ନଭେମ୍ବର 3 ରେ ଉପନିର୍ବାଚନ
ନଭେମ୍ବର 3 ତାରିଖରେ ହେବ ଉପନିର୍ବାଚନ I ଓଡ଼ିଶାର ଧାମନଗର ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ I ଆଜି 6ଟି ରାଜ୍ୟରେ 7ଟି ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ I ଏହି...
ଗାନ୍ଧୀଙ୍କୁ ବି ଛାଡିଲେନି, ମହିଷାସୁର କରିଦେଲେ
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଚରମ ଅପମାନ I କୋଲକାତାର ଏକ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ମେଢ଼ରେ ଶୋଭା ପାଉଛନ୍ତି ମହାତ୍ମା ଗାନ୍ଧୀ I ପୂଜା ଆୟୋଜକମାନେ ଗାନ୍ଧିଜୀଙ୍କୁ ମହିଷାସୁର କରିଦେଇଛନ୍ତି I ଗାନ୍ଧୀଙ୍କୁ ଏଭଳି ବିକୃତ...
ଶ୍ରୀନିବାସ ସାହୁଙ୍କ ଦେହାନ୍ତ
ଉତ୍କଳ ଯୋଗ ପରିବାରର ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଶ୍ରୀନିବାସ ସାହୁଙ୍କ ଦେହାନ୍ତ I ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା I ଶ୍ରୀ ସାହୁଙ୍କ ବିୟୋଗରେ ଉତ୍କଳ...
ଛାଡିଦେଲେ ଶାଶୂଘର
ଶାଶୂଘର ଛାଡିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ଶୁଣାଣି କରି ମାସେ ଭିତରେ ଘର ଛାଡିବାକୁ ଅଗଷ୍ଠ ୩୦ରେ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର...
ମହାମାୟାଙ୍କ ମହାସପ୍ତମୀ
ମା’ଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ଜଗତଜନନୀ ଦେବୀ ଦୁର୍ଗାଙ୍କର ମହାସପ୍ତମୀ ପୂଜା । ଏଥିଲାଗି ସଜେଇ ହୋଇଛି ପୂଜା ମଣ୍ଡପ । ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ । ଗତକାଲି ସଂଧ୍ୟାରେ ବେଲବରଣ ପରେ ଆଜି...
ଆରମ୍ଭ ହେଲା ୫ଜି ସେବା, ଶୁଭାରମ୍ଭ କଲେ ମୋଦି
ଆଜିଠାରୁ ଦେଶରେ ୫ଜି ମୋବାଇଲ ସେବା । ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ପ୍ରଗତି ମଇଦାନରେ ଶୁଭାରମ୍ଭ କରିଛନ୍ତି ମୋଦି । ୟୁଜର୍ସଙ୍କ ପାଇଁ ଡାଉନଲୋଡ ସ୍ପିଡ ବଢାଇବ । ୪ଜି ଠାରୁ...
କମିଲା ଏଲ୍ପିଜି ସିଲିଣ୍ଡର ଦର
ଶସ୍ତା ହୋଇଛି କମର୍ସିଆଲ୍ ସିଲିଣ୍ଡରର ଦାମ୍। ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା ଏବଂ ମୁମ୍ବାଇରେ ୩୫.୫୦ ଟଙ୍କା ଶସ୍ତା ହୋଇଛି।
୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦାମ୍ରେ ଏହି ପରିବର୍ତ୍ତନ ଘଟିଛି। ସେପଟେ ଘରୋଇ...
ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ
ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ । ଜଣେ ଦଳିତ ବର୍ଗର ଯୁବତୀ ଅକ୍ଷୟ ପରିଜାଙ୍କ ନାଁରେ ଏହି ଅଭିଯୋଗ କରିଛନ୍ତି । ଯୌନ ନିର୍ଯାତନା ସଂପର୍କରେ ଯୁବତୀଙ୍କ ଅଭିଯୋଗର ଭିଡିଓ ଭାଇରାଲ ହୋଇଛି ।...
ବର୍ଷାରେ ଭିଜିବ ଦଶହରା
ଦଶହରା ପାଇଁ ସହରଠୁ ଗାଁ ଯାଏଁ ବ୍ୟାପକ ପ୍ରସ୍ତୁତି । କୋଭିଡ କଟକଣା ଯୋଗୁ ଗତ ଦୁଇବର୍ଷ ଧରି ଶାରଦୀୟ ପୂଜା ଫିକା ପଡିଯାଇଥିଲା । ଚଳିତବର୍ଷ ଦଶହରା ଉତ୍ସବକୁ ପାଳନ କରିବା ପାଇଁ ସବୁଆଡେ ପ୍ରସ୍ତୁତି ଚାଲିଥିବା ବେଳେ...
ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଯଶଓ୍ବନ୍ତ ସିଂହଙ୍କୁ ନିଯୁକ୍ତି । ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ସିଂହଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏବେ ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି ଜଷ୍ଟିସ ସିଂହ...

















