କେଜ୍ରିଓ୍ୱାଲଙ୍କୁ ଧକ୍କା : ଆପରୁ ଇସ୍ତଫା ଦେଲେ 7 ବିଧାୟକ
ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶକ୍ତ ଧକ୍କା ଲାଗିଛି । ଆପରୁ ଇସ୍ତଫା ଦେଇଛନ୍ତି ସାତଜଣ ବିଧାୟକ । ମେହରୁଲି ବିଧାୟକ ନରେଶ ଯାଦବ, ତ୍ରିଲୋକପୁରୀ ବିଧାୟକ ରୋହିତ କୁମାର, ଜନକପୁରୀ ବିଧାୟକ ରାଜେଶ ରିଷି, କସ୍ତୁରବା ନଗର ବିଧାୟକ...
ସତ୍ୟବ୍ରତ ରାଉତ ଓଡିଶା ବିଧାନସଭାର ସଚିବ ନିଯୁକ୍ତ
ଆଇଏଏସ ସତ୍ୟବ୍ରତ ରାଉତଙ୍କୁ ରାଜ୍ୟ ସରକାର ଓଡିଶା ବିଧାନସଭାର ସଚିବ ପଦରେ ନିଯୁକ୍ତ କରିଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । 20213ରେ ଓଏଏସରୁ ଆଇଏଏସ ପାହ୍ୟାକୁ ପଦୋନ୍ନତି...
ଭଡା ମାଗିବାରୁ ଅଟୋ ଚାଳକଙ୍କୁ ଘୋଷାଡି ମାରିଲେ ଯୁବତୀ !
ଲକ୍ଷ୍ନୌ : ରାସ୍ତା ମଝିରେ ଅଟୋ ଚାଳକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ ଜଣେ ଯୁବତୀ । ଆଉ ଜଣେ ଯୁବତୀ ମୋବାଇଲରେ ଭିଡିଓ ସୁଟ୍ କରୁଥିଲେ । ଯୁବତୀ ଜଣକ ଅଟୋ ଡ୍ରାଇଭରଙ୍କ ବେକରେ ଏକ କପଡା ଗୁଡାଇ...
ରଙ୍ଗ ତୂଳୀର ନିଶାରେ ବିଭୋର ତିନି ସୃଜନଶୀଳ ସ୍ରଷ୍ଟା
ସୃଜନଶୀଳ ମଣିଷ ପାଇଁ ବୟସ ବାଧକ ନୁହେଁ । ପାରିପାର୍ଶ୍ବିକ ପରିବେଶ ଓ ପରିସ୍ଥିତି ପାଇଁ ଜଣେ ମଣିଷର ସୃଜନଶୀଳତା ଚାପି ହୋଇ କିଛି ଦିନ ଅବା କିଛି ବର୍ଷ ରହିଯାଇପାରେ । ମାତ୍ର ଟିକେ ସୁଯୋଗ ମିଳିଲେ ସୃଜନଶୀଳତା...
ବୁଲଡୋଜର ଚଲେଇ ଝୁମ୍ପୁଡି ଲୁଚେଇବାକୁ ପ୍ରୟାସ
ଭୁବନେଶ୍ବର: ଭୁବନେଶ୍ବରରେ ଗତ କିଛିଦିନ ଧରି ଚାଲିଛି ବୁଲଡୋଜର୍ । ରାସ୍ତାକଡ ଫୁଟପାଥରେ ବ୍ୟବସାୟ କରୁଥିବା ହଜାର ହଜାର ଉଠାଦୋକାନୀ, ଫଳ ବ୍ୟବସାୟୀ, ହୋଟେଲ, ଝୁମ୍ପୁଡି ଚାଳିଆ ଉପରେ ଚାଲିଛି ବୁଲଡୋଜର୍ । ବିଏମସି-ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପ୍ରତିଦିନ ବୁଲି...
ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂହ ଆଉ ନାହାଁନ୍ତି । 92 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଆଜି ସଂଧ୍ୟାରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏମର୍ଜେନ୍ସି ବିଭାଗରେ...
ପୁଷ୍ପା-ଟୁ ପ୍ରିମିୟର ସୋ ଦଳଚକଟାରେ ମୃତକଙ୍କ ପରିବାରକୁ ମିଳିବ ଦୁଇକୋଟି
ସାଉଥ ସୁପରଷ୍ଟାର ତଥା ପୁଷ୍ପା-ଟୁ ସିନେମାର ପ୍ରମିୟର ସୋ ବେଳେ ହୋଇଥିବା ଦଳାଚକଟାରେ ମୃତ୍ୟୁବରଣ କରିଥିବା 35 ବର୍ଷୀୟ ମହିଳାଙ୍କ ପରିବାରକୁ ଦୁଇକୋଟି ଟଙ୍କା ପ୍ରଦାନ କରାଯିବ । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାପା ଏହା ଘୋଷଣା କରିଛନ୍ତି...
ପ୍ରତିଷ୍ଠା ଦିବସରୁ ଷ୍ଟ୍ରାଟେଜୀ ବଦଳାଇବ ବିଜେଡି
ଡିସେମ୍ବର 26 । ବିଜେଡିର ପ୍ରତିଷ୍ଠା ଦିବସ । ଚବିଶବର୍ଷ ପରେ ବିଜେଡି କ୍ଷମତା ବାହାରେ ରହି ଦଳର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ତେବେ କ୍ଷମତାରୁ ଯିବା ପରେ ଦଳ ପାଳନ କରିବାକୁ ଯାଉଥିବା ପ୍ରତିଷ୍ଠା...
ସୋଆରେ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ ଆରମ୍ଭ
ଭୁବନେଶ୍ୱର, ଡିସେମ୍ବର ୧୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ରବିବାର ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆରମ୍ଭ ହୋଇଛି । ୮ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୦ଟି...
କୁଟ୍ଟେ, ଆଶୀଷ କାହାର ? ବିଜେଡିର ନା ବିଜେପିର ?
ଆଇପିଏସ ଡି.ଏସ. କୁଟ୍ଟେ ଓ ଆଶୀଷ ସିଂ କାହାର ? ବିଜେଡିର ନା ବିଜେପିର ? ନିର୍ବାଚନ ପୂର୍ବରୁ ଯେଉଁ ଦୁଇ ଅଧିକାରୀଙ୍କ ବିରୋଧରେ ବିଜେପି ନେତା ବିଷ ଉଦଗାରୁଥିଲେ, କ୍ଷମତାକୁ ଆସିବା ପରେ ସେଇ ଦୁଇ ବାବୁଙ୍କୁ କେମିତି...


















