ପୁଅ କୁ ଜଳିଲା ସାବତ ମା
ପିଲାଟି ଦିନରୁ ମାଆ ମଲାପରେ ସାବତ ମା’କୁ ନିଜ ମା’ ମାନିଆସିଥିବା ପୁଅ ଆଜି ସେହି ସାବତ ମାଆ ହାତରେ ଜଳିଯାଇଛି । ମା’ ସାବତ ହୋଇଥିଲେ ବି ପୁଅ କିନ୍ତୁ ନିଜ ମା’ ବୋଲି ମାନିନେଇଥିଲା, କିନ୍ତୁ ମା...
କିସ୍ତୱାଡ଼ ରେ ବାଦଲ ଫଟା ବର୍ଷା;୬୦ରୁ ଅଧିକ ମୃତଦେହ ଉଦ୍ଧାର
ଉତ୍ତରାଖଣ୍ଡର ବିପର୍ଯ୍ୟୟ ପରେ, ଏବେ ଜମ୍ମୁ-କାଶ୍ମୀରର କିସୁୱାଡ଼ରେ
ବାଦଲଫଟା ବର୍ଷା କାରଣରୁ ବିପଦ ସୃଷ୍ଟି ହୋଇଛି । ପାଡ଼ର ଅଞ୍ଚଳର ଚଶୌଟୀ ଗ୍ରାମରେ ଗୁରୁବାର ପ୍ରବଳ ବର୍ଷା ହୋଇଛି। ଏହି ବାଦଲଫଟା ବର୍ଷାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି...
ପୁଣି ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ
ଦୀର୍ଘଦିନ ଧରି ଜଣେ ଯୁବତୀଙ୍କୁ ଘରେ ରଖ୍ ଶାରୀରିକ ନିର୍ଯାତନା କରାଯାଇଥିବା ଅଭିଯୋଗ ଉଠିଛି ଜଣେ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ । ରେଡିଓ ଷ୍ଟେସନରେ ଟେକ୍ନିସିଆନ ପଦରେ କାମ କରୁଥିବା ପ୍ରଦୀପ ମହାଳିକଙ୍କୁ ଏହି ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ...
ଦୀପାବଳୀ ରେ ମୋଦୀ ଦେବେ ବଡ଼ ଉପହାର
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଲାଲକିଲ୍ଲାରୁ ଏକ ବଡ଼ ଘୋଷଣା କରିଛନ୍ତି । ଦୀପାବଳିରେ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେବା ନେଇ ଘୋଷଣା କରିଛନ୍ତି । ଏଥର ଲୋକମାନେ ଦୁଇଗୁଣ ଦୀପାବଳି ଉପହାର ପାଇବେ ବୋଲି ମୋଦୀ କହିଛନ୍ତି ।...
ସଚିନ ତେନ୍ଦୁଲକର ଙ୍କ ପୁତ୍ର ,ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ
କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ଓ ତାଙ୍କ ବାନ୍ଧବୀ ସାନିୟା ଚାନ୍ଦୋକଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି। ବୁଧବାର ଏକାଧିକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ୨୫ ବର୍ଷ ବୟସ୍କ ଅର୍ଜୁନ ତେନ୍ଦୁଲକର ...
ଓଡ଼ିଶା ରେ ମୋହନ ଭାଗବତ
୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ । ଗତକାଲି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମୋହନ ଭାଗବତ ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ...
ସରକାରଙ୍କ ଯୁକ୍ତି ‘ଚିକେନ୍ ଖାଇ ହେଉଛନ୍ତି ପଶୁପ୍ରେମୀ’
ଦିଲ୍ଲୀ ଓ ଏନସିଆର୍ ଅଞ୍ଚଳରୁ ବୁଲା କୁକୁର ହଟାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଗୁରୁବାର ଶୁଣାଣି ହୋଇଛି। ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦୀପ ମେହଟ୍ଟା ଓ ଏନ୍.ବି. ଅଞ୍ଜରିଆଙ୍କ ଖଣ୍ଡପୀଠ ସମସ୍ତ ପକ୍ଷଙ୍କୁ ଶୁଣି ପରେ ରାୟ ସଂରକ୍ଷିତ ରଖିଛନ୍ତି। ...
ଭୁବନେଶ୍ବରରେ ହେବ ମେଟ୍ରୋ ପ୍ରକଳ୍ପ, ସୂଚନା ଦେଲେ କୃଷ୍ଣଚନ୍ଦ୍ର ମହାପାତ୍ର
ଭୁବନେଶ୍ବରରେ ନୂତନ ଡିଜାଇନ୍ରେ ମେଟ୍ରୋ ପ୍ରକଳ୍ପ ଆରମ୍ଭ କରାଯିବ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ଯେ, ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରକୁ ବିବଦ୍ଧ ପ୍ରସ୍ତାବ ପଠାଯିବ। ଏହି ପାଇଁ ଏକ ନୂତନ କମିଟି ଗଠିତ ହେବ...
ଦୃଷ୍ଟିହୀନ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦଣ୍ଡ ଶୁଣାଇଲେ ଝାରସୁଗୁଡ଼ା POCSO କୋର୍ଟ
ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଝାରସୁଗୁଡା ଜିଲ୍ଲା ପୋକ୍ସୋ କୋର୍ଟର ଅତିରିକ୍ତ ବିଚାରପତି ୧୦୦ ଦିନ ଭିତରେ ରାୟ ଦେଇ ଦୋଷୀ ଗିରିଧାରୀ ନାଏକକୁ ଆଜୀବନ କାରାଦଣ୍ଡ ଦଣ୍ଡିତ କରିଛନ୍ତି। ୨୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ...
ବରଗଡ଼ ନାବାଳିକା ପୋଡ଼ି ଘଟଣା : ମୃତ ନାବାଳିକାର ଭାଇକୁ ବାନ୍ଧିଲା ପୋଲିସ
ବରଗଡ଼ ନାବାଳିକା ମୃତ୍ୟୁ ମାମଲାରେ ନୂଆ ମୋଡ । ପୁଲିସ ଓ ପରିବାରଙ୍କ ବୟାନରେ ସ୍ପଷ୍ଟ ଅସମ୍ମତି ଦେଖାଦେଇଛି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ କହିଛନ୍ତି, ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି । କିନ୍ତୁ ମୃତ ପୀଡ଼ିତାଙ୍କ...



















