ଭିଜିଲାନ୍ସ ଜାଲରେ ପଡ଼ିଲେ କୋଟିପତି କିରାଣୀ
ଭିଜିଲାନ୍ସ ଜାଲରେ ପଡ଼ିଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟିପତି କିରାଣୀ।କିରାଣୀ ସୁବ୍ରତ ବେହେରା କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ଭିଜିଲାନ୍ସ ସୁବ୍ରତଙ୍କ ଘର ସହିତ ୪ଟି ସ୍ଥାନରେ ରେଡ କରିଛି । ୩୦ ଜଣ...
ସତ୍ୟବ୍ରତ ହତ୍ୟାକାଣ୍ଡର ଖୋଲିଲା ଗୁମର
ଭୁବନେଶ୍ୱର ନୀଳାଦ୍ରିବିହାର ରେ ହୋଇଥିବା ସତ୍ୟବ୍ରତ ହତ୍ୟା ଘଟଣାର ପୁଲିସ୍ ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡ କେମିତି ହେଇଥିଲା ତାହା ଏବେ ଜଣାପଡିଛି । ସତ୍ୟବ୍ରତକୁ ହତ୍ୟା କରିଥିବା ,ଦିନେଶ ନାୟକ ଦିନେଶ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଛି...
ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ ଭାରତ ବନ୍ଦ୍
କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଥିବାରୁ, ଫେବୃଆରୀ ୧୨ ତାରିଖ ଗୁରୁବାର ଦିନ ଓଡ଼ିଶା ସମ୍ପୂର୍ଣ୍ଣ ଭାରତ ବନ୍ଦ ପାଳନ କରିବ । ସୂଚନା ଅନୁଯାୟୀ, ଫେବୃଆରୀ ୧୨ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ୨୫୦ ନୂତନ ଆମ୍ବୁଲାନ୍ସ
ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ଦୃଢ଼ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୫୦ ଟି ନୂତନ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ଓଡିଶାବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା, ସମୟରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ...
ଭୁବନେଶ୍ୱରରେ ଉଦଘାଟିତ ହେଲା ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱରରେ ଆଜି ଉଦଘାଟିତ ହେଲା'ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ' ଶିବିର। ଆଇନ ଓ ଶୃଙ୍ଖଳା ପୋଲିସ ଏଡିଜି ସଞ୍ଜୟ କୁମାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ...
ଆୟୁଷ ଡାକ୍ତରଙ୍କ ଦରମା ୪୦ ହଜାରକୁ ବୃଦ୍ଧି
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ରାଜ୍ୟରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ।ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ଆୟୁଷ ସ୍ଵାସ୍ଥ୍ୟ ସେବାରେ ଅଧିକ ଉନ୍ନତି ଆସିବ ବୋଲି...
ଫ୍ରାନସଠାରୁ ୧୧୪ ରାଫାଲ୍ ଯୁଦ୍ଧବିମାନ କିଣିବ ଭାରତ
ଭାରତ ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ଫ୍ରାନସଠାରୁ କିଣିବ ୧୧୪ଟି ରାଫେଲ୍। ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଛି ଗ୍ରୀନ ସିଗନାଲ । ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍ସିଲ୍କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ...
ବିଜେଡିକୁ ଉପାସନାଙ୍କ ୩ ମାଙ୍କଡ ଉପାଖ୍ୟାନ
ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ର , ନାଁ ନ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,ଆମେ ସାଇକ୍ଲୋନ ଭଳିଆ ଆଗେଇ ଯାଉଛୁ। ଆଉ ଆଗକୁ ଅଟକିବୁ ନାହିଁ। ଏଇଟା ଥିଲା ଟ୍ରେଲର। ଆଗକୁ ପୂରା...
ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ; ଦୋଷୀକୁ ମିଳିଲା ଜେଲ୍ ଦଣ୍ଡ
ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ ଏକବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଅତିରିକ୍ତ ଦୌରା ଜଜ୍ ।ଗତବର୍ଷ ଅକ୍ଟୋବର ୨୮ ତାରିଖରେ ଛତିଶଗଡରୁ ମହାପ୍ରଭୁଙ୍କୁ ଦର୍ଶନ...
ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହେବ । ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା ହେବ । ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀକାନ୍ତ...



















