ବିଧାନସଭାରେ ହଙ୍ଗାମା କରିପାରିବେନି ବିଧାୟକ
ବିଧାନସଭାରେ ହଙ୍ଗାମା କରିପାରିବେନି ବିଧାୟକ । ବିଧାନସଭା ପରିଚାଳନା ପାଇଁ ନୂଆ ନିୟମ ସଂପର୍କରେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଆସନ୍ତା ଡିସେମ୍ବର ପହିଲାରୁ ବିଧାନସଭାର ଶୀତକାଳିନ ଅଧିବେଶନ ବସିବାକୁ ଯାଉଥିବା ବେଳେ ବାଚସ୍ପତି ସୂର୍ଯ୍ୟ...
ଏୟାର ମାର୍ଶାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡାଲ୍
ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ବୀରତ୍ବ ଓ ସାହସିକତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ବୀନ ସୈନିକମାନଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ।
ପାକିସ୍ତାନର ଯୁଦ୍ଧ ବିମାନ ଖସାଇଥିବା ଗ୍ରୁପ କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀରଚକ୍ର ସମ୍ମାନରେ...
ଗର୍ଜିଲା ବିଜେଡି
ରାଲିର ଜବାବ ରାଲିରେ ।
ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଆଜି ଗର୍ଜିଲା ବିଜେଡି । ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଭୁବନେଶ୍ବର ସ୍ଥିତ ଆଇଓସିଏଲ, ଏଡିଏମ ଅଫିସ ଓ ବ୍ଲକ ଅଫିସ ସାମ୍ମୁଖରେ ପ୍ରତିବାଦ କରାଯାଇଥିବା ବେଳେ କଟକରେ...
ବିଜେପିର ହଲ୍ଲାବୋଲ
ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ବିଜେପିର ହଲ୍ଲାବୋଲ । ନବୀନ ନିବାସ ଅଭିମୁଖେ ମୁହାଁଇଥିଲା ବିଜେପିର ବିଶାଳ ରାଲି । ହଜାର ହଜାର ଦଳୀୟ କର୍ମୀ ହାତରେ ପ୍ଲାକାର୍ଡ ଧରି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ବିଜେପି...
ସାଢେ ଚାରିକୋଟି ଓଡିଆଙ୍କ ଭଗବାନ କିଏ ?
ଓଡିଶାରେ ରହୁଥିବା ଚାଢେ ଚାରିକୋଟି ଲୋକଙ୍କ ଭଗବାନ କିଏ ?
ଏଭଳି ପ୍ରଶ୍ନର ଉତ୍ତରରେ ଆପଣ କହିବେ, ବିଭିନ୍ନ ଧର୍ମାବଲମ୍ବୀଙ୍କ ପାଇଁ ସେମାନଙ୍କ ଭଗବାନ ଅଲଗା ଅଲଗା । ଅର୍ଥାତ ଭଗବାନଙ୍କୁ ସମସ୍ତେ ଭିନ୍ନ ଭିନ୍ନ ରୂପରେ ଉପାସନା କରିଥାନ୍ତି...
ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ
ବାୟୁ ପ୍ରଦୂଷଣ ସ୍ଥିତି ସୁଧୁରିବା ନାଁ ଧରୁନି । ବରଂ ଶୀତ ବଢିବା ସାଙ୍ଗକୁ ପ୍ରଦୂଷଣ ମାତ୍ରା ବି ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର...
ମାହାଙ୍ଗା ଡବଲ ମର୍ଡର : ପିଚ୍ଛା ଛାଡୁନି ପାପ
ପିଚ୍ଛା ଛାଡୁନି ପାପ । ଯେତେ ଲୁଚେଇଲେ ବି ଲୁଚୁନି । ମାସ ମାସ ବିତିଗଲା ପରେ ବି ପାଉଁଶ ଭିତରୁ କୁହୁଳୁଛି ନିଆଁ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଜି ଜେଏମଏଫସି କୋର୍ଟ ମାହାଙ୍ଗା ପୋଲିସ ଉପରେ...
ଭୟଙ୍କର ବନ୍ୟା, 17 ମୃତ, ଶହେରୁ ଅଧିକ ନିଖୋଜ
ଆନ୍ଧ୍ରପ୍ରଦେଶରେ ଭୟଙ୍କର ବନ୍ୟା । ବନ୍ୟାରେ 17 ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ଶହେରୁ ଅଧିକ ନିଖୋଜ ଥିବା ଜଣାପଡିଛି । ତିରୁପତି ସହରରେ ବହୁ ତୀର୍ଥଯାତ୍ରୀ ବନ୍ୟାରେ ଫସି ରହିଥିବା ଜଣାପଡିଛି । ସ୍ବର୍ଣ୍ଣମୁଖୀ ନଦୀର ଜଳଭଣ୍ଡାର ଉଛୁଳି...
ବିଜେପିରେ ସଞ୍ଜୀବ ସାହୁ
ବିଜେଡି ଛାଡିଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ବିଜେପିରେ ଯୋଗ ଦେଇଛନ୍ତି । ରେଢାଖୋଲରୁ ବିଧାନସଭାକୁ ଚାରିଥର ନିର୍ବାଚିତ ହୋଇଥିବା ସଞ୍ଜୀବ ସାହୁଙ୍କୁ ଗତ ନିର୍ବାଚନରେ ବିଜେଡି ଟିକେଟ ଦେଇ ନ ଥିଲା । ନିକଟରେ ସେ ବିଜେଡିରୁ...
ପ୍ରତ୍ୟାହୃତ ହେଲା ବିବାଦୀୟ ତିନି କୃଷି ଆଇନ
ଚାଷୀ ଆନ୍ଦୋଳନ ନିକଟରେ ହାର୍ ମାନିଲେ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତିନି କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଛନ୍ତି । ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କୃଷି ଆଇନ...















