27.2 C
Bhubaneswar
Thursday, August 6, 2026
-Advertisement-

କାନାଡା କୂଟନୀତିଜ୍ଞଙ୍କୁ ଭାରତ ଛାଡ ନୋଟିସ

କାନାଡା ସରକାର ଭାରତୀୟ କୂଟନୀତିଜ୍ଞଙ୍କୁ ଦେଶରୁ ବହିଷ୍କାର ଆଦେଶ ଦେବା ପରେ ଭାରତ ସରକାର ଅନୁରୂପ ଭାବେ କାନାଡା କୂଟନୀତିଜ୍ଞଙ୍କୁ ପାଞ୍ଚଦିନ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାନାଡାସ୍ଥିତ ଭାରତୀୟ କୂଟନୀତିଜ୍ଞ ଖଲିସ୍ଥାନୀ ଆତଙ୍କବାଦୀ ତଥା କାନାଡା...

ଦୁଃଖ ଦେଲେ ଗଣେଶ ?

ଗଣେଶ ପୂଜା ପାଇଁ ବଡ ଧୂମଧାମରେ ଚାଲିଥିଲା ପ୍ରସ୍ତୁତି । କଟକ ନରାଜ ସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ବିଶାଳକାୟ ଗଣେଶ ମୂର୍ତ୍ତି ନିକଟସ୍ଥ ଗୋଡିପାଟଣା ଅଞ୍ଚଳରୁ ଏକ ଟ୍ରାକ୍ଟର ଯୋଗେ ବିଶ୍ବବିଦ୍ୟାଳୟ ପରିସରକୁ ଆଣୁଥିଲେ ।...

ସମ୍ବାଦ ଅଫିସରେ ଇଓଡବ୍ଲୁ ରେଡ୍ କାହିଁକି ?

'ସମ୍ବାଦ' ଖବରକାଗଜ ଅଫିସରେ ଇଓଡବ୍ଲୁ ରେଡ୍ । ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମାଲିକାନାରେ ଚାଲିଥିବା ଖବରକାଗଜ ସମ୍ବାଦ ଅଫିସରେ ଆଜି ଇଓଡବ୍ଲୁ ରେଡ୍ କରିଛି । ଫାଇବ୍ ଟି ସଚିବ ଭି.କେ. ପାଣ୍ଡିୟାନଙ୍କ ବ୍ୟୟବହୁଳ ଜିଲ୍ଲାଗସ୍ତ ପ୍ରସଙ୍ଗ, ସରକାରରେ...

ଆତଙ୍କ ଖେଳାଉଛି ସ୍କ୍ରବ୍ ଟାଇଫସ୍

ଏବେ ଆତଙ୍କ ଖେଳାଇଛି ସ୍କ୍ରବ୍ ଟାଇଫସ୍ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍କ୍ରବ ଟାଇଫସ୍ କାମୁଡାରେ ଆଖି ବୁଜିଲେଣି 5 ଜଣ ଷ ସେହିପରି ହିମାଚଳ ପ୍ରଦେଶରେ 9 ଜଣଙ୍କ ମୃତ୍ୟୁ ହେଲାଣି । ଓଡିଶାରେ ଏହି ଭୁତାଣୁ ଦ୍ବାରା...

ନବୀନଙ୍କ ବଡଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହଟ୍ଟାଙ୍କ ପରଲୋକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡଭଉଣୀ ତଥା ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ବିଶିଷ୍ଟ ଲେଖିକା ଗୀତା ମେହଟ୍ଟାଙ୍କ ପରଲୋକ । 80 ବର୍ଷ ବୟସରେ ନୂଆଦିଲ୍ଲୀରେ ତାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ପାରାଲିସିସ ରୋଗରେ ଆକ୍ରାନ୍ତ...

ସୌମ୍ୟଙ୍କ ସମୁଦୀଙ୍କୁ ଇଓଡବ୍ଲୁ ଜେରା

ବିଶିଷ୍ଟ ରିଅଲ ଇଷ୍ଟେଟ ବ୍ୟବସାୟୀ ତଥା ଜେଡ୍ ଓ୍ବାନ ରିଅଲ ଇଷ୍ଟେଟ ମାଲିକ ତପନ ମହାନ୍ତିଙ୍କୁ ଅର୍ଥନୈତିକ ଅପରାଧ ତଦନ୍ତକାରୀ ସଂସ୍ଥା ଇଓଡବ୍ଲୁ ଆଜି ଜେରା କରିଛି । ରଘୁନାଥପୁର ଜେଡ୍ ଓ୍ବାନ ଆପାର୍ଟମେଣ୍ଟର ଗୃହ ମାଲିକ ସଂଘ ପକ୍ଷରୁ...

କଂଗ୍ରେସ ପରେ ବିଜେପି ବର୍ଜନ କଲା ବାଚସ୍ପତି ନିର୍ବାଚନ

ବାଚସ୍ପତି ନିର୍ବାଚନକୁ ବର୍ଜନ କରିଛି ବିଜେପି । ପଶ୍ଚିମ ଓଡିଶାବାସୀ ନୂଆଁଖାଇ ପାଳନ କରୁଥିବା ବେଳେ ବାଚସ୍ପତି ନିର୍ବାଚନ ପାଇଁ ରାଜ୍ୟ ସରକାର ଡାକିଥିବା ବିଧାନସଭା ବୈଠକକୁ ବିରୋଧୀ ଦଳ ବର୍ଜନ କରିଛନ୍ତି । ଏହା ପୂର୍ବରୁ କଂଗ୍ରେସ ବାଚସ୍ପତି...

ଉଚ୍ଛେଦ ହେବ ରାଜ୍ୟ ସରକାରଙ୍କ 35 ଟୋଲ୍ ଗେଟ୍

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରାଜ୍ୟ ସରକାରଙ୍କ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମୋଟ 35ଟି ଟୋଲ୍ ଗେଟକୁ ଉଠାଇ ଦିଆଯିବ । ଆଜି ବିଭାଗୀୟ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ଏଥିସହିତ ରାଜ୍ୟ କ୍ୟାବିନେଟ ବୈଠକରେ...

ବାଚସ୍ପତି ନିର୍ବାଚନକୁ କଂଗ୍ରେସର ବୟକଟ୍

ବାଚସ୍ପତି ନିର୍ବାଚନକୁ ବର୍ଜନ କଲା କଂଗ୍ରେସ । ଆସନ୍ତା 21 ତାରିଖରେ ସରକାର ବିଧାନସଭା ଡାକିଥିବାରୁ କଂଗ୍ରେସ ଏହାକୁ ନିନ୍ଦା କରିଛି । ଆସନ୍ତା 20 ତାରିଖରେ ନୂଆଁଖାଇ ପଡୁଥିବାରୁ ଏବଂ ପଶ୍ଚିମ ଓଡିଶାରେ ଦୁଇଦିନ ଧରି ନୂଆଁଖାଇ ପାଳନ...

6 ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ

ଶୁକ୍ରବାର ସକାଳ ପର୍ଯ୍ୟନ୍ତ 6ଟି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଉଛି ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବରଗଡ, ନୂଆପଡା ଓ ସମ୍ବଲପୁର । ଲଘୁଚାପ ପ୍ରଭାବରେ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...