32.1 C
Bhubaneswar
Saturday, October 24, 2026
-Advertisement-

କଳିଙ୍ଗ ଷ୍ଟାଡିଅମରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ୍ ୨୦୨୬; ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିଅମଠାରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବସରରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ଟାଟା ଷ୍ଟିଲ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା ।...

ପନିର ଅପମିଶ୍ରଣ ଘଟଣାରେ ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

କଟକ: ନିଆଳି ପନିର ଅପମିଶ୍ରଣ ଘଟଣାରେ ସରକାରଙ୍କ ବଡ଼ ଆକ୍ସନ । କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି ନିର୍ଦ୍ଦେଶ ଦେଲେ ସରକାର । ସେ ନିଆଳି ଅଞ୍ଚଳର ଖାଦ୍ୟ ସୁରକ୍ଷା ଅଧିକାରୀ...

ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ମୃତ

ନାଗାଲାଣ୍ଡ: ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ ଜଣ ପ୍ରାଣ ହରାଇଛନ୍ତି । ୧୯ ଜଣଙ୍କ ଜୀବନ ଯିବା ପରେ ପୋଲିସ ପକ୍ଷରୁ ଗଠନ କରାଯାଇଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ । ରାଜ୍ୟ ଭିତରକୁ...

ପରିବହନ ବିଭାଗର କଠୋର ଆଭିମୁଖ୍ୟ:ମୁକୁଳା ଡ୍ରେନ୍‌ରେ ମୃତ୍ୟୁ ହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାରେ ଅବହେଳା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।ପରିବହନ ବିଭାଗର ଚିଠା ବିଜ୍ଞପ୍ତି ଅନୁଯାୟୀ ତ୍ରୁଟିପୂର୍ଣ୍ଣ ଡିଜାଇନ୍, ଭଙ୍ଗା ସ୍ଲାବ୍ କିମ୍ବା ଖୋଲା ଡ୍ରେନ୍ କାରଣରୁ...

ପାରାଦୀପ ବନ୍ଦରକୁ ମିଳିଲା ‘ମେଗା ପୋର୍ଟ’ର ମାନ୍ୟତା

ଭୁବନେଶ୍ୱର: ଭାରତ ସରକାର, ଭାରତୀୟ ବନ୍ଦର ଆଇନ ୨୦୨୫ ଧାରା ୭୩ର ଉପ-ଧାରା(୧) ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ପାରାଦୀପ ବନ୍ଦରକୁ ଆନୁଷ୍ଠାନିକ ଭାବରେ "ମେଗା ବନ୍ଦର" ଭାବରେ ମନୋନୀତ କରିଛନ୍ତି । ଏନେଇ ଶୁକ୍ରବାର ବନ୍ଦର...

ଭୁବନେଶ୍ୱରର ନୂଆ DCP ଭାବେ ଦାୟିତ୍ୱ ନେଲେ ସର୍ବଣା ବିବେକ ଏମ୍‌

ଭୁବନେଶ୍ୱର: ଆଜି ପୋଲିସ ସେବା ଭବନରେ ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଆଇପିଏସ ସର୍ବଣା ବିବେକ ଏମ୍‌ । ଏହା ପୂର୍ବରୁ ସେ ବ୍ରହ୍ମପୁର ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ରାଜ୍ୟ ସରକାର...

ସେପ୍ଟେମ୍ବର ୩୦ରେ ‘ଓଡ଼ିଶା ବନ୍ଦ’ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସ୍କୁଲ୍ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ 'ଓଡ଼ିଶା ବନ୍ଦ'...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଅଧିକାରୀ ଯିଏ କି ଚୌଦ୍ୱାର ମଣ୍ଡଳ କାରାଗାରର ଅଧୀକ୍ଷକ ସୁଜିତ ରାଉଳ ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ନିଲମ୍ୱିତ...

ଡିଜିପି ଚୟନ ପ୍ରକ୍ରିୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ସୂର୍ପ୍ରିମକୋର୍ଟଙ୍କପ୍ରଶ୍ନ

ନୂଆଦିଲ୍ଲୀ: ରାଜ୍ୟର ପରବର୍ତ୍ତୀ ଡିଜିପି ଚୟନ ପ୍ରକ୍ରିୟା, ବରିଷ୍ଠ ଆଇପିଏସ ଅଧିକାରୀ ସୁଶାନ୍ତ ନାଥଙ୍କ 'ଇଣ୍ଟିଗ୍ରିଟି ସାର୍ଟିଫିକେଟ୍‌' ପ୍ରତ୍ୟାହାର ଓ ଅସ୍ଥାୟୀ ଏକ୍ସ-କ୍ୟାଡ଼ର ଡିଜି ପଦବୀ ସୃଷ୍ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ...

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ, ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର: ସମ୍ବଲପୁର ସାଇବର ଥାନା ପୋଲିସ ନକଲି ସିମ୍‌ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚପୁଟର ସୂରଜ ବାଗ (୨୪), ସିନାପାଲିର ମାଳତୀ ଓରାମ...
- Advertisement -

Latest article

Programma Fedeltà Winnita: Punti e Ricompense Spiegati

IndiceCome Funziona il Programma Fedeltà di WinnitaGuadagnare Punti: Tassi e CalcoloLivelli VIP e Benefici EsclusiviConvertire i Punti e Ritirare le RicompenseDomande Frequenti e Risoluzione...

Tornei di Slot Betscore e Come Competere

IndiceCos'è un Torneo di Slot e Come FunzionaCome Iscriversi e Partecipare a un Torneo su BetscoreStrategie e Consigli per VincereRegole Comuni e Come Ritirare...

Perché il mio deposito Betscore è stato rifiutato dalla mia banca

Indice1. Motivi comuni per il rifiuto di un pagamento2. Come risolvere il problema passo dopo passo3. Metodi di pagamento alternativi consigliati4. Verifica del conto...