ଶେଷ ହେଲା 17 ଦିନର ସସପେନ୍ସ : ଟନେଲରୁ ଉଦ୍ଧାର ହେଲେ ଶ୍ରମିକ
ଉତ୍ତରାଖଣ୍ଡ ଟନେଲରେ ଗତ 17 ଦିନ ଧରି ଫସି ରହିଥିବା 41 ଶ୍ରମିକଙ୍କୁ ଟନେଲ ଭିତରୁ ଉଦ୍ଧାର କରାଯାଉଛି । ପ୍ରଥମେ ପାଞ୍ଚଜଣ ଶ୍ରମିକଙ୍କୁ ପାଇପ ଯୋଗେ ବାହାରକୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡିଶାର ଦୁଇଜଣ ଶ୍ରମିକ ତପନ...
ପାରାଦୀପରେ ବୋଇତ ବନ୍ଦେଇଲେ ରାଷ୍ଟ୍ରପତି
ପାରାଦୀପରେ ବୋଇତ ବନ୍ଦେଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାରାଦୀପ ବନ୍ଦର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉସ୍ତବରେ ଯୋଗ ଦେଇ ରାଷ୍ଟ୍ରପତି ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରଂପରାର ସ୍ମୃତିଚାରଣ କରିଛନ୍ତି । ଓଡିଶାର ଏହି ବୋଇତ...
ପୁଣି ବାତ୍ୟା ଆଶଙ୍କା
ଦକ୍ଷିଣ ଆଣ୍ଡାମାନ ସାଗର ତଥା ଉତ୍ତର ଓଡିଶା-ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା 29 ତାରିଖରେ ଏହା ଅବପାତର ରୂପ ନେବ । କ୍ରମଶଃ ଏହି ଅବପାତ ବାତ୍ୟାର ରୂପ ନେବା ସହ ପଶ୍ଚିମ...
ବିଜେଡିରେ ଯୋଗ ଦେଲେ ପାଣ୍ଡିଆନ
ଯଦିଓ ବିଜୁ ଜନତା ଦଳ ପାଇଁ ସବୁ କିଛି କରୁଥିଲେ, ମାତ୍ର ଦଳ ଭିତରେ ସେ ନ ଥିଲେ । ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ...
ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍ଯାପିତ, ବିଶିଷ୍ଟ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୨୬/୧୧ : ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି ବ୍ୟାଖ୍ୟା କରିଛନ୍ତି ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକ...
କୋଚି ବିଶ୍ବବିଦ୍ୟାଳୟରେ ଦଳାଚକଟା, 4 ଜଣଙ୍କ ମୃତ୍ୟୁ
କୋଚି ବିଶ୍ବବିଦ୍ୟାଳୟର ସ୍କୁଲ ଅଫ ଇଂଜିନିୟରିଂରେ ଆଜି ସଂଧ୍ୟାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭୟଙ୍କର ଦଳାଚକଟା ହୋଇଛି । ଫଳରେ ଦୁଇଜଣ ଛାତ୍ରୀ ଓ ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବିଶ୍ବବିଦ୍ୟାଳୟର ଓପନ ଅଡିଟୋରିୟମରେ ଏହି...
ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍ଘାଟିତ, ସମୂହ ସମାଜ, ସାମାଜିକ ଏକତା ଉପରେ ଗୁରୁତ୍ୱ
ଭୁବନେଶ୍ୱର, ନଭେମ୍ବର ୨୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର
ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍ଘାଟନ କରି ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏକ...
ଚାରିଦିନରେ ସରିଗଲା ବିଧାନସଭା
ଚାରିଦିନ ତଳେ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ସେଥିରୁ ଦୁଇଦିନ ହୋ-ହଲ୍ଲାରେ ଗଲା । ଆଦିବାସୀଙ୍କ ଜମି ବିକ୍ରି ଆଇନର ସଂଶୋଧନ ପ୍ରସ୍ତାବକୁ ନେଇ ତୁମ୍ବିତୋଫାନ କଲେ ବିରୋଧୀ । ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର ଦାବିରେ ଗୃହ...
ଶେଷ ହେବ 13 ଦିନର ସସପେନ୍ସ
ଶେଷରେ ଶେଷ ହେବାକୁ ଯାଉଛି 13 ଦିନର ସସପେନ୍ସ । ଜୀବନ-ମୃତ୍ୟୁକୁ ନେଇ ଲାଗି ରହିଥିବା ଉତ୍ତରାଖଣ୍ଡ ଟନେଲ ସସପେନ୍ସ ର ଅନ୍ତଃ ଘଟିବାକୁ ଆଉ କିଛି ମୁହୂର୍ତ୍ତ ବାକି ରହିଛି । ଟନେଲ ଭିତରେ ଫସି ରହିଥିବା 41...
ଭାଷା ପ୍ରୀତି ନା ରାଜନୀତି !
ଆଜି ବିଧାନସଭା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଶଳି ଭାଷାରେ ପ୍ରଶ୍ନ ପଚାରିଲେ । ମନ୍ତ୍ରୀ ପ୍ରତାପ ଦେବ ଉତ୍ତର ରଖିଥିଲେ କୋଶଳି ଭାଷାରେ । ଏପରିକି ରେଢାଖୋଲ ବିଧାୟକ ବି କୋଶଳି ଭାଷାରେ ପ୍ରଶ୍ନ ରଖିଥିଲେ...















