31.1 C
Bhubaneswar
Saturday, March 7, 2026
-Advertisement-

ଇରାନ-ଇସ୍ରାଏଲ ଯୁଦ୍ଧରେ ୩ ଭାରତୀୟଙ୍କ ମୃତ୍ୟୁ

ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ଅନ୍ୟ ଦେଶକୁ ବିସ୍ତାର ହେଉଛି । ଓମାନରେ ତୈଳ ଜାହାଜରେ ହୋଇଥିବା ଆକ୍ରମଣରେ ୩ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ସୋମବାର ଓମାନର ମାର୍ଶଲ୍ ଦୀପରେ ଥିବା...

ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍ ଫର୍ମ କିଣିଲା ବିଜେପି

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ପରେ ଏବେ ବିଜେପି ମୋଟ ୧୬ଟି ଫର୍ମ କିଣିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହିତ ୫ ଜଣ ବିଧାୟକ ସରୋଜ ପ୍ରଧାନ, ଆଶ୍ରିତ ପଟ୍ଟନାୟକ, ରଘୁନାଥ ଜଗଦଲା, ଦୁଷ୍ମନ୍ତ...

ସାଉଦି ଆରବର ସବୁଠୁ ବଡ ତୈଳ କମ୍ପାନି ଉପରେ ଇରାନର ଡ୍ରୋନ ଆଟାକ୍

ମଧ୍ୟ ପ୍ରାଚ୍ୟର ଅନେକ ଦେଶରେ ବନ୍ଦ୍ ହେଉନାହିଁ ମିସାଇଲ ମାଡ ଓ ଡ୍ରୋନ ଆଟାକ୍ । ଇରାନ ସାଉଦି ଆରବର ଆରାମକୋର ରାସ ତନୁରା ରିଫାଇନରୀ ଉପରେ ଡ୍ରୋନ ହମଲା କରିଛି । ରାସ୍ ତନୁରା ହେଉଛି ସାଉଦି ଆରବର...

ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବକୁ ମିଳିଲା ଧମକ

ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସହ କୋର୍ଟ ପରିସରକୁ କଡ଼ା ସୁରକ୍ଷା...

ପ୍ରତିଶୋଧ ନେଲା ତାଲିବାନ; ପାକିସ୍ତାନ ଉପରେ କଲା ଜୋରଦାର ଆକ୍ରମଣ

ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ତାଲିବାନ ପ୍ରଶାସନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହା ରାୱଲପିଣ୍ଡିର ନୁର ଖାନ ଏୟାରବେସ୍ ଏବଂ କ୍ୱେଟାର ଦ୍ୱାଦଶ କର୍ପସ ଉପରେ ବିମାନ ଆକ୍ରମଣ କରିଛି ।...

ଶେଷ ହେଲା ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା

ଆଜି ଶେଷ ହୋଇଛି ଚଳିତ ବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହିତ ମାଟ୍ରିକ୍ ପରୀକ୍ଷା ସମାପ୍ତ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ଯେ,...

ଆମେରିକା ଓ ଇରାନ ଯୁଦ୍ଧକୁ ନେଇ ଭାରତରେ ହାଇ ଆଲର୍ଟ ଜାରି

ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଭାରତ ସରକାର ଆଲର୍ଟରେ ଅଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଖାମେନିଙ୍କ ମୃତ୍ୟୁ...

ନକ୍ସଲ ମୁକ୍ତ ହେଲା ବଲାଙ୍ଗିର ଓ ବରଗଡ଼ ଜିଲ୍ଲା

ଓଡ଼ିଶା ପୋଲିସକୁ ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ମିଳିଛି ଐତିହାସିକ ସଫଳତା । ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ସୁଚନା ଅନୁଯାୟୀ, ରବିବାର ଛତିଶଗଡ଼ର...

ଇରାନର ନୂଆ ନେତା ଅୟାତୋଲ୍ଲା ଅରାଫି

ଆମେରିକା-ଇସ୍ରାଏଲ୍ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ହେବାପରେ, ଅୟାତୁଲ୍ଲା ଅଲିରେଜା ଅରାଫିଙ୍କୁ ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା କରାଯାଇଛି । ଅରାଫିଙ୍କ ବୟସ ହେଉଛି ୬୭ ବର୍ଷ ,ସେ ହେଉଛନ୍ତି ଖାମେନେଇଙ୍କ ଜଣେ ଘନିଷ୍ଠ...

ଇରାନକୁ ପୁଣି ଟାର୍ଗେଟ କରି ତେହରାନରେ ବିସ୍ଫୋରଣ କଲା ଇସ୍ରାଏଲ

ଇସ୍ରାଏଲ ରବିବାର ଇରାନର ରାଜଧାନୀ ତେହରାନରେ ପୁଣି ଥରେ ହମଲା କରିଛି । ଇସ୍ରାଏଲ ତେହରାନର କେନ୍ଦ୍ର ସ୍ଥଳରେ ଟାର୍ଗେଟ୍ କରି ବିସ୍ଫୋରଣ କରୁଛି । ତେହରାନର ପୋଲିସ ମୁଖ୍ୟାଳୟ ଓ ଇରାନ ସରକାରୀ ଟେଲିଭିଜନର...
- Advertisement -

Latest article

Your Go-To Guide for Mastering Dexscreener and DEX Scanning

Your Go-To Guide for Mastering Dexscreener and DEX Scanning Содержание What is Dexscreener? Key Features of Dexscreener How to Utilize Dexscreener Benefits of Using a DEX Scanner Conclusion: Why Choose...

Why Traders Choose Dexscreener for Informed Decisions

Why Traders Choose Dexscreener for Informed Decisions Содержание Overview of Dexscreener Key Features of Dexscreener Benefits of Using Dexscreener How to Download and Use Dexscreener Comparison with Other DEX Scanners For...

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ରାଜ୍ୟସଭା ପାଇଁ ବିଜେଡି ଆଜି ୨ ଜଣଙ୍କ ନାଁମ ଘୋଷଣା କରିଛି। କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଓ କାହାକୁ ରାଜ୍ୟସଭା ପାଇଁ ଟିକେଟ୍‌ ମିଳିବ ତାକୁ ନେଇ ରାଜ୍ୟବାସୀ...