25.1 C
Bhubaneswar
Thursday, October 29, 2026
-Advertisement-

ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ

ଆଫଗାନିସ୍ତାନର ତାଲିବାନୀ ସେନା ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି। ପାକିସ୍ତାନର କାବୁଲ ଚେକ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ପରେ, ତାଲିବାନ ସେନା ଆକ୍ରମଣକୁ ତୀବ୍ର କରିଛି। ଆକ୍ରମଣରେ...

ମମତାଙ୍କ ବୟାନକୁ ନେଇ ତାଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ ବାଂଶୁରୀ ସ୍ୱରାଜ

ଓଡ଼ିଆ ଛାତ୍ରୀଙ୍କ ଉପରେ ହୋଇଥିବା ଗଣଦୁଷ୍କର୍ମ ଘଟଣା ପ୍ରତି ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ମତାମତ ନେଇ ବିପୁଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି।ତାଙ୍କ ବୟାନକୁ ସମ୍ବେଦନହୀନ ବୋଲି ଅଭିଯୋଗ କରି ବିଜେପି ସାଂସଦ ବାଂଶୁରୀ ସ୍ବରାଜ ତୀବ୍ର...

ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କ ପରିବାରକୁ ଝଟକା; IRCTC ଦୁର୍ନୀତି ମାମଲାରେ ଚାର୍ଜ ଫ୍ରେମ କଲା କୋର୍ଟ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାରକୁ ମିଳିଛି ବଡ଼ ଝଟକା । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆଇଆରସିଟିସି ମାମଲାରେ ଲାଲୁ ପରିବାର ବିରୁଦ୍ଧରେ ଠକେଇ ଓ...

ବିଜେଡ଼ିକୁ ମିଲୁନାହାନ୍ତିକି ପାର୍ଥି

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଛି ବଡ଼ ଝଟକା। ଜୟ ଢୋଲକିଆଙ୍କ ବିଜେପିରେ ଯୋଗଦାନ ପରେ ଦଳକୁ ମିଳିଛି ଝଟକା । ଦୀର୍ଘ ୨୪ ବର୍ଷର ଶାସନରେ ଥିବା ଦଳ ଏବେ ପ୍ରାର୍ଥୀ ସଂକଟ ସମସ୍ୟାର ସମ୍ମୁଖୀନ...

ଚୀନ୍ ଉପରେ ୧୦୦% ଶୁଳ୍କ ଲାଗୁ ପରେ କ୍ରୋଧିତ ହେଲା ଚୀନ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ୧୦୦% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ନୂତନ ବାଣିଜ୍ୟ ଯୁଦ୍ଧକୁ ଆମନ୍ତ୍ରଣ ଦେଇପାରେ ବୋଲି ଅନୁମାନ କରାଯାଉଛି। ଟ୍ରମ୍ପଙ୍କ...

ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ମାମଲା; ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମମତାଙ୍କୁ ଅନୁରୋଧ କଲେ ମୋହନ ମାଝୀ

ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏହି ଅପରାଧ ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ, ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ...

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏବେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତାଙ୍କ ବାପା। ସେ ସିଧାସଳଖ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇସାରନ୍ତାଣି।...

ପୂରୀ ଶ୍ରୀମନ୍ଦିରକୁ “ରେଡ୍ ଜୋନ” ଘୋଷଣା କଲା ଡିଯିସିଏ

ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଭାରତ ସରକାରଙ୍କ ଡିଜିସିଏ ଶ୍ରୀ ଜଗନ୍ନାଥ ମନ୍ଦିରକୁ "ରେଡ୍ ଜୋନ" ଭାବେ ଘୋଷଣା କରିଛି। ଏୟାରସ୍ପେଶ୍ ମ୍ୟାପରେ ଏଭଳି ତଥ୍ୟ ରହିଥିବା ଭାରତ...

IAS ସ୍ତରରେ ବଡ଼ ଧରଣର ଅଦଳବଦଳ

IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଚଞ୍ଚଲ ରଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେ ଏବେ ବିଏମ୍‌ସି କମିସନର ଦାୟିତ୍ୱରେ ବି ଅଛନ୍ତି ।...

ପୀତବାସ ପଣ୍ଡା ହତ୍ୟା ମାମଲା: CCTV ଫୁଟେଜ୍‌ରୁ ପୋଲିସକୁ ମିଳିଲା ବଡ଼ ତଥ୍ୟ

ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍ କହିଛନ୍ତି ସିସିଟିଭି ଫୁଟେଜ୍‌ରୁ ମିଳିଥିବା ତଥ୍ୟ ଆଧାରରେ ତଦନ୍ତ କରାଯାଉଛି। ପୀତବାସଙ୍କ ହତ୍ୟା...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...