ପୋଲିସ ଥାନାରେ ମହିଳାଙ୍କୁ ଗୁଳି
ପୋଲିସ ଥାନାରେ ମହିଳାଙ୍କୁ ଗୁଳି । ପାସପୋର୍ଟ ଯାଞ୍ଚ ପାଇଁ ଥାନାକୁ ଯାଇଥିବା ବେଳେ ଅଚାନକ ଥାନାରେ କାର୍ଯ୍ୟରତ ଜଣେ ପୋଲିସ ସବଇନିସପେକ୍ଟରଙ୍କ ବନ୍ଧୁକରୁ ଗୁଳି ଆସି ମହିଳାଙ୍କ ମୁଣ୍ଡରେ ବାଜିଥିଲା । ସାଙ୍ଗେ ସଙ୍ଗେ ସେ ତଳେ ପଡିଯାଇଥିଲେ...
ଲୋକସଭା ସାଂସଦ ପଦରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ
ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କୃତ କରାଯାଇଛି । ସାଂସଦ ଭାବେ ତାଙ୍କର କାର୍ଯ୍ୟକୁ ଆପତ୍ତିଜନକ, ଅନୈତିକ ଓ ଅପରାଧିକ ଦର୍ଶାଇ ଏଥିକ୍ସ କମିଟି ତାଙ୍କୁ ଲୋକସଭାରୁ ବହିଷ୍କୃତ କରିବା ପାଇଁ ସୁପାରିଶ କରିଥିଲା ।...
‘ପ୍ରଣବ ମାଇଁ ଫାଦର’ ପୁସ୍ତକରେ ରାହୁଲ ଓ ମୋଦିଙ୍କ ସଂପର୍କରେ ଶର୍ମିଷ୍ଠାଙ୍କ ରୋଚକ ତଥ୍ୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମଧ୍ୟରେ ଅଦ୍ଭୁତ ସଂପର୍କ । କଂଗ୍ରେସର ପ୍ରବୀଣ ନେତାରୁ ରାଷ୍ଟ୍ରପତି ପଦ ମଣ୍ଡନ କରି ସାରିଥିବା ପ୍ରଣବ ମୁଖାର୍ଜୀଙ୍କୁ ଯେତେବେଳେ ଦେଖନ୍ତି, ପାଦ ଛୁଇଁ ପ୍ରଣାମ କରନ୍ତି ପ୍ରଧାନମନ୍ତ୍ରୀ...
ଏବେ ବିଜେପି ଟାର୍ଗେଟରେ ଓଡିଶା
2024 ଅପ୍ରେଲରେ ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମରେ ବିଧାନସଭା ନିର୍ବାଚନ ହେବ । ଅର୍ଥାତ ସାଧାରଣ ନିର୍ବାଚନ ସହ ଏହି ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଏକସଙ୍ଗରେ ହେବ । ଏବେ ତିନୋଟି ରାଜ୍ୟରେ ବିଜେପି କ୍ଷମତା...
ହାରିଗଲେ ମୁଖ୍ୟମନ୍ତ୍ରୀ
ନିର୍ବାଚନରେ ହାରିଗଲେ ମୁଖ୍ୟମନ୍ତ୍ରୀ । ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡିଛି । କାମାରେଡ୍ଡୀ ଆସନରୁ ପ୍ରାର୍ଥୀ ହୋଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ କେସିଆରଙ୍କୁ ହରାଇଛନ୍ତି ବିଜେପିର ନବାଗତ ପ୍ରାର୍ଥୀ...
ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ ବିଜେପି, ତେଲେଙ୍ଗାନାରେ କଂଗ୍ରେସ
2024 ନିର୍ବାଚନ ପୂର୍ବରୁ ସେମି ଫାଇନାଲ । ଆଜି ଗଣତି ଚାଲିଥିବା ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ତିନୋଟି ରାଜ୍ୟରେ ସଫଳତା ହାସଲ କରିବାକୁ ଯାଉଛି । ମଧ୍ୟପ୍ରଦେଶରେ 230 ଆସନରୁ ବିଜେପି 159 ଆସନରେ ଆଗୁଆ ରହିଥିବା...
ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା : ସିଇସି
ଭୁବନେଶ୍ୱର, ଡିସେମ୍ବର ୧: ଦକ୍ଷିଣ - ପୂର୍ବ ବଙ୍ଗୋପ ସାଗର ଓ ତତ୍ ସଂଲଗ୍ନ ତାମିଲନାଡୁ ଉପକୁଳରେ ସୃଷ୍ଟି
ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା
ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ...
ଟନେଲରୁ ଉଦ୍ଧାର ଓଡିଆ ଶ୍ରମିକଙ୍କୁ ଦୁଇ ଲକ୍ଷ ଲେଖାଁଏ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ
ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଓଡିଆ ଶ୍ରମିକଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ ପାଣ୍ଠିରୁ ଦୁଇଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରିଛନ୍ତି । ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଏହି ଶ୍ରମିକମାନେ...
ଯୁବଗାଳ୍ପିକ ଡିଲେଶ୍ୱର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’
2023 ପାଇଁ ଯୁବଗାଳ୍ପିକ ଡିଲେଶ୍ୱର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ । ସେ ତାଙ୍କ ଗଳ୍ପ ସଙ୍କଳନ ‘ସେଁରରା’ ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୁରସ୍କାର ବାବଦକୁ ଶ୍ରୀ ରଣାଙ୍କୁ...
ଶେଷ ହେଲା 17 ଦିନର ସସପେନ୍ସ : ଟନେଲରୁ ଉଦ୍ଧାର ହେଲେ ଶ୍ରମିକ
ଉତ୍ତରାଖଣ୍ଡ ଟନେଲରେ ଗତ 17 ଦିନ ଧରି ଫସି ରହିଥିବା 41 ଶ୍ରମିକଙ୍କୁ ଟନେଲ ଭିତରୁ ଉଦ୍ଧାର କରାଯାଉଛି । ପ୍ରଥମେ ପାଞ୍ଚଜଣ ଶ୍ରମିକଙ୍କୁ ପାଇପ ଯୋଗେ ବାହାରକୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡିଶାର ଦୁଇଜଣ ଶ୍ରମିକ ତପନ...
















