28.1 C
Bhubaneswar
Tuesday, April 28, 2026
-Advertisement-

ସଠିକ କାମ କରୁନଥିଲେ ଦିଆଯିବ ବାଧ୍ୟତାମୂଳକ ଅବସର

ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ସରକାର। କେଉଁ ବିଭାଗରେ କେତେ ଅପାରଗ ବାବୁ ଅଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ଏହାର ଟିକନିକ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ମୁଖ୍ୟ ଶାସନ...

OTET ପ୍ରଶ୍ନପତ୍ର ଲିକ୍ ; ପ୍ରଧାନ ଶିକ୍ଷକ ନିଲମ୍ବିତ

ଓଟିଇଟି ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶିକ୍ଷା ବିଭାଗ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବିତ କରିଛି । ସେ କଳାହାଣ୍ଡି ସଦର ବ୍ଲକ୍ ଭେଜିପଦର...

ଟ୍ରମ୍ପ ଙ୍କୁ ଭାରତର କଡ଼ା ଜବାବ

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକ୍‌ । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଭାରତକୁ ଟାରିଫ୍‌ ର ଧମକ୍‌ ଦେଇ ଚାଲିଛନ୍ତି ଟ୍ରମ୍ପ । ଅତିରିକ୍ତ ଶୁଳ୍କ ଲଗାଇବାର ଧମକ ପରେ ଭାରତ...

ଉତ୍ତରକାଶୀରେ ପ୍ରକୃତିର ତାଣ୍ଡବ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ପୁଣି ଜଳ ପ୍ରଳୟ । ଗଙ୍ଗୋତ୍ରୀ ଧାମ ଓ ମୁଖୱା ନିକଟରେ ବାଦଲ ଫଟା ବର୍ଷା ହେବା ଦ୍ବାରା ଆସିଲା ଜଳ ପ୍ରଳୟ । ବାଦଲ ଫାଟିବା କାରଣରୁ ମଙ୍ଗଳବାର ପାହାଡ଼ ଉପରୁ ଦ୍ରୁତ ଗତିରେ ପାଣି...

ଭାରତ ବିରୋଧରେ ପାକିସ୍ତାନ ର ଷଡ଼ଯନ୍ତ୍ର ; ମୋହରା ସାଜିଛି ବାଂଲାଦେଶ

ଅପରେସନ୍ ସିନ୍ଦୂର’ ପରେ ଭାରତ ସହ ମୁହଁମୁହିଁ ହେବାର ସାହସ ହରାଇଛି ପାକିସ୍ତାନ। ଏବେ ନୂଆ ଚାଲ ଖେଳିବା ପ୍ରୟାସରେ ଅଛି। ଆମେରିକା ଶକ୍ତି ରେ ନିଜକୁ ଶକ୍ତିଶାଳି ଭାବି, ବାଂଲାଦେଶକୁ ମୋହରା ବନେଇ ଭାରତକୁ ପୂର୍ବଦିଗରୁ ଘେରିବା ଷଡଯନ୍ତ୍ର...

ଏଫଏମ୍ କଲେଜ ଛାତ୍ରୀ ପୋଡ଼ି ଘଟଣାରେ ବଡ଼ ଖୁଲାସା

ବାଲେଶ୍ବର ଏଫଏମ କଲେଜରେ ଛାତ୍ରୀ ପୋଡ଼ି ଘଟଣାରେ ମିଳିଛି ବଡ଼ ଅପଡେଟ୍ । ମିଳିଥିବା ସିସିଟିଭି ଫୁଟେଜ୍ ଅନୁସାରେ , ଘଟଣା ଦିନ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ସହ ମିଟିଙ୍ଗ ପରେ ବାହାରକୁ ଯାଇଥିଲେ । ସେଠାରୁ ନିଜେ ...

ଓଟିଇଟି ପ୍ରଶ୍ନ ପତ୍ର ଚୋରି ମାମଲା;ଉତ୍ତର ପିଛା ନେଉଥିଲେ ୫ ହଜାର ଟଙ୍କା

ଜେଲ୍ ଗଲେ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ନିହାର ମହାନ୍ତି । କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ ଏବଂ ନିହାର ମହାନ୍ତିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ...

ଏଫ୍ଏମ୍ କଲେଜ ଛାତ୍ରୀଙ୍କ ସହପାଠୀଙ୍କ ଗିରଫଦାରୀ ନିନ୍ଦା କଲା ଏବିଭିପି, କହିଲେ ଗଭୀର ରାଜନୈତିକ ଷଡ଼ଯନ୍ତ୍ର

ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଦୁଇ ସହପାଠୀଙ୍କୁ ଗିରଫଦାରୀକୁ ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏହା ଗଭୀର ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛି ଏବିଭିପି । ରାଜ୍ୟ ଏବିଭିପି ପକ୍ଷରୁ...

ବନ୍ଧା ହେଲେ ବୋର୍ଡ ଉପ-ସଭାପତି ନିହାର ମହାନ୍ତି

ବନ୍ଧା ହେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଡାଟା ଏଣ୍ଟ୍ରି ଅପରେଟର ଜିତନ ସହ ଶହେ ରୁ ଅଧିକ ଥର କଥାବାର୍ତ୍ତା ହୋଇଥିଲେ ନିହାର । ଯାହା ସନ୍ଦେହକୁ ବଢାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ରୁ ବାଟବଣା...

ଦିଲ୍ଲୀ AIIMSରୁ ଆଜି ଓଡ଼ିଶା ଆଣାଯିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ

AIIMS ହସ୍ପିଟାଲରେ 14 ଦିନର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ AIIMSରୁ ଆଜି ରାତିରେ ଅଣାଯିବ ନାବାଳିକାଙ୍କ ମୃତଦେହ । ରାତି ୯ଟା ରେ ଛାଡ଼ିବ ବିମାନ । ଏପଟେ ଗାଁକୁ...
- Advertisement -

Latest article

୯୦ ବର୍ଷରେ ପାଦ ରଖିଲା ଓଡ଼ିଆ ସିନେମା

ଭୁବନେଶ୍ୱର: ୧୯୩୬ ଏପ୍ରିଲ୍ ୨୮ରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ସହ ଆରମ୍ଭ ହୋଇଥିବା ଓଲିଉଡ୍‌ର ଯାତ୍ରା ଆଜି ୯୦ ବର୍ଷ ପୂରଣ କରିଛି। ଏହି ଅବସରରେ ସମଗ୍ର...

ନୂଆଦିଲ୍ଲୀରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ

ନୂଆଦିଲ୍ଲୀ: ଆଜି 'ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମ' ନୂଆଦିଲ୍ଲୀ ଠାରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । କେନ୍ଦ୍ର...

ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବ ନାହିଁ ସ୍ପଷ୍ଟ କଲା କଂଗ୍ରେସ

ଭୁବନେଶ୍ୱର:ରାଜ୍ୟ ରାଜନୀତିରେ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବ ନାହିଁ ସ୍ପଷ୍ଟ କରିଛି କଂଗ୍ରେସ ।...