କଲେଜ ଆଗରୁ ଦୁଇ ଛାତ୍ରୀଙ୍କୁ କିଡ୍ନାପ
କଲେଜ ଆଗରୁ ଦୁଇଜଣ ଛାତ୍ରୀଙ୍କୁ କିଡନାପ୍ । ମହାବିଦ୍ୟାଳୟ ଆଗରୁ ଯୁକ୍ତ ୩ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନୟାଗଡ ଜିଲ୍ଲାରୁ ଆସିଛି । ନୟାଗଡ ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ ସାମ୍ନାରୁ କିଛି...
ଏୟାରପୋର୍ଟରୁ ଚିହ୍ନଟ ହେଲେଣି ୫ ସଙ୍କ୍ରମିତ
କରୋନାର ନୂଆ ଭାରିଆଣ୍ଟକୁ ନେଇ ଏବେ ବିଶ୍ୱବାସୀ ଚିନ୍ତାରେ । ବାହାରୁ ଆସୁଥିବା ଯାତ୍ରୀଙ୍କର ଏୟାରପୋର୍ଟରେ ଟେଷ୍ଟିଂ କରାଯାଉଛି । ଏହାରି ଭିତରେ ଦିଲ୍ଲୀ ଏୟାରପୋର୍ଟରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଦିନ ଭିତରେ ୫...
କେଉଁ ଜାଗାରେ ମାଡ ହେବ ବାତ୍ୟା
ଆସନ୍ତାକାଲି ଅବପାତରେ ପରିଣତ ହେବ ଆଣ୍ଡାମାନସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି କାଲି ଅବପାତର ରୂପ ନେବ । ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ ହେବ, ...
ଜଗତସିଂହପୁର ଏରସମା ମାହାଳରେ ଉତ୍ତେଜନା
ଜଗତସିଂହପୁର ଏରସମା ମାହାଳରେ ଉତ୍ତେଜନା । ରାଜସ୍ୱ ଗ୍ରାମ ମାହାଳର ସୀମା ନିର୍ଦ୍ଧାରଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଉଥିବାବେଳେ ଏହାକୁ ବିରୋଧ କରିଛନ୍ତି ଢିଙ୍କିଆ ଓ ମାହାଳ ଗ୍ରାମବାସୀ । ଢିଙ୍କିଆ...
ବିଧାନସଭା ଗେଟ ଆଗରେ କଂଗ୍ରେସର ଧାରଣା
ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ମମିତା ତାତି । ମମିତା ମେହେରଙ୍କୁ ନ୍ୟାୟ ଓ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଦିବ୍ୟ ଶଙ୍କରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବିରେ ଆଜି ବିଧାନସଭା ଗେଟରେ ତାଲା ପକାଇଥିଲା କଂଗ୍ରେସ । ଗେଟରେ...
ଏଥର ବି ଜିରୋ ନାଇଟକୁ ନା
ଡିସେମ୍ବର ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ସରକାର ଜିରୋ ନାଇଟ୍ ସେଲିବ୍ରେସନ ପାଳନ ଉପରେ କଟକଣା ଜାରି କରିଛନ୍ତି ।
ଡିସେମ୍ବର 31 ଓ ଜାନୁଆରୀ...
ତଦାରଖ କରିବେ ଜିଲ୍ଲା ଜଜ୍
ମମିତା ମେହେର ହତ୍ୟାକାଣ୍ଡ ମାମଲାର ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲାଜଜ୍ । ତଦନ୍ତରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଜଣେ ବିଚାରପତିଙ୍କ ଦ୍ବାରା ତଦନ୍ତ ତଦାରଖ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ଆବେଦନ କରିଥିଲେ । ରାଜ୍ୟ ସରକାରଙ୍କ...
ବାତ୍ୟା ପାଇଁ ସଜାଗ କଲେ ଏସଆରସି
ଆସୁଥିବା ବାତ୍ୟା ପାଇଁ ଜିଲ୍ଲାପାଳମାନଙ୍କୁ ସଜାଗ କଲେ ଏସଆରସି । ପରିସ୍ଥିତି ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଅରେଞ୍ଜ, ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡିକର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ କହିଲେ ।...
ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା
ସମ୍ବାଦପତ୍ର ହକରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ହକରଙ୍କ ପାଇଁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ହକରଙ୍କ ପରିବାରକୁ 2...
କେଉଁ ଟିକା ‘ଓମିକ୍ରନ’କୁ ମାତ୍ ଦେବ
ଭୟ ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ବିଶ୍ୱବ୍ୟାପି ଓମିକ୍ରନକୁ ନେଇ ଚିନ୍ତାରେ । ଏହାର ମୁକାବିଲା ପାଇଁ କୋଭିଡର ବିଭିନ୍ନ ଟିକା କେତେ ଫଳପ୍ରଦ ହେବ , ତାକୁ ନେଇ ଏବେ ଚର୍ଚ୍ଚା । ଏଭଳି ସମୟରେ...















