ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ କଲା ସିବିଆଇ
ସିସୋର ଚିଟଫଣ୍ଡ ମାମଲାରେ 2017ରେ ସିବିଆଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ଗିରଫ କରିଥିଲା । ସିସୋର କଂପାନୀ ସହ ଏକ ଜମି କିଣାବିକା କାରବାରକୁ ନେଇ ପ୍ରଭାତ ବିଶ୍ବାଳ 25 ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ମଧ୍ୟ ହୋଇଥିଲା...
ଆସୁଛି ବଡ ଲଘୁଚାପ
ଆସନ୍ତା ସେପ୍ଟେମ୍ବର 29 ତାରିଖରେ ଆଣ୍ଡାମାନ ସାଗର ନିକଟବର୍ତ୍ତି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ କରିଥିବା ଆକଳନ ଅନୁଯାୟୀ, ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଚବିଶ ଘଣ୍ଟା ଭିତରେ ଏହା ପୂର୍ବ-ଉତ୍ତର...
କାର୍ଯ୍ୟାନୁଷ୍ଠାନ ନ ହେଲେ ସଂସଦ ସଦସ୍ୟତା ଛାଡିଦେବେ ଡାନିସ୍ ଅଲ୍ଲୀ
ବହୁଜନ ସମାଜ ପାର୍ଟି ସାଂସଦ ଡାନିସ ଅଲ୍ଲୀଙ୍କୁ ଗତକାଲି ସଂଧ୍ୟାରେ ସଂସଦରେ ବିଜେପି ସାଂସଦ ରମେଶ ବିଧୁରୀ ଅତି କଦର୍ଯ୍ୟ ଭାଷାରେ ଆକ୍ଷେପ କରିିଥିଲେ । ଏପରିକି ସେ ସାଂସଦ ଡାନିସ ଅଲ୍ଲୀଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିବାକୁ...
କାନାଡାରେ ଭିସା ସର୍ଭିସ୍ ବାତିଲ କଲା ଭାରତ
କାନାଡାରେ ଭିସା ସର୍ଭିସ ବାତିଲ କଲା ଭାରତ । କାନାଡାରୁ ଭାରତ ଭ୍ରମଣରେ ଆସିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କୁ ଭାରତ ସରକାର ଭିସା ପ୍ରଦାନ କରିବେ ନାହିଁ । ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂ ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ...
ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ ସୌମ୍ୟ ପଟ୍ଟନାୟକ ଓ ସୁଧାଂଶୁ ପରିଡା
ଶେଷରେ ବିଜେଡିରୁ ବିଦା ହେଲେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ସାମ୍ବାଦିକମାନଙ୍କୁ କହିଛନ୍ତି । ଏଥିସହିତ...
ଗୋଟିଏ ଡିସ୍ ବିଲ୍ ଦେଖି ପୋଲିସକୁ ଫୋନ୍ କଲେ ଜାପାନୀ ପର୍ଯ୍ୟଟକ
ଚାରିଜଣ ଜାପାନୀ ପର୍ଯ୍ୟଟକ ସି-ଫୁଡ୍ କ୍ରାବ୍ ଡିସ୍ (କଙ୍କଡା) ଖାଇବା ପାଇଁ ବରାଦ କଲେ । ଆଲାସ୍କାନ କିଙ୍ଗ୍ ଚିଲି କ୍ରାବ୍ ଡିସ୍ ଖାଇବା ପରେ ହୋଟେଲ ବୟ ସେମାନଙ୍କୁ ଯେଉଁ ବିଲ୍ ଧରାଇଲା, ସେଥିରେ ସେମାନେ ତାଜୁବ ହୋଇଗଲେ...
ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍
ଲୋକସଭାରେ ପାରିତ ହେଲା ଐତିହାସିକ ମହିଳା ସଂରକ୍ଷଣ ବିଲ୍ । ସାତଘଣ୍ଟାର ବିତର୍କ ପରେ ବହୁ ମତରେ ବିଲ୍ ପାରିତ ହୋଇଛି । ବିଲ୍ ସପକ୍ଷରେ 454ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ଦୁଇଟି ଭୋଟ୍ ପଡିଛି । ନାରୀ...
ପ୍ରମିଳା ମଲ୍ଲିକ ହେବେ ପ୍ରଥମ ମହିଳା ବାଚସ୍ପତି
ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ । ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଜେଡି ବାଚସ୍ପତି ପ୍ରାର୍ଥୀ ଭାବେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନାଁ ଘୋଷଣା କରିଛି । ଆସନ୍ତାକାଲି...
କାନାଡାରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ
ଭାରତ-କାନାଡା ସଂପର୍କରେ ତିକ୍ତତା ବଢିବାରେ ଲାଗିଛି । କାନାଡା ସରକାରଙ୍କୁ ଜବାବ ଦେବାକୁ ଭାରତ ସରକାର ଯେସାକୁ ତେସା ନୀତି ଆପଣେଇଛନ୍ତି । ଭାରତରେ ଥିବା କାନାଡା ନାଗରିକଙ୍କ ପାଇଁ କାନାଡା ସରକାର ପରାମର୍ଶ ଜାରି କଲା ପରେ ନୂଆଦିଲ୍ଲୀରୁ...
ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ 33 ପ୍ରତିଶତ ଆସନ
ଦେଶର ସଂସଦ ଓ ରାଜ୍ୟ ବିଧାନସଭାମାନଙ୍କରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରହିବ । କେନ୍ଦ୍ର ଆଇନ ମନ୍ତ୍ରୀ ଆର୍ଜୁନ ରାମ ମେଘଓ୍ବାଲା ଆଜି ଏହି ମହିଳା ସଂରକ୍ଷଣ ବିଲ୍ ଆଗତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର...



















