27.8 C
Bhubaneswar
Wednesday, August 5, 2026
-Advertisement-

ସୋଆରେ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ ଆରମ୍ଭ

ଭୁବନେଶ୍ୱର, ଡିସେମ୍ବର ୧୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ରବିବାର ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆରମ୍ଭ ହୋଇଛି । ୮ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୦ଟି...

କୁଟ୍ଟେ, ଆଶୀଷ କାହାର ? ବିଜେଡିର ନା ବିଜେପିର ?

ଆଇପିଏସ ଡି.ଏସ. କୁଟ୍ଟେ ଓ ଆଶୀଷ ସିଂ କାହାର ? ବିଜେଡିର ନା ବିଜେପିର ? ନିର୍ବାଚନ ପୂର୍ବରୁ ଯେଉଁ ଦୁଇ ଅଧିକାରୀଙ୍କ ବିରୋଧରେ ବିଜେପି ନେତା ବିଷ ଉଦଗାରୁଥିଲେ, କ୍ଷମତାକୁ ଆସିବା ପରେ ସେଇ ଦୁଇ ବାବୁଙ୍କୁ କେମିତି...

ଛତିଶଗଡରେ ପୋଲିସ-ନକ୍ସଲ ମୁହାଁମୁହିଁ, 7 ନକ୍ସଲ ମୃତ

ଛତିଶଗଡ ନାରାୟଣପୁର ଜିଲ୍ଲା ଅବୁଝମାଡ ଜଙ୍ଗଲରେ ପୋଲିସ ଓ ନକ୍ସଲ ମୁହାଁମୁହିଁ । ଜିଲ୍ଲା ରିଜର୍ଭଫୋର୍ସ, ସିଆରପିଏଫ ଏବଂ ସ୍ପେସାଲ ଟାସ୍କ ଫୋର୍ସର ମିଳିତ ଅପରେସନରେ ମିଳିଛି ବଡ ସଫଳତା । ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାର ଅବୁଝମାଡ ଜଙ୍ଗଲରେ...

ବିଜେଡି ନେତାଙ୍କ ରୂପାନ୍ତରଣ ପ୍ରକ୍ରିୟା

ସମୟ ସବୁ ବଦଳେଇ ଦେଇଛି । ଚବିଶ ବର୍ଷର ବିଜେଡି ସରକାରର ପତନ ପରେ କ୍ଷମତାସୀନ ହୋଇଛି ବିଜେପି । ପୁଣି ନିର୍ବାଚନ ହେଲେ ବିଜେଡି ଯେ କ୍ଷମତାକୁ ଫେରିବ, ଏ ସାହସ ଜୁଟେଇ ପାରୁନାହାଁନ୍ତି ବିଜେଡି ନେତା ।...

କେବଳ ଦେଶ ନୁହେଁ, ସମଗ୍ର ବିଶ୍ବରେ ଓଡିଶାର ଗୁରୁତ୍ବ ବଢୁଛି

ଭୁବନେଶ୍ବର: ଡବଲ ଇଂଜିନ ସରକାରର ସୁଫଳ ଏବେ ଓଡିଶା ପାଇବା ଆରମ୍ଭ କରିଛି । କେବଳ ଦେଶ ନୁହେଁ, ସମଗ୍ର ବିଶ୍ବରେ ଓଡିଶାର ଗୁରୁତ୍ବ ବୃଦ୍ଧି ପାଇବା ଭଳି ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।...

ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଖାରଜ, 27 ତାରିଖରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ଭି.କେ. ପାଣ୍ଡିୟାନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଆଉ ଛ ମାସ ଛୁଟି ଅବଧି ବଢାଇବା ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଖାରଜ କରିଦେଇଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ମନୋଜ ମହାନ୍ତି ଆଜି ଶ୍ରୀମତୀ...

ମହାରାଷ୍ଟ୍ରରେ ବିଜେପିର ବିପୁଳ ବିଜୟ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ବନ୍ଦ୍ବ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ବଡ ବିଜୟ । 288 ଆସନ ମଧ୍ୟରୁ ବିଜେପି, ଶିବସେନା ଓ ଏନସିପି ମେଣ୍ଟକୁ 233 ଆସନ ମିଳିବା ସ୍ପଷ୍ଟ ହୋଇଯାଇଛି । ଏକାକୀ ବିଜେପି 130 ରୁ ଅଧିକ ଆସନ ପାଇବାକୁ ଯାଉଛି...

ଝାଡଖଣ୍ଡରେ କାମ କଲାନି ମୋଦୀ ମନ୍ତ୍ର, ସରକାର ଗଢିବ ଜେଏମଏମ ମେଣ୍ଟ

ଝାଡଖଣ୍ଡରେ ଫେଲ୍ ମାରିଲା ମୋଦୀ-ଶାହାଙ୍କ ଷ୍ଟ୍ରାଟେଜୀ । ମୋଟ 81 ବିଧାନସଭା ଆସନ ମଧ୍ୟରୁ ଇଣ୍ଡିଆ ମେଣ୍ଟକୁ ବଡ ସଫଳତା ମିଳିଛି । ଦ୍ବିତୀୟ ଥର ପାଇଁ ଜେଏମଏମ ନେତା ହେମନ୍ତ ସୋରେନ ସରକାର ଗଢିବାକୁ ଯାଉଛନ୍ତି । ଇଣ୍ଡିଆ...

ବୈକୁଣ୍ଠଧାମ ଭଙ୍ଗାଯିବା ଉପରେ ରହିତାଦେଶ

ଖଣ୍ଡଗିରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ ଭଙ୍ଗାଯିବା ନିଷ୍ପତ୍ତି ଉପରେ ରହିତାଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତାକାଲି (ଶୁକ୍ରବାର) ଦିନ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ଆଜି ମାଇକ ଯୋଗେ ଆଶ୍ରମ ପରିସର ଖାଲି...

ସରକାରୀ ଚାକିରୀ ଚୟନରେ ସ୍ବଚ୍ଛତା ପାଇଁ ନୂଆ ନୀତି : ଅପରାଧୀକୁ ମିଳିବ ଜେଲ୍, ଜୋରିମାନା

ସରକାରୀ ଚାକିରୀ ଚୟନ ପ୍ରକ୍ରିୟାରେ ବାରମ୍ବାର ତ୍ରୁଟି ଅଭିଯୋଗ । ପ୍ରଶ୍ନପତ୍ର ପ୍ରଘଟ ଠୁ ଆରମ୍ଭ କରି ଲାଞ୍ଚ କାରବାର । ଉପରୁ ସୁପାରିଶ । ଏମିତି ଚୟନ ପ୍ରକ୍ରିୟାକୁ ନେଇ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଥିଲେ ବେକାର ଯୁବକ ।...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...