ସଞ୍ଜୟ ଦାସବର୍ମାଙ୍କ ନାଁରେ ସାଘାଂତିକ ଅଭିଯୋଗ
କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । କିଏ ନିଜ ଭାଇକୁ ହରାଇ କାନ୍ଦୁଛି ତ କିଏ ପୁଅକୁ ହରାଇ କାନ୍ଦି କାନ୍ଦି ମାଟିରେ ଲୋଟି ପଡୁଛି । ବ୍ରହ୍ମଗୀରିର ଦୁଇ ଦିନ ହେଲା ନିଖୋଜ ଯୁବକ ଚିତ୍ତରଞ୍ଜନଙ୍କ...
ଗରିବ ମେଧାବୀଙ୍କୁ ମାଗଣା କୋଚିଂ
୩୦ ଜିଲ୍ଲାର ଗରିବ ମେଧାବୀ ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା କୋଚିଂ । ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ...
ଓମିକ୍ରନ ଯୋଗୁଁ ବ୍ରିଟେନ୍ରେ ୭୫୦୦୦ ମୃତ୍ୟୁ ଆଶଙ୍କା
କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ବିଶ୍ୱରେ ଆତଙ୍କ ଖେଳାଇଛି । ବର୍ତ୍ତମାନ ଓମିକ୍ରନ୍ ଅନ୍ୟ ଦେଶ ଅପେକ୍ଷା ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନୂଆ ଭାରିଆଣ୍ଟରେ ୬୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ...
୨୧ ବର୍ଷ ପରେ ମିସ୍ ୟୁନିଭର୍ସ ମୁକୁଟ
ହରନାଜ କୌର ସାନ୍ଧୁ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ । ଭାରତର ହରନାଜଙ୍କୁ ମିସ୍ ୟୁନିଭର୍ସ ଟାଇଟେଲ ମିଳିଛି । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ହାତେଇଛନ୍ତି ମିସ୍ ୟୁନିଭର୍ସ ଟାଇଟେଲ । ପଞ୍ଜାବର ୨୧ ବର୍ଷୀୟ ହରନାଜ ପିନ୍ଧିଛନ୍ତି...
‘ଟେକା ଫୋପାଡିବା ପ୍ରମାଣିତ କଲେ ରାଜନୀତି ଛାଡିଦେବି’
ପୋଲିସ କମିଶନରଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଚ୍ୟାଲେଞ୍ଜ । ଆନ୍ଦୋଳନ ବେଳେ ଛାତ୍ର କଂଗ୍ରେସ କର୍ମୀମାନେ ଯଦି ପୋଲିସ ଉପରକୁ ଠେକା ପଥର ଫିଙ୍ଗିଥିବା ପୋଲିସ କମିଶନର ପ୍ରମାଣିତ କରିଦେବେ, ତେବେ ସେ ରାଜନୀତି ଛାଡିଦେବେ ବୋଲି...
ପିଲାଙ୍କ ସହ କ୍ଲାସରେ ବସିଲେ ମୁଖ୍ୟମନ୍ତ୍ରୀ
ଆଜି ଗଞ୍ଜାମରେ ପହଁଞ୍ଚି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨୮୨ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚବିଦ୍ୟାଳୟରେ ପହଁଞ୍ଚିଥିଲେ ।...
ସିଡିଏସଙ୍କ ଶେଷ ବାର୍ତ୍ତା
ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ହରାଇଛି ପୁରା ଦେଶ । ସେ ଏବେ ଆମ ଗହଣରେ ନାହାଁନ୍ତି ସତ ହେଲେ ଦେଇଯାଇଥିବା ଭିଡିଓ ବାର୍ତ୍ତା ଆଜି ସମସ୍ତଙ୍କ ମନକୁ ଗର୍ବିତ କରୁଛି । ୧୯୭୧ ଯୁଦ୍ଧ ବିଜୟର ୫୦...
ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 35 ଛୁଇଁଲା
ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 35ରେ ପହଞ୍ଚିଲା । ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମଗ୍ର ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା 35 ଛୁଇଁଛି । ଏହାପୂର୍ବରୁ ପାଞ୍ଚଟି ରାଜ୍ୟରେ ଓମିକ୍ରନ...
ସହିଦ ରାଣା ପ୍ରତାପଙ୍କୁ ଅଶ୍ରୁଳ ବିଦାୟ
ସହିଦ ରାଣାପ୍ରତାପଙ୍କୁ ଅଶ୍ରୁଳ ବିଦାୟ ।
ବାୟୁସେନାରେ ଓାରେଣ୍ଟ ଅଫିସର ଥିବା ରାଣା ପ୍ରତାପ ସିଡିଏସ ବିପିନ ରାଓତଙ୍କ ଚପର୍ କ୍ରାସରେ ସହିଦ ହୋଇଥିଲେ । ଆଜି ତାଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ...
ଭୁବନେଶ୍ୱରରେ ସହିଦଙ୍କ ମର ଶରୀର
ଭୁବନେଶ୍ୱରରେ ପହଁଞ୍ଚିଛି ସହିଦ୍ ଯବାନ ରାଣା ପ୍ରତାପ ଦାଶଙ୍କ ମର ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ତାଙ୍କ ପାର୍ଥିବ ଶରୀର ଅଣାଯାଇଛି । ପାର୍ଥିବ ଶରୀର ପହଁଞ୍ଚିବା...














