା ଅଭିଯୋଗ

ବାଲିପାଟଣା: ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମ ନିକଟ ଅଠାନ୍ତର ଛକରେ ଶୁକ୍ରବାର ଅପରାହ୍ନରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ଲୁହାରଡ଼ରେ ସାଙ୍ଗଙ୍କୁ ପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ। ମୃତ ଯୁବକ ହେଲେ ରାକେଶ ମହାନ୍ତି। ଖବର ପାଇବା...

TVKକୁ ସମର୍ଥନ ଦେଲେ ୩ ଦଳ, ବିଜୟ ଗଢିବେ ସରକାର

ନୂଆଦିଲ୍ଲୀ: ଶେଷରେ ବିଜୟଙ୍କୁ ମିଳିଛି ସମର୍ଥନ। ଏବେ ବିଜୟଙ୍କ ଟିଭିକେ ହିଁ ତାମିଲନାଡୁରେ ସରକାର ଗଢ଼ିବା ନେଇ ସ୍ପଷ୍ଟ ହୋଇଛି । ଗଣମାଧ୍ୟମର ସୂଚନା ଅନୁସାରେ ଆଜି, ସିପିଏମ, ସିପିଆଇ ଏବଂ ଭିସିକେ ଥାଲାପତି ବିଜୟଙ୍କ ଟିଭିକେକୁ ସମର୍ଥନ...
- Advertisement -

Latest article

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...

How Daytonaspin Protects Against Account Hacks

Contents1. Mandatory Two-Factor Authentication (2FA)2. Advanced Encryption and Data Handling Protocols3. Proactive Account Monitoring and Alerts4. The KYC Verification Process: A Protective Barrier5. Your...