ପରଲୋକରେ ଓଡିଆ ଅଭିନେତା ବିରାଜ ଦାସ
ଆଉ ନାହାଁନ୍ତି ଓଡିଆ ଅଭିନେତା ବିରାଜ ଦାସ । ୬୩ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ବିରାଜଙ୍କ ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି କ୍ୟାନସର ସହ ସଂଗ୍ରାମ କରୁଥିଲେ ବିରାଜ । କର୍କଟ ରୋଗରେ ଆକ୍ରାନ୍ତ...
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଜୁନ୍ ୨ ଯାଏଁ ନାମାଙ୍କନ , ୩ରେ ଯାଞ୍ଚ । ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୧୩...
ୟାସିନ ମଲିକଙ୍କୁ ଆଜୀବନ
ୟାସିନ ମଲିକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଶୁଣାଇଛନ୍ତି ଏହି ରାୟ । ଆଜୀବନ ଜେଲ ଦଣ୍ଡାଦେଶ ଦେଲେ ସ୍ପେଶାଲ ଏନଆଇଏ କୋର୍ଟ । କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ । ଆତଙ୍କବାଦୀଙ୍କୁ...
ସାଇବର ଥାନାରେ ବର୍ଷାଙ୍କ ଏତଲା
ପୁଣି ଆଉ ଏକ ଏତଲା ଦେଲେ ବର୍ଷା । କଟକ ସାଇବର ଥାନାରେ ବର୍ଷା ଦେଇଛନ୍ତି ଏତଲା । ସୋସିଆଲ ମିଡିଆରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହୋଇଥିବା ନେଇ ଏତଲାରେ ଉଲ୍ଲେଖ ରହିଛି । ଅଭିଯୁକ୍ତଙ୍କ ବିରୋଧରେ...
ତପସ୍ଥଳିକୁ ଭୋଗସ୍ଥଳିରେ ପରିଣତ କରିଦେଲେଣି : ଶଙ୍କରାଚାର୍ଯ୍ୟ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ରାଜନୈତିକ ବିବାଦ ଆଜି ନୂଆ ମୋଡ ନେଇଛି । ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ । ବିକାଶର ଅର୍ଥ ନୁହେଁ...
ଶସ୍ତା ହେବ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ
ଶସ୍ତା ହେବ ଖାଇବା ତେଲ । ଭାରତୀୟ ବଜାରରେ ଶସ୍ତା ହେବ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ । ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର ଡ୍ୟୁଟି ମୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ଦେଇଛି । ବାର୍ଷିକ ୨୦ ଲକ୍ଷ ମେଟ୍ରିକ...
ସ୍କୁଲରେ ଗୁଳିକାଣ୍ଡ, ୧୯ ଛାତ୍ର ମୃତ
ଆମେରିକା ଟେକ୍ସାସରେ ଏକ ପ୍ରାଇମେରୀ ସ୍କୁଲରେ ଗୁଳିକାଣ୍ଡ । ଜଣେ ୧୮ ବର୍ଷର ଯୁବକ ହଠାତ ସ୍କୁଲ ଭିତରକୁ ବନ୍ଧୁକ ଧରି ପ୍ରବେଶ କରି ଗୁଳି ଚଳାଇଥିଲା । ଏଥିରେ ୧୯ ଜଣଙ୍କ ଛାତ୍ରଙ୍କ ସହ ୨୩ ଜଣଙ୍କର ମୃତ୍ୟୁ...
ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ
ପୁଣି କଳିଙ୍ଗାଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଛି ଟୁରିଷ୍ଟ ବସ୍ । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଦୁର୍ଗାପ୍ରସାଦ ତଥା କଳିଙ୍ଗା ଘାଟି ନିକଟରେ ବଡ ଧରଣର...
ଓଡିଶାରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିିଜିର ୨୬ ରୋଗୀ ଚିହ୍ନଟ
ରାଜ୍ୟରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିିଜିର ୨୬ ରୋଗୀ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଦିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ମେଡିକାଲକୁ ଆସିଥିବା ୩୬ ରୋଗୀଙ୍କ ଏଚଏଫଏମଡି ମାମଲାର ନମୂନା ଆରଏମଆରସିକୁ ପଠାଯାଇଥିଲା ।...
ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ନିର୍ବାଚନ ବିଜ୍ଞପ୍ତି
ଓଡିଶାରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ଆଜି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିସହିତ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା 31...


















