ଘରୋଇ ଫାଇନାନ୍ସ କଂପାନୀର ଜୁଲୁମ୍ : ଝୁଲି ପଡିଲେ ବୃଦ୍ଧ ଦମ୍ପତ୍ତି
ଅଭାବ ଅନଟନ ଭିତରେ ଚଳୁଥିଲେ ବୃଦ୍ଧ ଦମ୍ପତ୍ତି । ଘରୋଇ ଫାଇନାନ୍ସ କଂପାନୀର ଏଜେଣ୍ଟ ତାଙ୍କୁ ଲୋଭ ଦେଖାଇ ଋଣ ଦେଲେ । ଆଉ ଋଣ ଶୁଝି ନ ପାରିବାରୁ ଘରକୁ ଆସି ଗାଳି କଲେ । ଅପମାନ ଦେଲେ...
ଶ୍ରୀମନ୍ଦିରକୁ ବାହୁଡିଲେ ମହାପ୍ରଭୁ
ରଥଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡିଛନ୍ତି ମହାପ୍ରଭୁ । ଭାଇ, ଭଉଣୀଙ୍କୁ ସାଥିରେ ଧରି ରତ୍ନବେଦୀରୁ ଜନ୍ମବେଦିକୁ ଯାତ୍ରା କରିବା ଏବଂ ଜନ୍ମବେଦିରୁ ଫେରିବା ବାଟରେ ମାଉସୀ ଘରେ ପୋଡପିଠା ଖାଇବା, ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା, ଅଧରପଣା...
ଜଗନ୍ନାଥ ହୋ … ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଅଡିସନ ରାଉଣ୍ଡ ଫଳ
ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା-2023ର ଅଡିସନ ରାଉଣ୍ଡ ଫଳ ପ୍ରକାଶ ପାଇଛି । ତିନୋଟି ବର୍ଗରେ ଏହି ପ୍ରତିଯୋଗିତାରେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗୀ ଅତି ସୁନ୍ଦର ଭାବେ ଶ୍ରୀଜଗନ୍ନାଥ ଭଜନ ଗାଇ...
ଉପରମୁଣ୍ଡରେ ପ୍ରବଳ ବର୍ଷା, କଲମା ଖୋଲିଦେଲା ଛତିଶଗଡ
ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ କଲମା ବ୍ୟାରେଜର ସମସ୍ତ ଗେଟ ଛତିଶଗଡ ସରକାର ଖୋଲି ଦେଇଛନ୍ତି । କଲମା ବ୍ୟାରେଜର 64 ଗେଟ ଦେଇ ଓଡିଶା ମଧ୍ୟକୁ ଜଳ ପ୍ରବେଶ କରୁଛି । କଲମା ଖୋଲା ରହିବା ଯୋଗୁ...
ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ
ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେଲେ ମହାପ୍ରଭୁ । ମହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ବଡଦାଣ୍ଡି ଲୋକାରଣ୍ୟ । ସିଂଦ୍ବାର ସାମନାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ । ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ...
ପୋଲିସକୁ ଡର ନାହିଁ, ରାଜଧାନୀରେ କର୍ପୋରେଟରଙ୍କ ଭାଇ ଉପରକୁ ଗୁଳିମାଡ
ପୋଲିସକୁ ଡର ନାହିଁ । ରାଜଧାନୀ ଭୁବନେଶ୍ବରର 32 ନମ୍ବର ଓ୍ବାର୍ଡର କର୍ପୋରେଟରଙ୍କ ଭାଇ ଓ ପୁତୁରା ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି । ଗତକାଲି ରାତିରେ ଝାରପଡା ଅଞ୍ଚଳରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା...
ବାହୁଡିଲେ ମହାପ୍ରଭୁ
ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହୁଡିଛନ୍ତି ମହାପ୍ରଭୁ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବେଜି ଶେଷ ହେବା ପରେ ତିନି ରଥକୁ ଆସି ଗଜପତି ମହାରାଜ ଛେରା ପହଁରା କରିଥିଲେ...
ସମ୍ରାଟଙ୍କ ଆଜ୍ଞା ଶୀରୋଧାର୍ଯ୍ୟ !
ଜଣେ ମୁନିବ ଥିଲେ । ତାଙ୍କର ଅନେକଗୁଡିଏ ଘୋଡା ଥିଲେ ବି ଗୋଟିଏ ଘୋଡାକୁ ସେ ଖୁବ୍ ଭଲ ପାଉଥିଲେ । ମୁନିବଙ୍କ ଘୋଡା ହୋଇଥିବାରୁ ତାର ସ୍ଥାନ ଉଚ୍ଚାରେ ଥିଲା । ଅନ୍ୟ ଘୋଡାମାନେ ବି ତାକୁ ଦେଖି...
ବୁମେରାଂ ହେଲା ମୋବାଇଲ୍ ଅଡିଓ : ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
ଜଣେ ସଚିବସ୍ତରର ସରକାରୀ କର୍ମଚାରୀ ହୋଇ ରାଜନୈତିକ ନେତା ଭାବେ ବ୍ୟବହାର ପ୍ରଦର୍ଶନ କରୁଥିଲେ । ଦଳୀୟ ମଞ୍ଚରେ ଉଦବୋଧନ ଦେଉଥିଲେ । ସରକାରୀ ପ୍ରକଳ୍ପ ଘୋଷଣା କରୁଥିଲେ । ଦଳ ଭିତରେ ସବୁ ମନ୍ତ୍ରୀ, ବିଧାୟକ, ସାଂସଦ ଚୁପ୍...
ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଶୁଣେଇ ବିରୋଧୀଙ୍କୁ ଚୁପ୍ କଲେ ପାଣ୍ଡିୟାନ୍
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିୟାନଙ୍କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ବରିଷ୍ଠତା ଦୃଷ୍ଟିରୁ ତାଙ୍କ ଉପରେ ଅନେକ ଆଇଏଏସ ଅଫିସର ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠୁ ପ୍ରିୟ ଅଫିସର ଭାବେ ସମସ୍ତ କ୍ଷମତା...















