ନଦୀ କୁ ଖସିଲା ଯବାନ ଙ୍କ ବସ
ଜମ୍ମୁ କାଶ୍ମୀରର ଗାଣ୍ଡେରବଲ ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବୁଧବାର ଏଠାରେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ନଦୀକୁ ଖସିପଡ଼ିଛି । ସୌଭାଗ୍ୟବଶତଃ ଯବାନମାନଙ୍କର କୌଣସି ଅସୁବିଧା ହୋଇ ନାହିଁ । ସୂଚନା...
OTET ପ୍ରଶ୍ନପତ୍ର ଲିକ୍, ଧରା ପଡିଲେ ଅଭିଯୁକ୍ତ
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ବୋର୍ଡ ଅଫିସ୍ର ଜଣେ କର୍ମଚାରୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଥିବା ସୂଚନା । କ୍ରାଇମ୍ବ୍ରାଞ୍ଚ ଅଧିକାରୀ ବୋର୍ଡ ଅଫିସ୍ର କର୍ମଚାରୀଙ୍କୁ ଜେରା କରୁଥିବା ନେଇ ସୂଚନା ରହିଛି । ଏହି ମାମଲାରେ...
ଋଷରେ ବଡ଼ ଧରଣର ଭୂମିକମ୍ପ
ଋଷରେ ସକାଳୁ ସକାଳୁ ବଡ଼ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୮ ଦଶମିକ ୮ ରହିଛି । ଭାରତୀୟ ସମୟ ଭୋର ୪ଟା ୫୪ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଋଷର ୨୪...
ପରଦାକୁ ଆସିବ ଇନ୍ଦୋର ହନିମୁନ୍ ହତ୍ୟାକାଣ୍ଡର କାହାଣୀ
ଇନ୍ଦୋରର ପ୍ରସିଦ୍ଧ ରାଜା ରଘୁବଂଶୀ ହତ୍ୟା ମାମଲା ଏବେ ବି ଖବରର ଶିରୋନାମା ପାଲଟିଛି। ରାଜା ରଘୁବଂଶୀ ହତ୍ୟାକାଣ୍ଡର କାହାଣୀକୁ ପରଦାରେ ଆଣିବା ପାଇଁ ଏବେ ପ୍ରସ୍ତୁତି ଚାଲିଛି। ରାଜାଙ୍କ ପରିବାର ଏବେ ନ୍ୟାୟ ପାଇଁ ଲଢେଇ ଲଢୁଥିବା ବେଳେ...
ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଟ୍ରମ୍ପ କହିଲେ-ଆକ୍ରମଣ ବନ୍ଦ କର
ସ୍କଟଲାଣ୍ଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷକୁ ଶେଷ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଦୁଇ ସପ୍ତାହରୁ କମ୍ ସମୟ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବା ଉଚିତ।...
ପହଲଗାମର ୩ ଆତଙ୍କୀଙ୍କୁ ନିପାତ କରିଛୁ: କହିଲେ ଅମିତ ଶାହ
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସଂସଦକୁ ଏହା ଅବଗତ କରାଇଛନ୍ତି ଯେ, ପହଲଗାମ ଆତଙ୍କୀ ହମଲାରେ ସଂପୃକ୍ତ ତିନି ଆତଙ୍କବାଦୀ ନିପାତ ହୋଇ ସାରିଛନ୍ତି । ଅପରେସନ ମହାଦେବ ସମୟରେ ଭାରତୀୟ ସେନା, ସିଆରପିଏଫ ଓ ଜମ୍ମୁ-କାଶ୍ମୀର...
ପଲିଟିକ୍ସ ସ୍କାଣ୍ଡାଲ୍
ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଜେନା ସେକ୍ସ ସ୍କାଣ୍ଡାଲରେ ଗିରଫ ହେବା ଘଟଣାକୁ ନେଇ ରାଜନୀତି ଉଠୁଛି ପଡୁଛି । ତା ପୂର୍ବରୁ ଛାତ୍ର କଂଗ୍ରେସ ନେତା ଉଦିତ ପ୍ରଧାନ ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିଲେ ।...
ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଶିକ୍ଷକ ନିଲମ୍ବିତ
ଛାତ୍ରୀଙ୍କୁ ଅସଦାଚରଣ ମାମଲା ଅଭିଯୁକ୍ତ ଶିକ୍ଷକ ଅମର ପ୍ରସାଦ ମଲିକଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଏବଂ ଶିକ୍ଷକଙ୍କୁ ନିଲମ୍ବିତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ କେନ୍ଦ୍ରାପଡ଼ାଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।...
ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍
ଉଚ୍ଚ ଶିକ୍ଷା ବିଭାଗର ଇନଷ୍ଟା ଆକାଉଣ୍ଟ ହ୍ୟାକ୍ ହୋଇଥିବା ଅଭିଯୋଗ । ପେଜ୍ରେ କେହି ଅଶ୍ଳୀଳ ଭିଡିଓ ଅପଲୋଡ୍ କରି ଦେଇଥିବା ଅଭିଯୋଗ ହୋଇଛି । ତେବେ କିଏ ହ୍ୟାକର ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି । ସେନେଇ...
ପହଲଗାମ ନରସଂହାରରେ ସାମିଲ ୩ ଆତଙ୍କବାଦୀଙ୍କୁ ନିପାତ କଲା ସେନା
ଜମ୍ମୁ-କାଶ୍ମୀରରେ ପୁଣି ଥରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇ ଯାଇଛି । ସଦ୍ୟତମ ଖବର ଅନୁଯାୟୀ, ଯବାନମାନେ ଅପରେସନ ମହାଦେବ ଜରିଆରେ ପହଲଗାମ ନରସଂହାରରେ ସାମିଲ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଘେରି ଏନକାଉଣ୍ଟରରେ ୩ ଜଣଙ୍କୁ ନିପାତ...



















