ପ୍ରଳୟ ୬ ର ସଫଳ ଉତକ୍ଷେପଣ
ସୋମବାର ସକାଳ ୯.୪୫ ସମୟରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍କ୍ଷେପଣ କରାଯାଇଛି। ଅବଦୁଲ କଲାମ ଆଇଲାଣ୍ଡରୁ ଏହା ଉତ୍କ୍ଷେପଣ କରାଯାଇଛି। DRDO ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ର ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି।...
ଏ.ଆଇ ପାଇଁ ଟିସିଏସରୁ 12 ହଜାର କର୍ମଚାରୀ ଚାକିରୀ ହରାଇବେ
ଭାରତର ସର୍ବବୃହତ୍ ଆଇଟି ସେବା ପ୍ରଦାନକାରୀ ଟାଟା କନସଲ୍ଟେନ୍ସି ସର୍ଭିସେସ୍ - ଟିସିଏସ 2026 ଆର୍ଥିକ ବର୍ଷରେ ନିଜ କର୍ମଚାରୀ ସଂଖ୍ୟାର 2 ପ୍ରତିଶତ କମାଇବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହାଦ୍ବାରା କଂପାନୀର ମଧ୍ୟମ...
ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ
ଆମ୍ୱୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ । ବିହାରର ଗୟାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । ଜୁଲାଇ ୨୪ରେ ହୋମଗାର୍ଡ ପରୀକ୍ଷା ବେଳେ ଅଚେତ୍ ହୋଇଥିଲେ ମହିଳା । ଡାକ୍ତରଖାନା ନେବା ବାଟରେ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଗୟା...
ସୀମା କୁ ନ ଯିବାକୁ ନିର୍ଦ୍ଦେଶ ଦେଲା ଭାରତ
କମ୍ବୋଡ଼ିଆ-ଥାଇଲାଣ୍ଡ ଉତ୍ତେଜନା ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । ସୀମାନ୍ତ ଉତ୍ତେଜନା ଅଞ୍ଚଳକୁ ନଯିବାକୁ ଭାରତୀୟଙ୍କୁ ପରାମର୍ଶ ଦେଇଛି ଦୂତାବାସ । ଏହାସହିତ ଜରୁରୀକାଳୀନ ହେଲ୍ପଲାଇନ୍ସ ନମ୍ବର ମଧ୍ୟ ଜାରି ହୋଇଛି । ଯୋଗାଯୋଗ ପାଇଁ...
ଲିଫ୍ଟ ଦେବା ବାହାନରେ ଦୁଇ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
ମାଲକାନଗିରିରେ ୨ ସ୍କୁଲ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ । ମୁଦୁଲିପଡା ଥାନା ସ୍କୁଲ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିଲେ...
ଉଡ଼ାଣ ପୂର୍ବରୁ ଲାଣ୍ଡିଂ ଗିଅରରେ ଲାଗିଲା ନିଆଁ
ଆମେରିକାରେ ଶନିବାର ଦିନ ଏକ ବଡ଼ ବିମାନ ଦୁର୍ଘଟଣା ଟଳି ଯାଇଛି। ଡେନଭର ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ଏକ ଯାତ୍ରୀବାହୀ ବିମାନର ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିଲା। ଯାହା ଯୋଗୁଁ ଏଥିରୁ ନିଆଁ ଏବଂ ଧୂଆଁ ବାହାରିବାକୁ ଲାଗିଲା। ସମସ୍ୟା...
ବାଲେଶ୍ବରରୁ ଗିରଫ ହେଲେ ଅମରେଶ ଜେନା
ଗିରଫ ହେଲେ ଅମରେଶ ଜେନା । ବାଲେଶ୍ୱରରୁ ବିଜେଡି ନେତାଙ୍କୁ ଗିରଫ କଲା ପୁଲିସ । ରାତିସାରା ଲକ୍ଷ୍ମୀସାଗର ପୁଲିସ କରିଥିଲା ରେଡ୍ । କାଲି 5 ଜଣ ସହଯୋଗୀ ଗିରଫ ହୋଇଥିଲେ । କର୍ପୋରେଟର୍ ଅମରେଶ ଜେନା ଓରଫ...
ଇରାନରେ କୋର୍ଟ ଉପରକୁ ଗ୍ରେନେଡ୍ ମାଡ଼
ଇରାନରେ କୋର୍ଟ ଉପରକୁ ଗ୍ରେନେଡ୍ ମାଡ଼। ଏହା ଏକ ବଡ ଧରଣର ଆତଙ୍କୀ ଆକ୍ରମଣ । ଇରାନର ଦକ୍ଷିଣ ପୂର୍ବରେ ଥିବା ଏକ କୋର୍ଟ ଉପରେ ହୋଇଥିବା ଆକ୍ରମଣରେ ଏବେ ସୁଦ୍ଧା ୮ଜଣଙ୍କ ଜୀବନ ଯିବା ସହ ୩୦ରୁ...
ଆତ୍ମସମର୍ପଣ କଲେ ୨୮ ମାଓବାଦୀ
ଆଜି ସୁକୁମା ଜିଲ୍ଲାରେ 5 ଜଣ ଓ ନାରାୟଣପୁର ଜିଲ୍ଲାରେ 8 ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଦନ୍ତେୱାଡା ଜିଲ୍ଲାରେ ପୁଣି 15 ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ 5 ଜଣଙ୍କ...
ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ; ସୁପ୍ରିମକୋର୍ଟ ଙ୍କ ଉଦବେଗ
କିଛି ଦିନରେ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି । ଏମିତିକି ବାଲେଶ୍ବର ଏଫଏମ କଲେଜ ଘଟଣା ବି ଚାଞ୍ଚଲ୍ୟ ଖେଳାଇଦେଇଛି । ଲଗାତାରଭାବେ ଏଭଳି ଖବରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ...



















