ଓଡିଆ ଶିଶୁ ରାଜବୀର ପାଇଁ ସହଯୋଗର ହାତ ବଢାଇବାକୁ ଅପିଲ କଲେ ସୋନୁ ସୁଦ୍
କନ୍ଧମାଳର ଶିଶୁ ରାଜବୀର୍ । ବୟସ ମାତ୍ର 19 ମାସ । ଜନ୍ମରୁ ମେରୁଦଣ୍ଡଜନିତ ରୋଗ ଏସଏମଏ ରୋଗରେ ଆକ୍ରାନ୍ତ ସେ । ତେଣୁ ସେ ନା ବସିପାରୁଛି, ନା ଠିଆ ହୋଇପାରୁଛି । ସବୁବେଳେ ଶୋଇରହୁଛି ସେ ।...
ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର
ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଦେଶରେ ୧୮ ବର୍ଷ ପରିବର୍ତ୍ତେ ୨୧ ବର୍ଷ ବୟସରେ ବିବାହ କରିବେ ଝିଅ । ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ ହେଲା । ଉଭୟ...
ଏହି ଦିନ ବନ୍ଦ ରହିବ ବ୍ୟାଙ୍କ
କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍ ୨୦୨୧ ଆଣିବାକୁ ଯାଉଛନ୍ତି । ସରକାର ଏହାଦ୍ୱାରା କିଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଗୁଡିକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିରୋଧ କରି ଆଜିଠୁ ଦୁଇ ଦିନିଆ ଧର୍ମଘଟ ଡାକରା...
ପଶ୍ଚିମବଙ୍ଗରେ ପ୍ରବେଶ କଲା ଓମିକ୍ରନ
ପଶ୍ଚିମବଙ୍ଗରେ ପ୍ରବେଶ କଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ମୁର୍ଶିଦାବାଦରେ ୭ ବର୍ଷର ଶିଶୁ ଓମିକ୍ରନରେ ସଙ୍କ୍ରମିତ ହୋଇଛି । ୧୦ ଡିସେମ୍ବରରେ ଆବୁଧାବିରୁ ହାଇଦ୍ରାବାଦ ଫେରିଥିଲା ଶିଶୁ ଜଣକ । ଭାରତରେ ୧୦ଟି ରାଜ୍ୟକୁ...
ନୂଆ ଡିଜିପି ହେବେ ସୁନୀଲ ବଂଶଲ
ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ । ଡିଜିପି ଅଭୟଙ୍କ ଠାରୁ ଦାୟିତ୍ବ ଗ୍ରହଣ ଗ୍ରହଣ କରିବେ ସୁନୀଲ । ଆଜି ରାଜ୍ୟ ସରକାର ପରବର୍ତ୍ତୀ ଡିଜିପି ଭାବେ ସୁନୀଲ ବଂଶଲ ଦାୟିତ୍ବ ନେବେ ବୋଲି ଘୋଷଣା କରିଛନ୍ତି...
ଚପର୍ କ୍ରାସର ଶେଷ ସହିଦ୍
ଆଖି ବୁଜିଲେ ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ । କୁନ୍ନୁର ହେଲିକପ୍ଟର କ୍ରାସରେ ଏକମାତ୍ର ଜୀବିତ ଥିଲେ ବରୁଣ ସିଂହ । ଗୁରୁତର ଅବସ୍ଥାରେ ବେଙ୍ଗାଲୁର ସ୍ଥିତ କମାଣ୍ଡ ହସପିଟାଲରେ ଚିକିତ୍ସାଧୀନ ଥିଲେ ବରୁଣ । ହେଲିକପ୍ଟର କ୍ରାସରେ...
ସସପେନ୍ସ ହଟାଇବ କ୍ରାଇମବ୍ରାଞ୍ଚ
ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ୍ୟ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ ପିଏଏସଓ ଚିତ୍ତରଞ୍ଜନଙ୍କ ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ପୋଲିସ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଓଡିଶା ପୋଲିସ କାର୍ଯ୍ୟାଳୟ ପକ୍ଷରୁ...
ଆଉ ୮ ଦିନ ଛୁଟି ଆବେଦନ କଲେ ସୁମିତ
ଆଉ ୮ ଦିନ ଛୁଟି ଆବେଦନ କରିଛନ୍ତି ଡାକ୍ତର ସୁମିତ୍ । ଏଥିପାଇଁ ଇମେଲ ଯୋଗେ ଗତକାଲି ବିଳମ୍ବିତ ରାତିରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜକୁ ଏ ବାବଦରେ ଅବଗତ କରାଇଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୨...
୭୭ ଦେଶକୁ ମାଡିଲା ଓମିକ୍ରନ
ଓମିକ୍ରନକୁ ନେଇ ବଢୁଛି ଚିନ୍ତା । ଗୋଟିଏ ପରେ ଗୋଟିଏ ଦେଶ ନୂଆ ଭାରିଆଣ୍ଟ କବଜାକୁ ଆସିଲେଣି । ବର୍ତ୍ତମାନ ସୁଦ୍ଧା ୭୭ ଦେଶରେ କାୟା ମେଲାଇଲାଣି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟସଙ୍ଗଠନର ଡିଜି ସାମ୍ବାଦିକ ସମ୍ମିଳନୀରେ ସୂଚନା...
ସଞ୍ଜୟଙ୍କ ବହିଷ୍କାର ଦାବି କଲେ ଲଳିତେନ୍ଦୁ
ବ୍ରହ୍ମଗିରି ସାନବନ୍ଧ କେରା ଗାଁର ଚିତ୍ତରଂଜନଙ୍କ ମୃତ୍ୟୁକୁ ନେଇ ବିବାଦରେ ବିଜେଡିର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଜନା ବୋର୍ଡ...














