ଓଡିଶାର ଚାଷୀ ତଳଆଡୁ ଦ୍ବିତୀୟ
ଓଡିଶାରେ ଚାଷୀଙ୍କ ମାସିକ ଆୟ 5 ହଜାର 112 ଟଙ୍କା । ଜୁଲାଇ 2018 ରୁ ଜୁନ 2019 ଭିତରେ ଦେଶର ଚାଷୀଙ୍କ ଆୟ ସଂପର୍କରେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷିମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି...
ସ୍ମୃତିରେ ରହିଗଲା ସ୍ମୃତି
ଅଧାରେ ସରିଗଲା ନାଟକ ।
ନାଟକର କ୍ଲାଇମାକ୍ସ ଏମିତି ହେବ କେହି କେବେ ଭାବି ନ ଥିଲେ । ନାଟକ ଦେଖୁଥିବା ଲୋକେ ଅନେକ ନାଟକ ଦେଖିଥିବେ, ମାତ୍ର ଏମିତି ନାଟକ କେବେ ବି ଦେଖି ନ ଥିବେ ।...
ଆସୁଛି ବାତ୍ୟା, 4ରେ ଉପକୂଳ ଛୁଇଁବ
ଆସୁଛି ବାତ୍ୟା । ଆଜି ସକାଳେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଡିପ୍ ଡିପ୍ରେସନରେ ପରିଣତ ହେବାର ଅନୁମାନ କରାଯାଉଛି...
ଅସୁସ୍ଥ ନନ୍ଦ ସାର
ଯାଜପୁରର ବହୁ ଚର୍ଚ୍ଚିତ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର । ଏହି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ଏବେ ଯାଜପୁର କଳିଙ୍ଗନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ...
ଘୁଞ୍ଚି ଘୁଞ୍ଚି ଯାଉଛି ତାରିଖ
ଆଖିରେ ଲୁହ, ମନରେ କୋହ । କହିବାକୁ ବି ଆଉ ଶକ୍ତି ନାହିଁ । ଶାଶୂ ଘର ଦୁଆରେ ସେମିତି ବସି ରହିଛନ୍ତି ତପସ୍ୱିନୀ । ବ୍ରହ୍ମପୁର ବ୍ରହ୍ମାନଗରରେ ଆଜିକୁ ୮ଦିନ ହେବ ଧାରଣାରେ ବସି ରହିଛନ୍ତି ନବବଧୂ...
ଆସୁଛି ବର୍ଷା : ଚାଷୀ କାଟିଆଣ ଧାନ
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏହାକୁ ନଜରରେ ରଖି ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବର୍ଷାରୁ ସୁରକ୍ଷା...
ସସପେଣ୍ଡ୍ ହେଲେ ୧୨ ଜଣ ରାଜ୍ୟସଭା ସାଂସଦ
ସଂସଦରେ ହଟ୍ଟଗୋଳ କରିବା ଯୋଗୁ ୧୨ ଜଣ ରାଜ୍ୟସଭା ସାଂସଦଙ୍କୁ ସସପେଣ୍ଡ୍ କରିଛନ୍ତି ବାଚସ୍ପତି । ତିନି କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ ସମୟରେ ସାଂସଦମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ । ଅଧିବେସନର ଅବଶିଷ୍ଟ କାର୍ଯ୍ୟ ଦିବସ...
ବଢୁଛି ବାତ୍ୟା ଆଶଙ୍କା
ଚିନ୍ତା ବଢାଇଲା ସମ୍ଭାବ୍ୟ ବାତ୍ୟା । ଦାନା ବାନ୍ଧୁଛି ବାତ୍ୟା । ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ପାଣିପାଗ ବିଶେଷଗ୍ୟଙ୍କ ପୂର୍ବାନୁମାନ, ଆସନ୍ତା...
କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
ହଙ୍ଗାମା ମଧ୍ୟରେ ଲୋକସଭାରେ ପାରିତ ହେଲା ବିବାଦୀୟ ୩ କୃଷି ଆଇନ ଉଚ୍ଛେଦ ବିଲ୍ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଛି ଉଚ୍ଛେଦ ବିଲ୍ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ତିନି କୃଷି ଆଇନ ଉଚ୍ଛେଦ...
ଜିଲ୍ଲାପାଳଙ୍କୁ ସଜାଗ କଲେ ଏସଆରସି
ସମ୍ଭାବ୍ୟ ବାତ୍ୟାଜନିତ ବର୍ଷା ବିତ୍ପାତର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ସଜାଗ କଲେ ଏସଆରସି ।
ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟର ଦକ୍ଷିଣ ଉପକୂଳ ସମେତ...















