ଆଇନ୍ ମନ୍ତ୍ରୀ କହିଲେ ୨ ଜଣ ଏକ୍ସପର୍ଟଙ୍କ ଦ୍ୱାରା ରତ୍ନଭଣ୍ଡାର ଗଣତି ହେବ
ରତ୍ନଭଣ୍ଡାର ଗଣତିମଣତି ପାଇଁ ୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ଚିଠି ଲେଖିଛନ୍ତି ସରକାର । RBI ୨ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି । ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ । କମିଟି...
ପାକିସ୍ତାନ କୁ ଭାରତ ର ଝଟକା
ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ପରେ ଭାରତ ୧୮୫୬ ମେଗାୱାଟ୍ର ସାୱାଲକୋଟ୍ ଜଳବିଦ୍ୟୁତ୍ ପ୍ରକଳ୍ପ ଆଗେଇଛି । ଜମ୍ମୁ ଓ କାଶ୍ମୀରର ରମ୍ବନ ଓ ଉଧମପୁର ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମାଣ ହେବାକୁ ଥିବା ୧୮୫୬ ମେଗାୱାଟ୍ ସାୱାଲକୋଟ୍...
ବିଜ୍ଞାନ ଯୁଗରେ ଏବେ ବି ବଞ୍ଚି ରହିଛି ଅନ୍ଧିବଶ୍ୱାସ
ବିଜ୍ଞାନ ଏତେ ଆଗକୁ ବଢ଼ିବା ପରେ ବି କିଛି ଅଞ୍ଚଳରେ ଅନ୍ଧବିଶ୍ୱାସ ଆଜି ମଧ୍ୟ ବଞ୍ଚିଛି। କୋରାପୁଟ ଜିଲ୍ଲାର ଏକ ଆଦିବାସୀ ଗାଁ ପାତ୍ରଗୁଡ଼ାରେ ଦୁଇ ଯୁବକ କେବଳ ଦୁଇଟି କାଉଯୋଡି ଦେଖିଥିଲେ ବୋଲି ମୃତ ଘୋଷିତ ହୋଇଗଲେ। ଗାଁର...
ସିଏମସିର ୩୦ ଜଣ କର୍ମଚାରୀଙ୍କୁ ସୋ’ କଜ୍ ନୋଟିସ୍ ପଠାଇଲେ ନୂଆ କମିଶନର
ସିଏମସିର ନୂଆ କମିଶନର କିରଣଦୀପ କୌର ସହୋଟା ନେଲେ ବଡ ଆକ୍ସନ । ଓଫିସକୁ ସମୟରେ ନାଆସୁଥିବାରୁ ୩୦ ଜଣ କର୍ମଚାରୀଙ୍କୁ ଶୋ କଜ୍ ନୋଟିସ୍ ପଠାଇଛନ୍ତି। ଏହି ନୋଟିସ୍ରେ କୁହାଯାଇଛି ଯେ, ଯଦି ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟ...
ଭାରତ କୁ ଆମେରିକା ର ବଡ଼ ଝଟକା
ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି । ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନୀ ଉପରେ ପ୍ରତିବନ୍ଧକ ଲାଗୁ କରିଛି ଆମେରିକା । କାରଣ ହେଉଛି, ଏହି କମ୍ପାନୀଗୁଡ଼ିକ ଇରାନ ସହ ବ୍ୟବସାୟ କରୁଥିଲେ, ଯେଉଁଥିରୁ ଇରାନ ଆପଣାର ଆୟର...
ଟ୍ରମ୍ପଙ୍କ ବିଦ୍ରୁପ- ଭାରତ ଗୋଟେ ମୃତ ଅର୍ଥନୀତି, ଋଷ ସାଙ୍ଗେ ମିଶି ବୁଡିମରୁ
ଆମେରିକା ସମଗ୍ର ବିଶ୍ବରେ ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ବୋଲି ଯେଉଁ ଦେଶ ପ୍ରତି ଯାହା ଆକ୍ଷେପ କରିବ, ତାହାଲ ଗ୍ରହଣ ଯୋଗ୍ୟ ନୁହେଁ । ମାତ୍ର ଆମେରିକାର ପ୍ରଭାବ ପାଇଁ ଭାରତ ସମେତ ଅଧିକାଂଶ ଦେଶ ଆମେରିକା ବିରୋଧରେ ମୁହଁ...
ମେୟରଙ୍କୁ ଘେରିଲେ କର୍ପୋରେଟର
କଟକ ମହାନଗର ନିଗମର ୩୩ତମ ସାଧାରଣ ପରିଷଦ ବୈଠକ ହୋଇଥିଲା । ନୂତନ କମିସନର ଭାବରେ କିରଣଦୀପ କୌର ସାହୋତା ଦାୟିତ୍ଵ ନେବା ପରେ ପ୍ରଥମ କରି କାଉନସିଲ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକ ଆରମ୍ଭରୁ ହଟ୍ଟଗୋଳ...
ଉତକ୍ଷେପଣ ହେଲା ନିସାର
ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍କ୍ଷେପଣ ହେଲା NISAR ଉପଗ୍ରହ । GSLV-F16 ଜରିଆରେ ମହାକାଶ ପଠାଗଲା ନିସାର । ଇସ୍ରୋ ଏବଂ ନାସାର ମିଳିତ ଅଭିଯାନ । ପ୍ରଥମ ଥର ପାଇଁ ନାସା-ଇସ୍ରୋ ସିନ୍ଥେଟିକ୍ ଆପରେଚର ରାଡାର ସାଟେଲାଇଟକୁ GSLV-S16 ଜରିଆରେ...
ନଦୀ କୁ ଖସିଲା ଯବାନ ଙ୍କ ବସ
ଜମ୍ମୁ କାଶ୍ମୀରର ଗାଣ୍ଡେରବଲ ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବୁଧବାର ଏଠାରେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ନଦୀକୁ ଖସିପଡ଼ିଛି । ସୌଭାଗ୍ୟବଶତଃ ଯବାନମାନଙ୍କର କୌଣସି ଅସୁବିଧା ହୋଇ ନାହିଁ । ସୂଚନା...
OTET ପ୍ରଶ୍ନପତ୍ର ଲିକ୍, ଧରା ପଡିଲେ ଅଭିଯୁକ୍ତ
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ବୋର୍ଡ ଅଫିସ୍ର ଜଣେ କର୍ମଚାରୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଥିବା ସୂଚନା । କ୍ରାଇମ୍ବ୍ରାଞ୍ଚ ଅଧିକାରୀ ବୋର୍ଡ ଅଫିସ୍ର କର୍ମଚାରୀଙ୍କୁ ଜେରା କରୁଥିବା ନେଇ ସୂଚନା ରହିଛି । ଏହି ମାମଲାରେ...



















