ସାମ୍ବାଦିକଙ୍କୁ ମିଳିବ ପେନସନ୍
ସାମ୍ବାଦିକମାନଙ୍କୁ ମିଳିପାରେ ପେନସନ୍ । ଏହି ପ୍ରସ୍ତାବ ବର୍ତମାନ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ଜଣାଇଛନ୍ତି। ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ...
ଆତଙ୍କବାଦୀ ସଂଗଠନକୁ ସୁଦୃଢ଼ କରୁଛି ମସୁଦ ଆଝାର
ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦିନକୁ ଦିନ ତାର ନେଟୱାର୍କ ବିସ୍ତାର କରି, ମହିଳା ସଂଗଠନକୁ ସୁଦୃଢ଼ କରୁଛି । ଅନଲାଇନ ମାଧ୍ୟମରେ ଦିଆଯାଉଛି ତାଲିମ । ସୁରକ୍ଷା ଏଜେନ୍ସିମାନେ ସନ୍ଦେହ ପ୍ରକାଶ କରିଛନ୍ତି ଯେ...
SI ପରୀକ୍ଷା ଜାଲିଆତି: ସିଲିକନ ଟେକ୍ ସହ ଚୁକ୍ତି ବାତିଲ କଲେ ସରକାର
ଏସଆଇ ନିଯୁକ୍ତିରେ ଜାଲିଆତି ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡନ ସୃଷ୍ଟିହୋଇଥିଲା। ସରକାରଙ୍କ ପକ୍ଷରୁ ଏସଆଇ ଜାଲିଆତିର ତଦନ୍ତର ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ପରେ ଏହାର ତଦନ୍ତର ଭାର ସିବିଆଇକୁ ଦିଆଗଲା। ତଦନ୍ତରୁ ଜଣାପଡିଛି ଯେ ଏସଆଇ...
ଛାତ୍ରୀଙ୍କୁ ନିର୍ଯାତନା ଦେଇ ଅଧ୍ୟାପକ ବହିଷ୍କୃତ
ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି।ଛାତ୍ରୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସଙ୍ଗୀତ ମହାବିଦ୍ୟାଳୟ ପ୍ରିନ୍ସିପାଲ ,ଅଭିଯୁକ୍ତ ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ବହିଷ୍କୃତ କରାଯାଇଛି। । ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ...
ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଟିମ୍ ତାର ଚୂଡ଼ାନ୍ତ ଏକାଦଶ ତାଲିକା ଜାରି କରିଛି । ଦକ୍ଷିଣ ଆଫ୍ରିକା ପୂର୍ବରୁ ଭାରତ ଟିମ୍ ଘୋଷଣା କରିଛି । କିଛି ଦିନର ବିରତି ପରେ...
ଛତିଶଗଡ଼ ମାଓବାଦୀ ବିରୋଧୀ ଅପରେସନ୍: ୧୨ମାଓବାଦୀ ନିପାତ
ଛତିଶଗଡ଼ ବିଜାପୁରରେ ବୁଧବାର ଏକ ବଡ଼ ଧରଣର ମାଓବାଦୀ ବିରୋଧୀ ଅପରେସନ୍ ଆରମ୍ଭ ହୋଇଛି । ଲାଲବାହିନୀ ସହିତ ସୁରକ୍ଷାବାହିନୀର ଘମାଘୋଟ ଗୁଳି ବିନିମୟ ହୋଇଛି। ଏଥିରେ ୧୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୩...
୮ଲକ୍ଷ ଟଙ୍କାର ହିରୋଇନ ଜବତ : ୩ ଗିରଫ
ଯାଜପୁର ଜିଲା ଅବକାରୀ ବଭାଗ ଓ ଡୋଲିପୁର ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ୮୨ ଗ୍ରାମ ହିରୋଇନ ଜବତ କରିଛି,ଯାହାର ମୂଲ୍ୟ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ ହେବ । ...
ଫେବୃଆରୀରେ ହେବ ଯୁକ୍ତ ଦୁଇ ପରୀକ୍ଷା
ଯୁକ୍ତ ୨ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଛି ଏକ ବଡ଼ ଅପଡେ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୬ ଆସନ୍ତା ଫେବ୍ରୁଆରୀରୁ ଆରମ୍ଭ ହେବ ବୋଲି କୁହାଯାଇଛି।ଫେବୃଆରୀ ୧୮ରୁ ଆରମ୍ଭ...
ସାର କଳାବଜାରୀ: ୭୭ ଡିଲରଙ୍କ ଲାଇସେନ୍ସ ବାତିଲ
ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ । ସାର କଳାବଜାରୀ ଓ ବେଆଇନ ବିକ୍ରିକୁ ରୋକିବା ପାଇଁ ନିଆଯାଇଛି କଡା ଆକ୍ସନ...
କଫ୍ ସିରପ୍ ଦୁର୍ନିତୀ ମାମଲାରେ ଇଡିର ତଦନ୍ତ
ଉତ୍ତର ପ୍ରଦେଶର କଫ୍ ସିରପ୍ ଦୁର୍ନୀତିରେ ବହିଷ୍କୃତ କନେଷ୍ଟବଳ ଆଲୋକ ସିଂହ ଗିରଫ ହେବା ପରେ ତଦନ୍ତ ପ୍ରକ୍ରିୟା ଆହୁରି ତୀବ୍ର ହୋଇଛି। ଇଡି ଏହି ମାମଲାରେ ହସ୍ତକ୍ଷେପ କରିଛି। ପୂର୍ବାଞ୍ଚଳର ଦୁଇ ଜଣ ପ୍ରଭାବଶାଳୀ...


















