କୋର୍ଟକୁ ମିଳିଲା ବୋମା ଧମକ
ଶୁକ୍ରବାର ରାଜ୍ୟର ତିନୋଟି ଜିଲ୍ଲା ଅଦାଲତ "କଟକ ଜିଲ୍ଲା ଓ ଦୌର ଜର୍ଜ କୋର୍ଟ, ପୁରୀ ଜିଲ୍ଲା କୋର୍ଟ ଏବଂ ଫୁଲବାଣୀ ଜିଲ୍ଲା ଅଦାଲତକୁ" ବୋମାରେ ଉଡ଼ାଇ ଦେବାକୁ ଧମପପୂର୍ଣ୍ଣ ଇମେଲ୍ ଆସିଛି । ଏହା ପରେ କୋର୍ଟ ପରିସରକୁ...
ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା
ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢିବାରେ ଲାଗିଛି । ଆମେରିକା ଦୂତାବାସ ଶୁକ୍ରବାର ଇରାନରେ ରହୁଥିବା ନିଜର ନାଗରିକଙ୍କୁ ତୁରନ୍ତ ଇରାନ ଛାଡି ଦେବାକୁ ପରାମର୍ଶ ଦେଇଛି । ଇରାନ ସରକାର ନିଜର ସୁରକ୍ଷା...
ମର୍ଚ୍ଚାଣ୍ଟ ନେଭି ସାର୍ଥକ ମହାପାତ୍ର ମଝି ସମୁଦ୍ରରୁ ନିଖୋଜ;କେନ୍ଦ୍ରକୁ ଚିଠି ଲେଖିଲେ ନବୀନ
ଗତ ଫେବୃଆରୀ ୩ ତାରିଖରୁ ମଝି ସମୁଦ୍ରରୁ ସେ ନିଖୋଜ ହୋଇଯାଇଛନ୍ତି ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର। ଏବେ ତାଙ୍କର କିଛି ପତ୍ତା ମିଳୁନାହିଁ, ଯାହାକୁ ନେଇ ପରିବାର ଲୋକେ ବହୁତ ଚିନ୍ତିତ ଅଛନ୍ତି। ଘଟଣାକୁ...
ମାଓ ମୁକ୍ତ ଅଞ୍ଚଳ ହେଲା କୋରାପୁଟ
ଆଜିଠାରୁ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା । ଆଜି ସିପିଆଇ ମାଓବାଦୀ ମମତା ପୋଡ଼ିଆମୀର ଆତ୍ମସମର୍ପଣ ପରେ କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ । ମମତା...
ଟାରିଫ୍ ହ୍ରାସ ପରେ ମୋଦୀଙ୍କୁ ସମ୍ବର୍ଦ୍ଧିତ କଲା ଏନଡିଏ
ଭାରତ ଉପରେ ଆମେରିକାର ଟାରିଫ୍ ହ୍ରାସ ପରେ ପୁରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ପରେ ଏନଡିଏ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଂସଦ ପରିସରରେ ସମ୍ମାନୀତ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ JE
ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JEଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ, ମାଲକାନଗିରି TPSODLର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଏବଂ ତାଙ୍କ...
ଭାରତ ଉପରୁ ଟାରିଫ କମାଇଲା ଆମେରିକା
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାର କିଛି ସମୟ ପରେ, ଆମେରିକା ଭାରତ ଉପରେ ଶୁଳ୍କ ୨୫% ରୁ ୧୮% କୁ ହ୍ରାସ କରିଛି। ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି ଭାରତ ଏବଂ ଆମେରିକା ମଧ୍ୟରେ ଏକ...
ମହାନଦୀ ଜଳ ବିବାଦ: ନବୀନଙ୍କୁ କଡ଼ା କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା କାଉଣ୍ଟର କରିଛନ୍ତି। ୨୦୨୬ ବଜେଟ୍କୁ ନବୀନ ନିନ୍ଦା କରିବା ପରେ ସୋମବାର ଉପମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ପ୍ରଶ୍ନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ଜଳ...
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବା ପରେ ସେଠାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ...
ରାଜଧାନୀ ଉପକଣ୍ଠରେ କିନ୍ନରଙ୍କୁ ହତ୍ୟା
ପିପିଲି ଥାନା ଅନ୍ତର୍ଗତ ଉତ୍ତରା ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା କରାଯାଇଛି । ସେଥିପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି କିନ୍ନର ସମାଜ । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଏବଂ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ...

















