ଦେଢ଼ ମାସର ଶିଶୁ କନ୍ୟାକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର
ଭୁବନେଶ୍ୱର, ଜାନୁଆରୀ ୩୦ : ମା’ କୋଳକୁ ଏକା ସଂଗେ ଆସିଥିଲେ ତିନୋଟି ଶିଶୁ । ତେବେ ଦୁଇ ଶିଶୁଙ୍କର ଜନ୍ମ ହେବାର କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଯାଇଥିବା ବେଳେ ମା’ କୋଳରେ ଏକାକୀ ରହିଯାଇଥିବା ଶିଶୁ କନ୍ୟାଟିର...
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସୋଆରେ ଦୁଇ ଦିନିଆ ସଂପାନ
ଭୁବନେଶ୍ୱର, ୨ ଫେବୃଆରି: ଆସନ୍ତା ଫେବୃଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ରବିବାର...
କେଜ୍ରିଓ୍ୱାଲଙ୍କ ଘରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ୍ । ଦିଲ୍ଲୀରେ ଆପ୍ ସରକାରର ପତନ ଘଟାଇବା ପାଇଁ ବିଜେପି ଆମ୍ ଆଦମୀ ପାର୍ଟିର ସାତଜଣ ବିଧାୟକଙ୍କୁ କିଣିବା ପାଇଁ ଷଡଯନ୍ତ୍ର କରୁଛି ଏବଂ ପ୍ରତି ବିଧାୟକଙ୍କୁ 25 କୋଟି ଟଙ୍କା...
ମା ସମଲେଇ ପ୍ରକଳ୍ପ ଲୋକାର୍ପିତ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ରେ ମା ସମଲେଇ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି I 200 କୋଟି ଟଙ୍କାର ଏହି ପ୍ରକଳ୍ପରେ ମା ସମଲେଇ ମନ୍ଦିର ଓ ଏହାର...
ସମ୍ ସର୍ଜନଙ୍କ ସଫଳ ଚିକିତ୍ସା, ଲାରିଙ୍ଗୋମାଲାସିଆରେ ପୀଡ଼ିତ ଶିଶୁ ସୁସ୍ଥ ହେଲା
ଭୁବନେଶ୍ୱର, ଜାନୁଆରୀ ୨୭ : ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)ର ସର୍ଜନମାନେ ଲାରିଙ୍ଗୋମାଲାସିଆରେ ପୀଡ଼ିତ ଏକ ଶିଶୁକୁ ସଫଳତାର ସହ ଚିକିତ୍ସା କରିଛନ୍ତି । ଶିଶୁଟି ଜନ୍ମରୁ ଲାରିଙ୍ଗୋମାଲାସିଆ ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଥିଲା ।
ଏଭଳି ରୋଗରେ ପୀଡ଼ିତ...
ସୋଆ କ୍ୟାମ୍ପସ୍ରେ ସୌରଶକ୍ତି ପରିଚାଳିତ ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପିତ
ଭୁବନେଶ୍ୱର : ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ (ସିୟୁଏନ୍ୱାଇ)
ପରିଚାଳିତ ବ୍ରୋନକ୍ସ କମ୍ୟୁନିଟି କଲେଜ ପକ୍ଷରୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍ରେ ଏକ ସ୍ୱୟଂଚାଳିତ ସୌରଶକ୍ତି ପରିଚାଳିତ
ପାଣିପାଗ ଓ ବାୟୁ ଗୁଣବତା...
ବଦଳିଲେ ପୋଲିସ କମିଶନର
ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । କଟକ-ଭୁବନେଶ୍ବର ଟ୍ବିନସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ନୂଆ ପୋଲିସ କମିଶନର ଭାବେ ଗୁଇନ୍ଦା ନିର୍ଦ୍ଦେଶକ...
ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସଂପନ୍ନ
ଶେଷରେ ଅଯୋଧ୍ୟାରେ ବିରାଜିଲେ ରାମଲଲା । ଆଜି ରୀତିନୀତି ସହକାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସଂପନ୍ନ ହୋଇଛି । 51 ଇଞ୍ଚ ଉଚ୍ଚତାର ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଭାବେ ନୀତି ସଂପାଦନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମଲଲାଙ୍କ...
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଭୁବନେଶ୍ୱର, ୨୧/୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପରିଚାଳିତ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ଓଡିଶାର...
ଭବ୍ୟ ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପିତ
ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପିତ ହୋଇଛି । ତିନିଦିନ ଧରି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁଙ୍କ ସହ...

















